Latest Odisha News

BREAKING NEWS

ଓଡ଼ିଶାର ସର୍ବୋତ୍ତମ କର୍ପୋରେଟ୍ ନାଗରିକ ହେବା ଆମର ପ୍ରୟାସ: ନବୀନ ଜିନ୍ଦଲ

ଭୁବନେଶ୍ୱର: ଓଡ଼ିଶା ମୋର ଦ୍ୱିତୀୟ ଘର ଏବଂ ପ୍ରଥମ କର୍ମଭୂମି । ଆମର ପ୍ରୟାସ ହେଉଛି ଓଡ଼ିଶାର ସର୍ବୋତ୍ତମ କର୍ପୋରେଟ୍ ନାଗରିକ ହେବା ଏବଂ ଓଡ଼ିଶାର ଲୋକଙ୍କୁ ଆମର ସର୍ବୋତ୍ତମ ଅବଦାନ ପ୍ରଦାନ କରିବା, 'ବୋଲି ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ଅଧ୍ୟକ୍ଷ ନବୀନ ଜିନ୍ଦଲ ମେକ୍ ଇନ୍ ଓଡିଶା…

୨୪ ନିର୍ବାଚନ ପାଇଁ ବିଜେପି ରଣନୀତି; କଂଗ୍ରେସର ଏଇ ୩ ପୂର୍ବତନ ନେତାଙ୍କୁ ଦେଲା ଗୁରୁ ଦାୟିତ୍ୱ

ନୂଆଦିଲ୍ଲୀ: ୨୦୨୪ରେ ହେବ ସାଧାରଣ ନିର୍ବାଚନ । ଆଜିଠୁ ବିଜେପି ଆରମ୍ଭ କରି ଦେଇଛି ନିର୍ବାଚନୀ ପ୍ରସ୍ତୁତି  । ତୃତୀୟ ଥର ପାଇଁ  କ୍ଷମତା ହାତେଇବାକୁ  ଆରମ୍ଭ କରି ଦେଲାଣି ରଣନୀତି । କଂଗ୍ରେସର ପ୍ରମୁଖ ନେତାମାନଙ୍କୁ ଦଳରେ ସାମିଲ କରି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଉଛି ବିଜେପି । ସବୁଠାରୁ…

ଶିଶୁ ବିଶେଷଜ୍ଞଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା, ଥାନା ଘେରିଲେ ଲୋକ

ତାଳଚେର: ଅସଦାଚରଣ ଅଭିଯୋଗରେ ବନ୍ଧାହେଲେ ଡାକ୍ତର । ଜାମିନ୍ ନାମଞ୍ଜୁର ହେବାରୁ ଜେଲ୍ ଗଲେ । ଆଉ ହଠାତ୍ ଅସୁସ୍ଥ ହୋଇ ଶିଶୁ ବିଶେଷଜ୍ଞ ଡାକ୍ତର ପ୍ୟାରୀମୋହନ ପ୍ରଧାନଙ୍କ ମୃତ୍ୟୁ ହୋଇଛି । ତେବେ ଜେଲରେ କାହିଁକି ହଠାତ୍ ବିଗିଡ଼ି ଗଲା ଡାକ୍ତରଙ୍କ ସ୍ୱାସ୍ଥ୍ୟାବସ୍ଥା ? ଡାକ୍ତରଙ୍କ ମୃତ୍ୟୁକୁ…

AIIMS ଉପରେ ସାଇବର ଆଟାକ୍; ସେବା କାମ ବ୍ୟାହତ

ନୂଆଦିଲ୍ଲୀ: ଦେଶର ବଡ଼ ଏବଂ ପ୍ରତିଷ୍ଠିତ ହସ୍ପିଟାଲ ଏମସ ଉପରେ ପୁଣି ସାଇବର ଆଟାକ୍ । AIIMS ସର୍ବରକୁ ହ୍ୟାକ କରି ନେଇଛି ଚୀନ । ଏହି ସର୍ବରକୁ ହ୍ୟାକ କରିବା ପରେ ଚୀନ ଏହାର ତଥ୍ୟକୁ ଡାର୍କ ୱେବରେ ବିକ୍ରି କରୁଛି । କୁହାଯାଉଛି, ଭାରତର ସ୍ୱାସ୍ଥ୍ୟ ସେବା ଠପ କରିଦେବାର ଲକ୍ଷ୍ୟରେ  ଦେଶରର…

ପିଲାଙ୍କ ବ୍ୟାଗରୁ ମିଳିଲା ଏମିତି ଜନିଷ, ଚୁପ ପଡ଼ିଗଲେ ଶିକ୍ଷକ

ବାଙ୍ଗାଲୁର: ସ୍କୁଲ ପିଲାଙ୍କ ବ୍ୟାଗରୁ ମିଳିଲା ଏମିତି କିଛି ଜିନିଷ, ଯାହା ଶୁଣିଲେ ଶିକ୍ଷକଙ୍କର କାହିଁକି ଆପଣଙ୍କର ବି ହୋସ ଉଡ଼ିଯିବ । ଛୋଟ ଛୋଟ ସ୍କୁଲ ପିଲାଙ୍କ ବ୍ୟାଗରୁ ବାହାରିଲା କଣ୍ଡୋମ ଓ ଗର୍ଭନିରୋଧକ ବଟିକା ପରି ଆପତ୍ତିଜନକ ଜିନିଷ ।ଏହା ଘଟଣା ସାମ୍ନାକୁ ଆସିବା ପରେ ପ୍ରତିଦିନ…

