ବାଂଲାଦେଶରେ ସେନା, ସିକ୍ରେଟ୍ ମିଟିଂ, ଷଡ଼ଯନ୍ତ୍ର !
ନୂଆଦିଲ୍ଲୀ: ବାଂଲାଦେଶ ରାଜନୀତିରେ ବଡ଼ ଟ୍ବିଷ୍ଟ । ଫେରିବ ଆଓ୍ବାମି ଲିଗର ପରିବର୍ତ୍ତିତ ରୂପ ! ସେନା ମୁଖ୍ୟଙ୍କ ସହ ସିକ୍ରେଟ୍ ମିଟିଂ । ପୁଣି ଅସ୍ଥିରତା, ସଡକରେ ସେନା । ବାଂଲାଦେଶରେ ରାଜନୈତିକ ଅସ୍ଥିରତା ବଢିବାରେ ଲାଗିଛି । ନିକଟରେ ବାଂଲାଦେଶ ସେନା ମୁଖ୍ୟ ଜେନେରାଲ୍ ଓ୍ବକର ଉଜ୍ ଜମାନ…