Latest Odisha News

୧୦୦ ଫୁଟ ତଳକୁ ଖସିଲା ପାଣି ଟ୍ୟାଙ୍କର୍‌

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ତେଲକୋଇ-ବିମଳା ରାସ୍ତାରେ ଦୁର୍ଘଟଣା। ଖୁଣ୍ଟାପଡା ଗାଁ ନିକଟ ଲାଠିଗୋଡା ପୋଲର ୧୦୦ ଫୁଟ ତଳକୁ ଖସିଲା ପାଣି ଟ୍ୟାଙ୍କର୍‌। ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର। ସୂଚନା ମୁତାବକ, ତେଲକୋଇ -ବିମଳା ରାସ୍ତାରେ ଖୁଣ୍ଟାପଡା ଗାଁ ନିକଟସ୍ଥ ଲାଠିଗୋଡା ପୋଲର ଉଭୟ…

ସ୍ତ୍ରୀକୁ ପିଟିପିଟି ହତ୍ୟା କରି ଅଭିଯୁକ୍ତ ସ୍ୱାମୀ ଫେରାର୍

ଦେବଗଡ଼: ନୃଶଂସ ପାଲଟିଲା ସ୍ୱାମୀ। ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ନିର୍ଦ୍ଦୟୀ ସ୍ଵାମୀ। ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନାଞ୍ଚଳ ଝରାଡିହି ଗ୍ରାମରେ ଘଟିଛି ଏଭଳି ଲୋମହର୍ଷଣକାରୀ ଘଟଣା। ମୃତକ ମହିଳା ହେଲେ ସେହି ଗ୍ରାମର ବିଭୂତି ଭୂଷଣ ପ୍ରଧାନଙ୍କ ସ୍ତ୍ରୀ ଚଞ୍ଚଳା ପ୍ରଧାନ।…

ଓଜନ ବଢୁ ନାହିଁ ବୋଲି ଚିନ୍ତିତ କି ! ଏହି ସବୁ ଖାଦ୍ୟ ଖାଆନ୍ତୁ ..

ଭୁବନେଶ୍ବର: ପତଳା ବୋଲି ଲୋକହସା ହେଉଛନ୍ତି କି ? ତେବେ ଚିନ୍ତା କରନ୍ତୁ ନାହିଁ । କ୍ୟାଲୋରୀଯୁକ୍ତ ଖାଦ୍ୟ ଖାଇବା ଦ୍ବାରା ପତଳା ଶରୀର ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ । ନିଜ ଖାଇବାରେ ଏପରି କିଛି ଖାଦ୍ୟ ସାମିଲ କରିବା ଦ୍ବାରା ଓଜନ ବଢେ । ତାମାନେ ନୁହେଁ ଫାଷ୍ଟଫୁଡ୍ , ଅଧିକ ତେଲମସଲା…

ଶକ୍ତିଶାଳୀ ଭୂକମ୍ପରେ ଥରି ଉଠିଲା ଭାରତର ଅନେକ ସହର

ନୂଆଦିଲ୍ଲୀ: ଗୁରୁବାର ବିଳମ୍ବିତ ରାତିରେ ଭାରତର ଅନେକ ରାଜ୍ୟରେ ଶକ୍ତିଶାଳୀ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଗୁରୁବାର ବିଳମ୍ବିତ ରାତିରେ ବିହାର, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ଅନୁଭୂତ ହୋଇଥି ଭୂକମ୍ପ ଝଟକା। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୬.୧ ରହିଛି। ସମଗ୍ର ହିମାଳୟ ଅଞ୍ଚଳରେ…

ଘରୁ ମହିଳା ଡାକ୍ତରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କଟକ: ଦରଘାବଜାର ଥାନା ଅଞ୍ଚଳରେ ଅଭାବନାୟୀ ଘଟଣା। ମହିଳା ଡାକ୍ତର ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଝୁଲନ୍ତା ଅବସ୍ଥାରେ ଘରୁ ମୃତଦେହ ଉଦ୍ଧାର କଲା ପୋଲିସ। ତାଙ୍କ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି। ମହିଳା ଜାକ୍ତର ଜଣକ ହେଲେ ଅଳକା ରଥ। ସୂଚନା ମୁତାବକ, ଦରଘାବଜାର ଅଞ୍ଚଳରେ ଅଳକା…

ଫୋପାଡନ୍ତୁନି ପିଆଜ ଚୋପା, ଏଥିରେ ରହିଛି ଅନେକ ଗୁଣ !

