ଗ୍ରାଉଣ୍ଡରେ ଦୌଡ଼ି ଗିରଫ ହେଲେ କୋହଲିଙ୍କ ଫ୍ୟାନ
କୋଲକାତା: ଇଡେନ ଗାର୍ଡେନ୍ସ ଷ୍ଟାଡିୟମରେ ଶନିବାର ଦିନ ଆଇପିଏଲର ୧୮ତମ ସଂସ୍କରଣର ଉଦଘାଟନୀ ମ୍ୟାଚ ଖେଳାଯାଇଥିଲା। କୋଲକାତା ନାଇଟ୍ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଏହି ମ୍ୟାଚ ଖେଳା ଯାଇଥିଲା।
ତେବେ ଏହି ଉଦଘାଟନୀ ମ୍ୟାଚରେ ସୁରକ୍ଷା ବଳୟକୁ ପାର କରି ଜଣେ…