Latest Odisha News

ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟର ସମୀକ୍ଷା କଲେ ନଡ୍ଡା

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟର ସମୀକ୍ଷା କଲେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା । ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରି ଭାବବିହ୍ଵଳ ହୋଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ମହାପ୍ରଭୁଙ୍କ ଦର୍ଶନ ସହ…

ବଦ୍ରିନାଥରେ ହିମସ୍ଖଳନ: ପୂର୍ବରୁ ସତର୍କତା ଜାରି କରିଥିଲା ପାଣିପାଗ ବିଭାଗ, ଅଣଦେଖା କଲେ ବାସିନ୍ଦା

ଡେରାଡୁନ: ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ଚୀନ ସୀମା ନିକଟରେ ଏକ ବଡ଼ ଦୁର୍ଘଟଣା ଘଟିଛି । ବଦ୍ରିନାଥ ଧାମ ପୂର୍ବରୁ ମାନା ଗାଁ ନିକଟରେ ହିମସ୍ଖଳନ କାରଣରୁ ୫୭ ଜଣ ଶ୍ରମିକ ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିଲେ । ଗ୍ଲେସିୟରରେ ପୋତି ହୋଇଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାର କାର୍ଯ୍ୟ…

ଆସନ୍ତାକାଲିଠାରୁ ମ୍ୟୁଚୁଆଲ୍ ଫଣ୍ଡର ନୂତନ ନିୟମ ହେବ ଲାଗୁ

ମୁମ୍ବାଇ: ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ (SEBI) ଚଳିତ ବର୍ଷ ପ୍ରାରମ୍ଭରେ ମ୍ୟୁଚୁଆଲ୍ ଫଣ୍ଡ (MF) ଫୋଲିଓ ଏବଂ ଡେମାଟ୍ ଆକାଉଣ୍ଟ ପାଇଁ ନାମାଙ୍କନ ପ୍ରକ୍ରିୟା ସମ୍ବନ୍ଧରେ ଏକ ସର୍କୁଲାର ଜାରି କରିଥିଲା ​​। ଏବେ ନାମାଙ୍କନ ସମ୍ବନ୍ଧୀୟ ନିୟମର ହେବ ପରିବର୍ତ୍ତନ । ଏହା…

ଫଟୋରେ ଏକାଠି ନଜର ଆସିଲେ କଙ୍ଗନା-ଜାଭେଦ୍: ପୋଷ୍ଟ କରି କଙ୍ଗନା କହିଲେ, ‘ସମାଧାନ କରିନେଲୁ’

ମୁମ୍ବାଇ: ବିବାଦ କୁଇନ୍ କଙ୍ଗନା । ପାଟି ଖୋଲିଲେ ହିଁ ସେ ବିବାଦକୁ ନିମନ୍ତ୍ରଣ ଦିଅନ୍ତି । ବୋଦେ ବଲିଉଡ ଜବଗତରେ ଏମିତି କେହି ବି ମିଳିବେନି, ଯାହା ସହ କଙ୍ଗନାଙ୍କ ବିବାଦ ନଥିବ । ସେମିତି ୨୦୨୦ରୁ ବଲିଉଡ କୁଇନ୍ ତଥା ମଣ୍ଡି ସାଂସଦ କଙ୍ଗନା ରାଣାଓ୍ବତଙ୍କର ଗୀତିକାର ଜାଭେଦ୍ ଅଖତରଙ୍କ ସହ…

ପର୍ଯ୍ୟଟକଙ୍କ ପାଇଁ ବାଟ ଖୋଲିଲା ଉତ୍ତର କୋରିଆ

ନୂଆଦିଲ୍ଲୀ: ୫ବର୍ଷ ପରେ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ବାଟ ଖୋଲିଛି ଉତ୍ତର କୋରିଆ । କରୋନା ମହାରମାରୀ ଆରମ୍ଭରୁ ହିଁ ବିଦେଶୀଙ୍କ ଏଣ୍ଟ୍ରି ଉପରେ ରୋକ୍ ଲଗାଇଥିଲେ କିମ ଜଙ୍ଗ ଉନ୍ । କରୋନା ପରେ ଅନେକ ବଦଳିଛି ବିଶ୍ବ, ହେଲେ ବଦଳିନଥିଲା ଉତ୍ତର କୋରିଆ ନିଷ୍ପତ୍ତି । ଏବେ ଦେଶର ପର୍ଯ୍ୟଟନ ବିକାଶ…

ବିହାରରେ ଆଗୁଆ ନିର୍ବାଚନ !

