Latest Odisha News

BREAKING NEWS

ଅବତରଣର ୧୦ ସେକେଣ୍ଡ ପୂର୍ବରୁ ଜଳିଗଲା ବିମାନ, ୧୪ ଦିନ ତଳେ ଉଦଘାଟନ ହୋଇଥିଲା ବିମାନବନ୍ଦର

କାଠମାଣ୍ଡୁ: ବିମାନବନ୍ଦର ଉଦଘାଟନକୁ ମାତ୍ର ୧୪ ଦିନ । ଘଟିଗଲା ବଡ଼ ଅଘଟଣ । ରବିବାର ୟେଟି ଏୟାରଲାଇନ୍ସର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନରେ ୬୮ ଯାତ୍ରୀଙ୍କ ସହ କ୍ରିଉ ମେମ୍ବରଙ୍କୁ ମିଶାଇ ୭୨ ଜଣ ଥିଲେ । ଆଉ ବିମାନ ATR-72 ଅବତରଣର ଠିକ୍ ୧୦ ସେକେଣ୍ଡ ପୂର୍ବରୁ ଜଳି ଯାଇଛି ।…

ମାୟାବତୀଙ୍କ ବଡ ଘୋଷଣା: ଆଉ ମେଂଟ କରିବେ ନାହିଁ, ଏଥର ଏକାକୀ ଲଢିବେ

ଲକ୍ଷ୍ନୌ: ବହୁଜନ ସମାଜବାଦୀ ପାର୍ଟି ମୂଖ୍ୟ ସୁଶ୍ରୀ ମାୟାବତୀ ତାଙ୍କ ଜନ୍ମ ଦିନରେ ଏକ ବଡ ଘୋଷଣା କରିଛନ୍ତି । ସେ ସ୍ପଷ୍ଟ ଭାବେ କହିଛନ୍ତି ବିଏସପି ଏବେ କୌଣସି ଦଳ ସହ ମେଂଟ କରିବ ନାହିଁ । ୨୦୨୪ ଲୋକସଭା ନିର୍ବାଚନରେ ମଧ୍ୟ ଦଳ ଏକାକୀ ଲଢ଼ିବ ବୋଲି କହିଛନ୍ତି । ୨୦୨୩ରେ କର୍ଣ୍ଣାଟକ,…

ଚାକିରି ନାଁରେ ୫୦ ହଜାର ଯୁବକ ଯୁବତୀଙ୍କୁ ଠକେଇ, ମଧ୍ୟପ୍ରଦେଶରୁ ହେଉଥିଲା ଅପରେଟ୍

ଭୁବନେଶ୍ୱର: ୱେବସାଇଟରେ ଚାକିରି ଅଫର୍ । ଲୋଭନୀୟ ଅଫର୍ ଦେଇ ଲୁଟୁଥିଲେ । ଟାର୍ଗେଟରେ ଥିଲେ ଓଡ଼ିଶା ସହ ଗୁଜରାଟର ଯୁବକ ଯୁବତୀ । ଚାକିରି ନାଁରେ ଠକେଇ କରୁଥିବା ଅଭିଯୋଗରେ ଓଡ଼ିଶା ଅର୍ଥନୈତିକ ଅପରାଧିକ ଶାଖା ମଧ୍ୟପ୍ରଦେଶର ଜାଓାରରୁ ଜଣଙ୍କୁ ଗିରଫ କରିଛି । ଗିରଫ ଜଣଙ୍କ ହେଲେ ଅର୍ପିତ…

ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର : ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ରାଜ୍ୟସ୍ତରୀୟ ବ୍ୟାସକବି ଫକୀର ମୋହନ ସ୍ମୃତି ସଂସଦର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ଆୟୋଜିତ ରାଜ୍ୟସ୍ତରୀୟ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଧାୟକ ପ୍ରଫୁଲ୍ଲ…

ହକି ବିଶ୍ୱକପ: ଏଥର ଟିମ ଇଣ୍ଡିଆର ଟାର୍ଗେଟ ଇଂଲଣ୍ଡ

ରାଉରକେଲା: ଓଡିଶାରେ ଚାଲିଥିବା ହକି ବିଶ୍ୱକପରେ ଭାରତ ଏବଂ ଇଂଲଣ୍ଡ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଆମ୍ନା ସାମ୍ନି ହେବେ । ଗ୍ରୁପ ଡିର ଏହି ୨ଟି ଟିମ ସେମାନଙ୍କ ପ୍ରଥମ ମ୍ୟାଚରେ ବିଜୟ ହାସଲ କରିଛନ୍ତି । ଏହି ମ୍ୟାଚରେ ବିଜୟୀ ହୋଇ ଟେବୁଲ ଟପର ହେବା ପାଇଁ ଉଭୟ ଟିମ ଉଦ୍ୟମ କରିବେ । ୱେଲ୍ସକୁ…

