Latest Odisha News

BREAKING NEWS

ଖାଇବା ପରେ ଲବଙ୍ଗ କାହିଁକି ଖାଆନ୍ତି..

ଭୁବନେଶ୍ବର: ଖାଦ୍ୟ ଖାଇବା ପରେ ଧୀରେ ଧୀରେ ୧-୨ଟି ଲବଙ୍ଗ ଚୋବାଇଲେ ଏହାର ରସ ପାଟିରେ ଭଲ ଭାବରେ ମିଶିଯାଏ। ଲବଙ୍ଗ କେବଳ ମୁଖ ସ୍ୱାସ୍ଥ୍ୟ ସହ ପାଚନ ଶକ୍ତି ବୃଦ୍ଧି ପାଇଁ ମଧ୍ୟ ଭଲ। ତେଣୁ ଖାଇବା ପରେ ୧ ରୁ ୨ଟି ଲବଙ୍ଗ ଚୋବାଇ ଖାଇବା ଦ୍ୱାରା ଅନେକ ଲାଭ ମିଳିଥାଏ । ନ୍ୟାସନାଲ ଲାଇବ୍ରେରୀ…

ରାସ୍ତାକଡ଼ ଚା’ ଦୋକାନ ଉପରେ ମାଡିଗଲା ଟ୍ରକ୍; ୩ ମୃତ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର କେ ବଲଙ୍ଗାରେ ରବିବାର ସନ୍ଧ୍ୟାରେ ଏକ ଦ୍ରୁତଗାମୀ ଟ୍ରକ୍ ରାସ୍ତାକଡ଼ରେ ଥିବା ଏକ ଚା ଦୋକାନକୁ ଧକ୍କା ଦେଇ ଓଲଟି ପଡ଼ିଛି। ଯାହା ଫଳରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଚା ଦୋକାନ ମାଲିକ ସମ୍ବାରୀ ମୁଣ୍ଡାରୀ ଏବଂ ଅନ୍ୟ ଟ୍ରକଗୁଡ଼ିକର…

ଛତୁଆ ଖାଇ ୨ ଶିଶୁକନ୍ୟାଙ୍କ ମୃତ୍ୟୁ !

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ରାମଗିରି ଅଞ୍ଚଳରେ ସାମ୍ନାକୁ ଆସିଛି  ଏକ ଦୁଃଖଦ ଘଟଣା। ରାମଗିରି ନିକଟ ତୁଳସୀନଗରରେ ରବିବାର ଛତୁଆ ଖାଇ ୨ ଜଣ ଶିଶୁକନ୍ୟାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏଥିସହିତ ପରିବାରର ଅନ୍ୟ ୨ ଜଣ ଗୁରୁତର ଅଛନ୍ତି। ମୃତକମାନଙ୍କର ବୟସ ୫ ବର୍ଷ ଓ ୩ ବର୍ଷ…

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ କ୍ଲିନଚିଟ୍ ମିଳିନି; ମିଥ୍ଯା ପ୍ରଚାର କରାଯାଉଛି: ଆଇନଜୀବୀ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ସିବିଆଇ ଏକ କ୍ଲୋଜର ରିପୋର୍ଟ ଦାଖଲ କରିଛି। ଏହି ରିପୋର୍ଟକୁ ନେଇ ଦିଶା ସାଲିଆନଙ୍କ ପିତାଙ୍କ ଓକିଲ କହିଛନ୍ତି ଯେ ଆଇନ ପାଖରେ ଏସବୁର କୌଣସି ମୂଲ୍ୟ ନାହିଁ। କାରଣ କୋର୍ଟ ଚାହିଁଲେ ଏହି ମାମଲାର ତଦନ୍ତ ପାଇଁ ଆଗକୁ ନିର୍ଦ୍ଦେଶ…

୨୬ରେ ଶପଥ ନେବେ ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି

କଟକ: ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହରୀଶ ଟଣ୍ଡନ ମାର୍ଚ୍ଚ ୨୬ ତାରିଖ ପୂର୍ବାହ୍ନ ୧୦ଟା ସମୟରେ ଶପଥ ଗ୍ରହଣ କରିବେ। ନବନିଯୁକ୍ତ ମୁଖ୍ୟ ବିଚାରପତିଙ୍କୁ ଶପଥ ଗ୍ରହଣ କରାଇବେ ଓଡ଼ିଶାର ମହାମହିମ ରାଜ୍ୟପାଳ ହରିବାବୁ କମ୍ଭମପତି। ଓଡ଼ିଶା ହାଇକୋର୍ଟ ପରିସରରେ ଏହି ସମାରୋହର ଆୟୋଜନ…

