ଆଇପିଏଲର ପ୍ରଥମ ମ୍ୟାଚରେ କମାଲ କଲେ ଅଟୋ ଚାଳକଙ୍କ ପୁଅ, ଧୋନୀ ବି ଦେଲେ ଆଶୀର୍ବାଦ!
ମୁମ୍ବାଇ: ଆଇପିଏଲ ୨୦୨୫ର ପ୍ରଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ରବିବାର ଦିନ ଚେନ୍ନାଇ ସୁପର କିଙ୍ଗସ ବିପକ୍ଷରେ ୧୫୬ ରନର ଟାର୍ଗେଟ୍ ଦେଇଥିଲା। ଏହି ମ୍ୟାଚରେ ବାମହାତୀ ସ୍ପିନର ବିଗ୍ନେଶ ପୁତୁର ଇମ୍ପାକ୍ଟ ପ୍ଲେୟାର ଭାବେ ଏଂଟ୍ରି କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି।
ଦ୍ୱିତୀୟ ଓଭରରେ ବୋଲିଂ…