ପୁରୀ ଟାଉନ ହଲରେ ପ୍ରଦର୍ଶିତ ହେଲା ଚିିଲିକା ତୀରେ

ପୁରୀ: ୧୯୭୭ରେ ମୁକ୍ତିଲାଭ କରିଥିବା ଚିଲିକା ତୀରେ ଫିଲ୍ମ ଆଜି ପୁରୀ ଟାଉନ ହଲରେ ପୁନର୍ବାର ପ୍ରଦର୍ଶିତ ହୋଇଛି । ଜାତୀୟ ପୁରସ୍କାରପ୍ରାପ୍ତ ଏହି ଚଳଚ୍ଚିତ୍ର ୪୬ ବର୍ଷ ପରେ ପୁରୀର ବାସ୍ନା, କଳା, ସାହିତ୍ୟ, ଅଭିନୟର ଜୀବନ୍ତ ନମୂନା ପ୍ରଦର୍ଶିତ ହେବା ପରେ ଏହି ଖୁସିର ବାତାବରଣ ଖେଳି ଯାଇଥିଲା…

ଅଭୁଲା ଗୀତ : ଆଜି ମୁଁ ଶ୍ରାବଣୀ

ଗୀତ: ଜୀବନନନ୍ଦ ପାଣି ସଙ୍ଗୀତ : ଶାନ୍ତନୁ ମହାପାତ୍ର ଗାୟନ: ଲତା ମଙ୍ଗେସକର ଚଳଚ୍ଚିତ୍ର: ଅରୁନ୍ଧତୀ, ୧୯୬୮ ଆଜି ମୁଁ ଶ୍ରାବଣୀ ଆଜି ମୁଁ ଶ୍ରାବଣୀ ଲୁହର ହରିଣୀ ଯେଉଁ ରଜନୀ କେବେ ପାହିନି ଆଜି ମୁଁ ସେଇ ରଜନୀ ଆଜି ମୁଁ ସେଇ ରଜନୀ ଆଜି ମୁଁ ଶ୍ରାବଣୀ ଏତେ ମେଘ ମୋ ଆକାଶେ…

କବିତା : ଚେର

କୈଳାସ ଚନ୍ଦ୍ର ସାହାଣୀ  ଚେର ହିଁ ବୃକ୍ଷର ମୂଳ ଅସ୍ତିତ୍ବ ଯାହା ସବୁରି ଅଲକ୍ଷରେ ମାଟି ତଳେ ଥାଏ ; ନିଜ ପାରିଲା ପଣିଆରେ ସେ ଶୋଷିନିଏ ଜଳ ସହ ମାଟିର ବଳ , ବୃକ୍ଷ ପଲ୍ଲବିତ ହୁଏ ଚିତ୍ରିତ ଶାଖା ମେଲେ ଫୁଲ ଫଳରେ ଜନମନ ହରେ , କିନ୍ତୁ ଚେର ଥାଏ ମାଟିର ଅଭ୍ୟନ୍ତରେ ଗୋଟେ…

ଶିଶୁ କବିତା : କେଁ କଟର

ଜ୍ୟୋତ୍ସ୍ନା ରାଣୀ ଦେବୀ କେଁ କଟର କେଁ କଟର ସାରୁ ବୁଦା ମୂଳେ ବେଙ୍ଗ ଅଠର ହାତକୁ ଟାଣି ନାଚୁଛନ୍ତି ପରା ତା ଧିନି ଧିନି । କକର୍ କଅ କକର୍ କଅ କୁକୁଡ଼ା ଅଛନ୍ତି ସେଠାରେ ଛଅ ଚୁଳ ହଲେଇ ଗାଉଛନ୍ତି ନାଚି ଥେଇକି ଥେଇ । ମେଁ ମେଁ ସେଠି ପନ୍ଦର ଛେଳି ଠେଲାପେଲା ହୋଇ କରନ୍ତି…

ରଣଜୀ ଟ୍ରଫି: ୟୁପି ବିପକ୍ଷ ମ୍ୟାଚରୁ ବାଦ ପଡିଲେ ଅଂଶୁମାନ

ଭୁବନେଶ୍ୱର: ଚଳିତ ରଣଜୀ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଂଟର ଉତରପ୍ରଦେଶ ବିପକ୍ଷ ମ୍ୟାଚରୁ ବାଦ ପଡିଛନ୍ତି ଓଡିଶାର ଅଂଶୁମାନ ରଥ । ଚଳିତ ମାସ ୧୭ରେ ମୀରଟରେ ହେବାକୁ ଥିବା ଏହି ମ୍ୟାଚ ପାଇଁ ଓଡିଶା ଗସ୍ତ କରିଛି । ୨୫ ବର୍ଷୀୟ ଅଂଶୁମାନ ହିମାଚଳ ପ୍ରଦେଶ ବିପକ୍ଷରେ ଚଳିତ ସିଜନର ପ୍ରଥମ ରଣଜୀ…