ଋଷିକୁଲ୍ୟା ମୁହାଣରେ ଦ୍ୱିତୀୟ ପର୍ଯ୍ୟାୟ ସମୂହ ଅଣ୍ଡାଦାନ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଋଷିକୁଲ୍ୟା ମୁହାଣରେ ମାସେ  ପରେ ପୁଣି ଦ୍ୱିତୀୟ ପର୍ଯ୍ୟାୟରେ ବିରଳ ଅଲିଭ ରିଡଲେ ସାମୁଦ୍ରିକ କଇଁଛଙ୍କ ସାମୂହିକ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଯାହାକୁ ନେଇ ପରିବେଶବିତଙ୍କ ମଧ୍ୟରେ ଖୁସିର ଲହରୀ ଦେଖାଦେଇଛି। ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ଦିନରେ ୩୮ ହଜାର…

ଡିଲ୍ ସ୍ବରୂପ ବିଜେପିକୁ ୨୦ ଲୋକସଭା ଆସନ ଦେଇଥିଲା ବିଜେଡି: ଭକ୍ତ ଦାସ

ଭୁବନେଶ୍ୱର: ଆଞ୍ଚଳିକ ଦଳ ଭାରତୀୟ ଜନତା ପାର୍ଟି (ବିଜେପି) ସହିତ ରହିଛି। ବିଜେଡିକୁ କଟାକ୍ଷ କରି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ସଭାପତି ଭକ୍ତ ଚରଣ ଦାସ ଏଭଳି କହିଛନ୍ତି। ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ବିରୋଧୀ ଗୋଷ୍ଠୀର ନିକଟତର ହେଉଛି କି ନାହିଁ।…

ମାଓ ଡମ୍ପ ଉଦ୍ଧାର, ବିପୁଳ ପରିମାଣର ବିସ୍ଫୋରକ ଜବତ

ମାଲକାନଗିରି:  ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ପୋଲିସକୁ ବଡ ସଫଳତା ମିଳିଛି। ଏକ ମାଓ ଡମ୍ପକୁ ଉଦ୍ଧାର କରିଛି ପୋଲିସ। ମରକନଗୁଡା ଏବଂ ମେଟାଗୁଡା ଜଙ୍ଗଲରେ ଚଢାଉ କରି ମାଓବାଦିଙ୍କ ଦ୍ବାରା ଲୁଚାଇ ରଖା ଯାଇଥିବା ଅସ୍ତ୍ରଶସ୍ତ୍ରକୁ ଉଦ୍ଧାର ହୋଇଛି।…

ଆସନ୍ତା ୨୭ ତାରିଖରେ ବିଧାନସଭା ଘେରିବ କଂଗ୍ରେସ

ଭୁବନେଶ୍ୱର: ରାଜ୍ୟରେ ନାରୀଙ୍କ ସୁରକ୍ଷା ଓ ନ୍ୟାୟ ଦାବିରେ ଆସନ୍ତା ୨୭ ତାରିଖରେ ବିଧାନସଭା ଘେରିବ କଂଗ୍ରେସ । ରାଜରାସ୍ତାକୁ ଓହ୍ଲାଇ ଓ ଜୋରଦାର ଲଢେଇ କରିବ କଂଗ୍ରେସ । ଯେ ପର୍ଯ୍ୟନ୍ତ ନାରୀଙ୍କୁ ଉପଯୁକ୍ତ ସମ୍ମାନ ଏବଂ ନ୍ୟାୟ ନ ମିଳିଛି ସେ ପର୍ଯ୍ୟନ୍ତ କଂଗ୍ରେସ ଦଳ ଲଢେଇ ଜାରି ରଖିବ ବୋଲି…

ଭାଙ୍ଗୁଛି ମାଓଗଡ; ୨୨ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି: ମାଓ ସଂଗଠନରେ ନିର୍ଯାତନା ଏବଂ ପୋଲିସର ମାଓ ଦମନରେ ଅତିଷ୍ଠ ହୋଇ ରବିବାର ପୁଣି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲା ପୋଲିସ ନିକଟରେ ୨୨ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏନେଇ ପୋଲିସ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଆନ୍ଧ୍ର ଓଡିଶା…