ସଂସଦ ଭବନରେ ‘ଛାଭା’ ଫିଲ୍ମର ହେବ ସ୍ପେଶାଲ ସ୍କ୍ରିନିଂ
ନୂଆଦିଲ୍ଲୀ: ସଂସଦ ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଏବଂ ସାଂସଦମାନଙ୍କ ପାଇଁ ଛତ୍ରପତି ସମ୍ଭାଜୀ ମହାରାଜଙ୍କ ଉପରେ ଆଧାରିତ ହିନ୍ଦୀ ଫିଲ୍ମ 'ଛାଭା'ର ସ୍ପେଶାଲ ସ୍କ୍ରିନିଂ କରାଯିବ।
ତେବେ ଏହି ଫିଲ୍ମ ଗୁରୁବାର ସଂସଦର ବାଲଯୋଗୀ ଅଡିଟୋରିୟମ୍ରେ ପ୍ରଦର୍ଶିତ…