ଶିମିଳିପାଳରୁ ୪ ଶିକାରୀ ଗିରଫ, ବନ୍ଧୁକ ଜବତ
ଶିମିଳିପାଳରୁ ୪ଜଣ ଶିକାରିଙ୍କୁ ଏସଟିଏଫ ଗିରଫ କରିଛି । ଏହାସହିତ ସେମାନେ ଶିକାର ଉଦେଶ୍ୟରେ ଆଣିଥିବା ବନ୍ଧୁକ ଜବତ କରିଛି। ନଟୋ ସଂରକ୍ଷିତ ଜଙ୍ଗଲ ଅଶ୍ୱକୋଟି ଅଞ୍ଚଳରୁ ଧରାପଡ଼ିଛନ୍ତି ଶିକାରି । ଶିକାର ପାଇଁ ଯାଇଥିବାବେଳେ ଏସଟିଏଫ୍ ୪ଜଣ ଶିକାରୀଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ଗିରଫ…