Latest Odisha News

BREAKING NEWS

India VS New Zealand T20: ଆଜି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ମୁକାବିଲା

ନାଗପୁର:  ଆଜି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ମୁକାବିଲା। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ଟିକିଆ ଟ୍ବେଣ୍ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ବୁଧବାର ନାଗପୁରର ବିଦର୍ଭ କ୍ରିକେଟ୍ ଆସୋସିଏସନ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ ସଂଧ୍ୟା ୭ଟା ସମୟରେ ଆରମ୍ଭ ହେବ। ଆଉ ପ୍ରାୟ ଦୁଇ ସପ୍ତାହ ପରେ…

Kokrajhar Violence: ଆସାମର କୋକ୍ରାଝାରରେ ହିଂସା: ୩ ଜଣଙ୍କର ମୃତ୍ୟୁ, ଇଣ୍ଟରନେଟ ସେବା ବନ୍ଦ

ଗୌହାଟି: ମଙ୍ଗଳବାର ଦିନ ଆସାମର କୋକ୍ରାଝାର ଜିଲ୍ଲାରେ ବୋଡୋ ଏବଂ ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ଘଟିଥିବା ଜଣାପଡିଛି, ଯାହା ଫଳରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ଉତ୍ତ୍ୟକ୍ତ ଜନତା ଘର ଏବଂ ଏକ ପୋଲିସ ଷ୍ଟେସନରେ ନିଆଁ ଲଗାଇ ଦେଇଛନ୍ତି। ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ରାପିଡ୍…

Thar Accident: ବୁଲେଟ୍‌କୁ ଧକ୍କା ଦେଲା ଥର୍‌: ଜଣେ ମୃତ, ୨ ଗୁରୁତର

ଭୁବନେଶ୍ୱର: ରାଜଧାନୀରେ ପୁଣି ଥର୍ ଆତଙ୍କ। କ୍ୟାପିଟାଲ୍‌ ହସ୍ପିଟାଲ୍‌ ସାମ୍ନାରେ ଭୟଙ୍କର ଦୁର୍ଘଟଣା। ବୁଲେଟ୍‌କୁ ଧକ୍କା ଦେଲା ଥର୍‌। ଘଟଣାସ୍ଥଳରେ ଜଣେ ମୃତ ଓ ୨ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣା ଘଟାଇଥିବା ଥର୍‌ ଗାଡ଼ି ଜବତ ହୋଇଥିବା ବେଳେ ଡ୍ରାଇଭର୍‌ ଫେରାର୍ ଅଛି।…

Bomb Threat: ଶ୍ରୀମନ୍ଦିରକୁ ବୋମାରେ ଉଡ଼ାଇ ଦେବାକୁ ଧମକ

ପୁରୀ: ଶ୍ରୀମନ୍ଦିରକୁ ବୋମାରେ ଉଡାଇ ଦେବାକୁ ଧମକ। ସୋସିଆଲ ମିଡିଆରେ ଆସିଛି ଧମକପୂର୍ଣ୍ଣ ମେସେଜ୍। ଜୁଲି ରାଣୀ ପଣ୍ଡା ନାମକ ଏକ ଫେସବୁକ ଆଇଡିରେ ଶ୍ରୀମନ୍ଦିର ସମେତ ପୁରୀ ଗ୍ରାଣ୍ଡ ସେଣ୍ଟର ଓ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କୁ ଧମକପୂର୍ଣ୍ଣ ମେସେଜ୍ ରହିଥିବା ଦେଖିବାକୁ ମିଳିଛି ।

Digital Arrest:ଡିଜିଟାଲ୍ ଆରେଷ୍ଟ ନାଁରେ ମହିଳାଙ୍କ ଠାରୁ ୨ ଲକ୍ଷ ଟଙ୍କା ଲୁଟ୍ ; ଯୁବକ ଗିରଫ

ବ୍ରହ୍ମପୁର: ନିଜକୁ କ୍ରାଇମବ୍ରାଞ୍ଚ ଅଧିକାରୀ କହି ମହିଳାଙ୍କ ଠାରୁ ଲୁଟିଲା ଯୁବକ । ମହିଳାଙ୍କ ଠାରୁ ଆଉ ୧ ଲକ୍ଷ ୩୦ ହଜାର ଟଙ୍କା ଲୁଟିନେଲା ଯୁବକ । ସାଇବର ଥାନାରେ ଅଭିଯୋଗ ପରେ ବାଲେଶ୍ବରରୁ ଯୁବକ ଗିରଫ । ଗିରଫ ଯୁବକ ଜଣକ ବାଲେଶ୍ୱର ରାଉତରା ଗାଁର ଚନ୍ଦନ କୁମାର ଜେନା। ଗତ ୭ ତାରିଖରେ…

Bangladesh Tensions: ନିର୍ବାଚନ ପୂର୍ବରୁ ବାଂଲାଦେଶରେ ଉତ୍ତେଜନା ବୃଦ୍ଧି ; ଭାରତ କୂଟନୀତିଜ୍ଞଙ୍କ ପରିବାରକୁ ଫେରି…

