Latest Odisha News

BREAKING NEWS

ଲଂଚ ହେଲା ଭାରତର ନିଜସ୍ୱ ନାଜାଲ ଭ୍ୟାକ୍ସିନ ଇନକୋଭାକ

ନୂଆଦିଲ୍ଲୀ: କରୋନା ମହାମାରୀକୁ ରୋକିବା ପାଇଁ ଭାରତ ଆଉ ଏକ ପାଦ ଆଗେଇ ଯାଇଛି । ଗୁରୁବାର ନାଜାଲ ଭ୍ୟାକ୍ସିନ ଇନକୋଭାକ ବିଧିବଦ୍ଧ ଭାବେ ଲଂଚ କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭେୟ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତୀ ଜିତେନ୍ଦ୍ର ସିଂ ଏହାକୁ ଲଂଚ କରିଛନ୍ତି । ଭାରତ…

ଜାଗ୍ରେବ ରେସଲିଂରେ ଭାଗ ନେବା ପାଇଁ ଅନୁମତି ଦେଲେ କ୍ରୀଡା ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଜାଗ୍ରେବ ରେସଲିଂ ର‌୍ୟାଙ୍କିଙ୍ଗ ସିରିଜରେ ଭାଗ ନେବା ପାଇଁ କ୍ରୀଡା ମନ୍ତ୍ରଣାଳୟ ଆଜି ଭାରତୀୟ ରେସଲରଙ୍କୁ ଅନୁମତି ପ୍ରଦାନ କରିଛି । କ୍ରୋଏସିଆରେ ୧ରୁ ୫ ଫେବୃୟାରୀ ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଂଟ ଆୟୋଜିତ ହେବ । ଏହି ର‌୍ୟାଙ୍କିଙ୍ଗ ଚାମ୍ପିୟନଶିପରେ ଫ୍ରି ଷ୍ଟାଇଲରେ ୧୩…

ମାଲକାନଗିରି ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୩ ମାଓବାଦୀ

ମାଲକାନଗିରି: ସାଧାରଣତନ୍ତ୍ର ଦିବସରେ ଆତ୍ମସମର୍ପଣ କଲେ ୩ କୁଖ୍ୟାତ ମାଓବାଦୀ । ମାଲକାନଗିରି ପୋଲିସ ନିକଟରେ ଜଣେ ମହିଳା ମାଓବାଦୀଙ୍କ ସହ ଅନ୍ୟ ୨ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ମହିଳା ମାଓବାଦୀଙ୍କ ଉପରେ ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ଥିଲା । ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ…

ସ୍କୁଲରେ ଛାଡ଼ିବାକୁ ଯାଉଥିଲା ମା’, ପଛ ସିଟ୍‌ରେ ପୁଅର କାର୍ଯ୍ୟ ଦେଖିଲେ ହେବେ ଆଶ୍ଚର୍ଯ୍ୟ..

ନୂଆଦିଲ୍ଲୀ: ସାଧାରଣତଃ ଛୋଟ ପିଲାମାନେ ସ୍କୁଲ ଯିବା ପାଇଁ ରାଜି ନ ହେଲେ, ବାପା-ମା’ମାନେ ଆକଟ କରି ବୁଝାଇଥାନ୍ତି । ଯଦି ପିଲାଟି ରାଜି ନ ହୁଏ, ତେବେ ଜୋରଜବରଦସ୍ତ ପିଲାଙ୍କୁ ସ୍କୁଲ ଛାଡ଼ିବାକୁ ଯାଇଥାଆନ୍ତି ବାପା ମା’। ସୋସିଆଲ ମିଡିଆରେ ନିକଟରେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି।…

ବିଗ୍ ବ୍ରଦରର ପ୍ରତିଯୋଗୀ ହେବେ ଲୋକପ୍ରିୟ କଳାକାର ଅବଦୁ ରୋଜିକ୍

ନୂଆଦିଲ୍ଲୀ: ଭାରତର ଲୋକପ୍ରିୟ ରିୟାଲିଟି ସୋ’ ବିଗ୍ ବସ୍ । ତାଜାକିସ୍ତାନର ଅବଦୁ ରୋଜିକ୍ ଏହି ରିଆଲିଟି ସୋ’ରୁ ବେଶ୍ ଲୋକପ୍ରିୟ ହୋଇଥିଲେ । ବିଗ୍ ବସ୍ ୧୬ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ଭାରତ ସମେତ ବିଦେଶରେ ମଧ୍ୟ ଲୋକଙ୍କ ମନ ଜିଣିଥିଲେ ଅବଦୁ। ପୂର୍ବରୁ  ଭାରତରେ ଅବଦୁଙ୍କ…

