ପହଲଗାମ ଆକ୍ରମଣରେ ମୃତ ପ୍ରଶାନ୍ତଙ୍କ ନାଁରେ ମିଛ ଅନୁକମ୍ପା ଆଦାୟ, ମହିଳା ଅଟକ
ଭୁବନେଶ୍ୱର: ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପ୍ରଶାନ୍ତ ଶତପଥୀଙ୍କ ନାମରେ ମିଛ ଅନୁକମ୍ପା ଆଦାୟ ଘଟଣାରେ ଜଣେ ମହିଳାଙ୍କୁ ସାଇବର କ୍ରାଇମ୍ ପୋଲିସ ଅଟକ ରଖିଛି।
ପ୍ରଶାନ୍ତଙ୍କ ପତ୍ନୀ ପ୍ରିୟଦର୍ଶିନୀ ଅଭିଯୋଗ କରି କହିଛନ୍ତି ଯେ ଲୋକମାନଙ୍କୁ ଏପରି ଠକମାନଙ୍କଠାରୁ ସତର୍କ ରହିବାକୁ ଅନୁରୋଧ…