ନୂଆଦିଲ୍ଲୀ: ନୀତିଶଙ୍କ ପ୍ରଗତି ଯାତ୍ରା, ମୋଦିଙ୍କ ଗସ୍ତ । ବିହାରରେ ଆଗୁଆ ହେବ କି ଭୋଟ୍? ବିହାରରେ ଚଳିତ ବର୍ଷ ଅକ୍ଟୋବର, ନଭେମ୍ବରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ତେବେ ରାଜ୍ୟରେ ଆଗୁଆ ନିର୍ବାଚନ ହେବା ନେଇ ଜୋରଦାର ଚର୍ଚ୍ଚା ହେଲାଣି। ଏନେଇ କୌଣସି ବିଧିବଦ୍ଧ ଘୋଷଣା ହୋଇନଥିଲେ…

ଆସିଲା ଇପିଏଫଓ ସଦସ୍ୟଙ୍କ ପାଇଁ ବଡ ଖବର, ମିଳିବ ଏତିକି ସୁଧହାର..

ଭୁବନେଶ୍ବର: କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ (ଇପିଏଫଓ) ବୋର୍ଡ ଶୁକ୍ରବାର ଦିନ ୨୦୨୪-୨୫ ପାଇଁ କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ଜମା ଉପରେ ୮.୨୫ ପ୍ରତିଶତ ସୁଧ ହାର ବଜାୟ ରଖିଛି। ଏହାପୂର୍ବରୁ, ଫେବୃଆରୀ ୨୦୨୪ରେ ଇପିଏଫଓ ସୁଧ ହାରକୁ ୮.୨୫ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା, ଏହା…

ଅଫେରା ରାଇଜରେ ସରପଞ୍ଚ ବାବୁ: ପଞ୍ଚଭୂତରେ ଲୀନ ହେଲା ଉତ୍ତମଙ୍କ ପାର୍ଥିବ ଶରୀର

ଭୁବନେଶ୍ଵର: ସୀତା ଲୋ ଆଜି ଜଳୁଛି ଯାହାର ଚିତା ଲୋ… ଏଇ ଚିତା ଥିଲା କାଲି ତୋ ପାଦ ଅଳତା… ଏ ଅଳତା ପାଇଁ ନିତି ଜାଳୁଥିଲୁ ସଳିତା… ଜଳେ ଲୋ ଜଳି ପାଇଁଶ ହୁଏ ଏ ସଳିତା ଲୋ… ସୀତା ଲୋ ଆଜି ଜଳୁଛି ଯାହାର ଚିତା ଲୋ… ଏ ଥିଲା ସେ ଦିନର କ୍ୟାମେରା ପଛର କାହାଣୀ । ଆଉ ଏବେ…

ହ୍ବାଟ୍ସଆପର ନୂଆ ପେମେଣ୍ଟ ଫିଚର: ଏବେ ଆଉ ଦେବାକୁ ପଡିବନି ପିନ୍…

ନୂଆଦିଲ୍ଲୀ: ହ୍ୱାଟ୍ସଆପ ଖୁବ୍ ଶୀଘ୍ର ଏହାର ବ୍ୟବହାରକାରୀଙ୍କ ପାଇଁ ଏକ ନୂତନ ଫିଚର ଆଣିବାକୁ ଯାଉଛି । ଏହି ଫିଚର ଆସିବା ପରେ, ହ୍ୱାଟସଆପ ମାଧ୍ୟମରେ ଅନଲାଇନ ପେମେଣ୍ଟ କାରବାର କରିବା ସହଜ ହୋଇଯିବ । ଏଣିକି ଆଉ ପେମେଣ୍ଟ କରିବା ପୂର୍ବରୁ ବ୍ୟବହାରକାରୀଙ୍କୁ ବାରମ୍ବାର ପିନ୍ ଲେଖିବାକୁ ପଡ଼ିବ…

ସହିପାରିଲେନି ସ୍ତ୍ରୀଙ୍କ ନିର୍ଯାତନା!, ମମି..ବାପା ସରି….. କହି ଝୁଲି ପଡିଲେ ପୁଣି ଆଉ ଜଣେ ଆଇଟି ଇଞ୍ଜିନିୟର

ଆଗ୍ରା: ପୁଣି ସ୍ତ୍ରୀଙ୍କ ଠାରୁ ଅତିଷ୍ଠ ହୋଇ ଆଉ ଜଣେ ଆଇଟି ଇଞ୍ଜିନିୟର ଜୀବନ ହାରିଥିବା ଘଟଣା ସାମ୍ନାକୁ ଆସିଛି । ବେଙ୍ଗାଲୁରୁର ବହୁଚର୍ଚ୍ଚିତ ଅତୁଲ ସୁଭାଷ ଆତ୍ମହତ୍ୟା ଭଳି ସମାନ ଢଙ୍ଗରେ ଏକ ଭିଡିଓ ଜାରି କରି ନିଜ ଜୀବନ ହାରିଲେ ଆଗ୍ରାର ଆଇଟି କମ୍ପାନୀ କର୍ମଚାରୀ ମାନବ ଶର୍ମା । ବେକରେ…