ଫୁଟବଲ ଇତିହାସରେ ପ୍ରଥମ ଥର ପାଇଁ ରେଫରୀ ଦେଖାଇଲେ ହ୍ୱାଇଟ କାର୍ଡ

ନୂଆଦିଲ୍ଲୀ: ଆପଣମାନେ ଫୁଟବଲ ମ୍ୟାଚରେ ବ୍ୟବହାର ହେଉଥିବା ୟୋଲୋ ଓ ରେଡ କାର୍ଡ ବିଷୟରେ ଭଲ ଭାବେ ଅବଗତ ହୋଇଥିବେ । ହ୍ୱାଇଟ କାର୍ଡ ବିଷୟରେ ଆପଣମାନେ ଜାଣନ୍ତି କି ? ପ୍ରଥମ ଥର ପାଇଁ ବେନାଫିକା ଓ ସ୍ପୋର୍ଟିଂ ଲିସବନ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ରେଫରୀ ହ୍ୱାଇଟ କାର୍ଡର ବ୍ୟବହାର କରିଛନ୍ତି ।…

ହକି ବିଶ୍ୱକପ: ୯ରୁ ୧୬ ସ୍ଥାନ ପାଇଁ ହେବାକୁ ଥିବା ମୁକାବିଲାରେ ଜାପାନକୁ ଭେଟିବ ଭାରତ

ରାଉରକେଲା: ହକି ବିଶ୍ୱକପ ଟାଇଟଲ ଦୌଡରୁ ବାଦ ପଡିବା ପରେ ଭାରତ ଏବେ କ୍ଲାସିଫିକେଶନ ମ୍ୟାଚକୁ ଓହ୍ଲାଇବ । ଗୁରୁବାର ସନ୍ଧ୍ୟା ୭ଟାରେ ୯ରୁ ୧୬ ସ୍ଥାନ ହେବା ପାଇଁ ମୁକାବିଲାରେ ଭାରତ-ଜାପାନ ଆମ୍ନାସାମ୍ନି ହେବେ । ପୁଲ ଡିରେ ସ୍ଥାନ ପାଇଥିବା ଭାରତ ଗ୍ରୁପ ପର୍ଯ୍ୟାୟରେ ଦ୍ୱିତୀୟ ସ୍ଥାନରେ…

ବିଶ୍ୱର ପ୍ରଥମ ଉଡ଼ନ୍ତା ବାଇକ୍

ନୂଆଦିଲ୍ଲୀ: ବେଳେବେଳେ ଟ୍ରାଫିକ୍ ଜାମରେ ଫସିଥିଲେ କିମ୍ବା କୈାଣସି ସ୍ଥାନକୁ ଜଲଦି ଯିବାର ଥିଲେ, ମନରେ ଧାରଣା ଆସେ ଯଦି ଆମ ପାଖରେ ଫ୍ଲାଇଙ୍ଗ୍ ବାଇକ୍ କିମ୍ବା କାର୍ ଥାନ୍ତା ସତରେ କେତେ ଭଲ ହୁଅନ୍ତା  । ଶେଷରେ ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି ସ୍ୱପ୍ନରେ ଭାବୁଥିବା କଥା ଏବେ ସତ ହୋଇଛି ।…

କବିତା : ଦେଶ

ଶ୍ରଦ୍ଧାଞ୍ଜଳି ପଣ୍ଡା  ଭିଡ ଭିତରେ ଜାତୀୟ ସଙ୍ଗୀତର ଧାଡିସବୁ ଉଚ୍ଚାରଣ କରି...ଦେଶ ଭାବୁଛି ସେ କାଳେ ପ୍ରାପ୍ତି କରିଛି ସ୍ୱାଧୀନତାର ବୀଜମନ୍ତ୍ର ।। ଲ୍ୟାଣ୍ଡ ମାଇନ୍ ଉପରେ.... ତାର ହଳେ ପାଦକୁ ଥୋଇଦେଇ ସେ ଖୋଜୁଛି ସଫଳତାର ଶୀର୍ଷକୁ ପହଞ୍ଚିବାର ରାସ୍ତା ।। ଜଞ୍ଜିର…

ଶିଶୁ କବିତା : ଆମେ ଭାରତର ସନ୍ତାନ

ବନ୍ଦିତା ଦାଶ  ଆମେ ଭାରତ ମାଆର ସନ୍ତାନ ଆମ ମନରେ ନଦିଅ କଷଣ ଆମେ କରିବୁନି ମାନ ଅଭିମାନ ବିତୁ ନିରଳସ ଆମ ଜୀବନ। ଅମୂଲ୍ଯ ଆମ ଏ ଜୀବନ ଆମ ମାଟି ଆମପାଇଁ ମହାନ ରକ୍ଷା କରିବୁ ତାହାର ସମ୍ମାନ ଆମ ପାଇଁ ସେ ଯେ ବାସଚନ୍ଦନ। ଟେକ ରଖିବୁ ଯାବତଜୀବନ ଗରୀୟସୀ ସରଗଠୁ ମହାନ ତା'ର…