ନ୍ୟୁଜିଲାଣ୍ଡରେ ଶକ୍ତିଶାଳୀ ଭୂମିକମ୍ପ;ଆସିପାରେ ସୁନାମି
ନୂଆଦିଲ୍ଲୀ:ଭୂମିକମ୍ପରେ ଥରିଲା ନ୍ୟୁଜିଲାଣ୍ଡ । ରିଭରଟନ ଉପକୂଳରେ ମଙ୍ଗଳବାର ଦିନ ଉପକୂଳରେ ୬.୫ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଯୁକ୍ତରାଷ୍ଟ୍ର ଭୂତତ୍ତ୍ୱ ସର୍ବେକ୍ଷଣ (USGS) ସର୍ବେକ୍ଷଣ ସୋସିଆଲ ମିଡିଆ 'ଏକ୍ସ'ରେ ଏକ ପୋଷ୍ଟ ସେୟାର କରି ଏହି ଭୂମିକମ୍ପର ଖବର ସେୟାର…