ଭୁବନେଶ୍ବର: ସାଧାରଣତଃ ପିଆଜ ଚୋପା ଆମେ ଫୋପାଡି ଦେଉ । କିନ୍ତୁ ଏଥିରେ ଭରିରହିଛି ଅନେକ ଗୁଣ । ଆସନ୍ତୁ ଜାଣିବା ଏହା ସମ୍ବନ୍ଧରେ .. -କେଶକୁ କଣ୍ଡିସନ କରିବା ପାଇଁ ପିଆଜ ଚୋପାକୁ ବ୍ୟବହାର କରନ୍ତୁ।  ପ୍ରଥମେ କେଶକୁ ଧୋଇସାରିବା ପରେ ପିଆଜଚୋପା ପାଣିରେ ଧୋଇ ଦିଅନ୍ତୁ। ଦେଖିବେ କେଶ…

ଘରେ ଏପରି ମନିପ୍ଲାଣ୍ଟ ରଖିଛନ୍ତି କି? ହୋଇଯିବେ ଭିକାରୀ..

ଭୁବନେଶ୍ବର: ମନିପ୍ଲାଣ୍ଟ ଘରେ ଲଗାଇଲେ ଧନ ସମ୍ପତ୍ତି ବଢେ । ମାତ୍ର ବାସ୍ତୁ ଅନୁସାରେ ଏହାକୁ ଲଗାଇବା କଥା, ଏଥିପାଇଁ  କିଛି ବିଶେଷ ନିୟମ ରହିଛି । ନହେଲେ ମନିପ୍ଲାଣ୍ଟ ଧନୀକୁ ବି କରିଦବ ଦରିଦ୍ର । -ମନିପ୍ଲାଣ୍ଟ ଘରର ଦକ୍ଷିଣ-ପୂର୍ବ ଦିଗରେ ଲଗାନ୍ତୁ, ଏହା ଘର ପାଇଁ ଉତ୍ତମ । ବାସ୍ତୁ…

ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ସମ୍ପନ୍ନ ହେବ ଉତ୍ତମ ମହାନ୍ତିଙ୍କ ଶେଷକୃତ୍ୟ

ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ସମ୍ପନ୍ନ ହେବ ଓଲିଉଡ୍ ଜଗତର ବିଶିଷ୍ଟ ଅଭିନେତା ଉତ୍ତମ ମହାନ୍ତିଙ୍କ ଶେଷକୃତ୍ୟ। ଏନେଇ ସୂଚନା ଦେଇଛନ୍ତି ମୋହନ ଚରଣ ମାଝୀ। ଆଜି ଦିନ ପ୍ରାୟ ୧୧ଟାରେ ଉତ୍ତମ ମହାନ୍ତିଙ୍କ ମରଶରୀର ଭୁବନେଶ୍ୱରରେ ପହଁଚିବ। ଏହାପରେ ପାର୍ଥିବ ଶରୀରର ଶେଷ ଦର୍ଶନ ସହ…

ତୁହିନକାନ୍ତ ପାଣ୍ଡେ ‘ଏସଇବିଆଇ’ ମୁଖ୍ୟ

ନୂଆଦିଲ୍ଲୀ/ଭୁବନେଶ୍ବର: ଅର୍ଥ ସଚିବ ତୁହିନକାନ୍ତ ପାଣ୍ଡେଙ୍କୁ ପୁଞ୍ଜି ବଜାରର ନିୟାମକ ସଂସ୍ଥା ‘ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ’ (ଏସଇବିଆଇ)ର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। ତାଙ୍କୁ କେନ୍ଦ୍ର ସରକାର ନିଯୁକ୍ତ କରିଛନ୍ତି। ଏହି ପଦରେ ସେ ତିନି ବର୍ଷ କାର୍ଯ୍ୟ କରିବେ।…

ଅଭିନେତା ଉତ୍ତମ ମହାନ୍ତିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ବର: ଆଉ ନାହାନ୍ତି ଓଡ଼ିଆ ଚଳଚ୍ଚିତ୍ରର ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି । ଦିଲ୍ଲୀର ଗୁରୁଗ୍ରାମ ମେଦାନ୍ତ ହସ୍ପିାଟଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି । ସେ ଲିଭର୍‌ ସିରୋସିସ୍‌ ରୋଗରେ ପୀଡ଼ିତ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ତାଙ୍କ…