ଲୁଧିଆନା କୋର୍ଟ ବିସ୍ପୋରଣ ଘଟଣା: ବିମାନ ବନ୍ଦରରେ ମୁଖ୍ୟ ଅଭିଯୁକ୍ତଙ୍କୁ ମାଡିବସିଲା ପୋଲିସ

ନୂଆଦିଲ୍ଲୀ: ଲୁଧିଆନା କୋର୍ଟ ବୋମା ବିସ୍ପୋରଣ ମାମଲାର ତଦନ୍ତ କରୁଥିବା NIAକୁ ମିଳିଛି ବଡ ସଫଳତା ।   ବିସ୍ପୋରଣ ଘଟାଇଥିବା ମୁଖ୍ୟ ଅଭିଯୁକ୍ତ ତଥା ଆତଙ୍କବାଦୀ ହରପ୍ରିତ ସିଂକୁ  ଗିରଫ କରିଛି । ଫ୍ଲାଇଟରେ ମାଲେସିୟାରୁ ଭାରତ ଆସୁଥିବା ବେଳେ NIA ଇନ୍ଦିରା ଗାନ୍ଧି ଇଣ୍ଟରନେସନାଲ…

ବାପାଙ୍କୁ ମନେ ପକାଇ ମଞ୍ଚ ଉପରେ କାନ୍ଦିଲେ ବର୍ଷା

ପଦ୍ମପୁର: ଧାମନଗର ପରାଜୟ ପରେ ପଦ୍ମପୁରରେ ସେହି ଭୁଲକୁ ଦୋହରାଇବା ପାଇଁ ଚାହୁଁନି ବିଜେଡି । ସେଥିପାଇଁ ପଦମପୁର ପାଇଁ କଳ ବଳ କୌଶଳ ସବୁ ଲଗେଇ ଦେଇଛି  । ବିଧାନସଭା ଅଧିବେଶନ ଚାଲିଥିଲେ ବି  ରାଜଧାନୀ ଛାଡ଼ି ପଦମପୁରରେ ଡେରା ପକାଇଛନ୍ତି ସବୁ  ବରିଷ୍ଠ ମନ୍ତ୍ରୀ, ନେତା । ତଥାପି ବିରୋଧୀ…

ପଦମପୁରରେ ବର୍ଷାଙ୍କ ପାଇଁ ଭୋଟ ମାଗିଲେ ନବୀନ

ପଦମପୁର(ବରଗଡ): ଜୟ ନରସିଂହନାଥ..ଗଙ୍ଗାଧର ମେହରଙ୍କର  ଏ ପବିତ୍ର ମାଟିକୁ ମୋର ଜୁହାର…ଏମିତି କହି ପଦମପୁରରେ ଦଳ ପାଇଁ ଭୋଟ ମାଗିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପଦ୍ମପୁର ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ବର୍ଷା ସିଂହ ବରିହାଙ୍କ ପାଇଁ  ଆଜି ପ୍ରଚାର ମୈଦାନକୁ ଓହ୍ଲାଇଥିଲେ…

ଜେଏନୟୁରେ ବ୍ରାହ୍ମଣ ବିରୋଧି ସ୍ଲୋଗାନ.. ପରିବେଶ ଅଶାନ୍ତ

ନୂଆଦିଲ୍ଲୀ: ଜେଏନୟୁରେ ପୁଣି ଅଶାନ୍ତ ବାତାବରଣ । ବିଶ୍ୱବିଦ୍ୟାଳୟ ପରିସରରେ ବ୍ରାହ୍ମଣ ବିରୋଧୀ ସ୍ଲୋଗାନକୁ ନେଇ ଦେଖାଦେଇଛି ପୁଣି ବିବାଦ । ଜେଏନୟୁ କାନ୍ଥରେ ଜାତିବାଦ ଏବଂ ବ୍ରାହ୍ମଣ ବିରୋଧୀ ସ୍ଲୋଗାନକୁ ନେଇ ଉତ୍ତେଜନା ଦେଖାଦେଇଛି । ବ୍ରାହ୍ମଣ ଏବଂ ବନିଆ ସମାଜ ବିରୋଧରେ ଅତ୍ୟନ୍ତ…

ଦହି ବାଇଗଣ 

ଜ୍ୟୋତ୍ସ୍ନା ରାଣୀ ସାହୁଙ୍କ ରନ୍ଧାବଢ଼ାରୁ 'ଦହି ବାଇଗଣ' ଆମର ନିତିଦିନିଆ ଖାଦ୍ୟରେ ଅନେକ ପନିପରିବା ଭିତରେ  ବାଇଗଣର ଚାହିଦା ସବୁଠୁ ଅଧିକ। ଡାଲମା,  ତରକାରୀ,  ଶାଗ ଆଦିରେ ସହ ବାଇଗଣ ପଡ଼େ । ଆଜି ଆମେ ବାଇଗଣକୁ ନେଇ ଆଉ ଗୋଟିଏ 'ଦହି ବାଇଗଣ' ର ପ୍ରସ୍ତୁତି ଶିଖିବା। ସାମଗ୍ରୀ : ଛୋଟ…