ନୂଆଦିଲ୍ଲୀ:ବାଂଲାଦେଶର ସୁରକ୍ଷା ପରିସ୍ଥିତି ବିଗିଡୁଥିବାରୁ ଭାରତ ଏକ ବଡ଼ ପଦକ୍ଷେପ ନେଇଛି। ଭାରତ ସରକାର ସେଠାରେ ନିୟୋଜିତ ଭାରତୀୟ କୂଟନୀତିଜ୍ଞଙ୍କ ପରିବାରକୁ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି। ସରକାର ସ୍ପଷ୍ଟ ଭାବରେ କହିଛନ୍ତି ଯେ ଏହା ବାଂଲାଦେଶରେ କାର୍ଯ୍ୟରତ ଭାରତୀୟ…

ଯୁବତୀଙ୍କୁ ଅପହରଣ ଓ ମୁଣ୍ଡଜାମିନ ଘଟଣାରେ ଯୁବକ ଗିରଫ

ଭୁବନେଶ୍ୱର:ଯୁବତୀଙ୍କୁ ଅପହରଣ କରିଥିବା ଯୁବକ ଗିରଫ । ୧୭ ତାରିଖ ଦିନ ଯୁବତୀଙ୍କୁ ଅଟୋରେ ଅପହରଣ କରିଥିଲା ଅଭିଯୁକ୍ତ ।ସତ୍ୟନଗରରୁ ଅପହରଣ କରି ବିଡିଏ ଅଞ୍ଚଳରେ ବନ୍ଦୀ କରି ରଖିଥିଲା । ଯୁବତୀଙ୍କ ମାଆଙ୍କୁ ଫୋନ୍‌ କରି ୫ ଲକ୍ଷ ଟଙ୍କା ଦାବି କରିଥିବା ଅଭିଯୋଗ ହୋଇଥିଲା । ଟଙ୍କା ନଦେଲେ ଝିଅ…

Ama Bus:ମହିଳା ଚଲାଇବେ ‘ଆମ ବସ୍‍’, ତାଲିମ୍‌ ପାଇଁ ପୁନେ ଯିବେ

ଭୁବନେଶ୍ବର: ଏଣିକି ମହିଳା ଡ୍ରାଇଭର ଚଲାଇବେ 'ଆମ ବସ୍‍'। ଏନେଇ ପୁନେରେ ସେମାନଙ୍କୁ ତାଲିମ୍ ଦିଆଯିବ । ଜାନୁଆରୀ ୩୧ରେ ୨୦ ମହିଳା ତାଲିମ୍‌ ପାଇଁ ପୁନେ ଯିବେ । ନଗର ଉନ୍ନୟନ ମନ୍ତ୍ରୀଙ୍କ 'ଆମ ବସ୍‍' ସେବା ସମୀକ୍ଷା ବୈଠକରେ ନିଷ୍ପତ୍ତି ହୋଇଛି । ଏଣିକି ପୁରୁଷଙ୍କ ସହ ମହିଳାମାନେ ମଧ୍ୟ ‘ଆମ…

ଧର୍ମଶାଳାରେ ସାଇବର ଠକେଇ ଅଭିଯୋଗ; ୩ ଅଟକ, ମୁଖ୍ୟ ଅଭିଯୁକ୍ତ ଫେରାର

ଯାଜପୁର:ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଞ୍ଚଳରେ ସାଇବର ଠକେଇ ମାମଲାରେ ଚଢାଉ । ଗତକାଲି ଧର୍ମଶାଳା ଥାନା ପୋବଳ ଗାଁରେ କଟକ କ୍ରାଇମବ୍ରାଞ୍ଚ ଟିମ ଓ ଧର୍ମଶାଳା ପୁଲିସ ମିଳିତ ରେଡ କରିଛନ୍ତି । ଆର୍ଥିକ କାରବାର ନେଇ ପୋବଳ ଗାଁର ସରୋଜ ଜେନାଙ୍କ ଘରେ ଚଢ଼ାଉ ହୋଇଛି । ତେବେ ମୁଖ୍ୟ ଅଭିଯୁକ୍ତ…

ଓଡ଼ିଶା ଏବଂ ମେଘାଳୟ ସରକାରଙ୍କ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ;ମୁଖ୍ୟ ଉଦ୍ଦେଶ୍ୟ ପ୍ରାଥମିକ ଶିଶୁ ବିକାଶ…

ଭୁବନେଶ୍ୱର:ପ୍ରାଥମିକ ଶିଶୁ ସେବା, ଶିକ୍ଷା ଓ ବିକାଶ (ECCED) କ୍ଷେତ୍ରକୁ ଅନ୍ତଃ-ରାଜ୍ୟ ସହଯୋଗ ମାଧ୍ୟମରେ ସୁଦୃଢ଼ କରିବା ପାଇଁ ଓଡ଼ିଶା ଏବଂ ମେଘାଳୟ ସରକାରଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହୋଇଛି। ଏହି ଚୁକ୍ତିନାମାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି…