ଅମିତ ରୋହିଦାସଙ୍କୁ ପ୍ରଗତ ସିଂ ଆୱାର୍ଡ
ଭୁବନେଶ୍ୱର: ଅମିତ ରୋହିଦାସ ୨୦୨୪ ମସିହାର ଡିଫେଣ୍ଡର ଅଫ୍ ଦ ଇୟର ପାଇଁ ପ୍ରତିଷ୍ଠିତ ହକି ଇଣ୍ଡିଆ ପ୍ରଗତ ସିଂହ ପୁରସ୍କାର ଜିତିଛନ୍ତି। ନୂଆଦିଲ୍ଲୀରେ ଅନୁଷ୍ଠିତ ହକି ଇଣ୍ଡିଆ ବାର୍ଷିକ ପୁରସ୍କାର ଉତ୍ସବରେ ତାଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି।
୩୧ ବର୍ଷୀୟ ରୋହିଦାସ ଦୁଇଥର ଅଲିମ୍ପିକ୍…