Latest Odisha News

Maoist banner: ରାୟଗଡ଼ାରେ ଲାଗିଛି ମାଓ ବ୍ୟାନର; ପୋଲିସର ତନାଘନା ଆରମ୍ଭ

ରାୟଗଡ଼ା: ରାୟଗଡ଼ା ଜିଲ୍ଲାରେ ମାଓବାଦୀଙ୍କ ଉପସ୍ଥିତି ଦେଖିବାକୁ ମିଳିଛି । ମୁନିଗୁଡ଼ା ବ୍ଲକ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓ ବ୍ୟାନର ଦେଖିବାକୁ ମିଳିଛି । ତେଲେଙ୍ଗାପଦର ଠାରୁ ଚନ୍ଦ୍ରପୁର ରାସ୍ତାରେ ଲାଗିଛି । ବ୍ୟାନରରେ ଆନ୍ଧ୍ର ଓଡ଼ିଶା ସ୍ପେଶାଲ ଜୋନାଲ କମିଟି ବୋଲି ଉଲ୍ଲେଖ…

ଏପ୍ରିଲ ୧୬ରୁ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଜନଗଣନା

ଭୁବନେଶ୍ୱର: ଜନଗଣନା ୨୦୨୭ କାର୍ଯ୍ୟର ଏକ ଅଂଶ ଭାବରେ ଚଳିତ ବର୍ଷ ଏପ୍ରିଲ-ମେ ମାସରେ ଓଡ଼ିଶାରେ ଘର ଗଣନା କାର୍ଯ୍ୟ କରାଯିବାର ଯୋଜନା ରହିଛି। ରାଜସ୍ୱ ବିଭାଗ ଦ୍ୱାରା ଜାରି କାର୍ଯ୍ୟସୂଚୀ ଅନୁଯାୟୀ, ଏହି କାର୍ଯ୍ୟ ୧୬ ଏପ୍ରିଲରୁ ୧୫ ମେ, ୨୦୨୬ ପର୍ଯ୍ୟନ୍ତ ସାରା ରାଜ୍ୟରେ କରାଯିବ। ଜନଗଣନା…

Hardcore Naxalites Surrendered: ବିପୁଳ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କଲେ ୯ ହାର୍ଡକୋର ମାଓବାଦୀ

ଗାରିଆବନ୍ଦ: ନକ୍ସଲ ବିରୋଧୀ ଅଭିଯାନରେ ପୋଲିସକୁ ପୁଣି ଥରେ ଏକ ବଡ଼ ସଫଳତା ମିଳିଛି । ଛତିଶଗଡର ଗାରିଆବନ୍ଦରେ ଦୀର୍ଘ ଦିନ ଧରି ସକ୍ରିୟ ଥିବା ୯ ଜଣ ହାର୍ଡକୋର ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣକାରୀ ମାଓବାଦୀଙ୍କ ମଧ୍ୟରେ ୬ ଜଣ ମହିଳା ମାଓବାଦୀ ଏବଂ ୩ ଜଣ…

ଯୋରନ୍ଦା ମହିମା ମନ୍ଦିରର ହେବ ସର୍ବାଙ୍ଗୀନ ବିକାଶ, ରାଜ୍ୟ ପର୍ଯ୍ୟଟନକୁ ମିଳିବ ନୂଆ ଦିଶା

ଭୁବନେଶ୍ୱର: ମହିମା ଧର୍ମର ପ୍ରମୁଖ ପୀଠ ତଥା ଯୋରନ୍ଦା ସ୍ଥିତ ମହିମା ମନ୍ଦିରର ସର୍ବାଙ୍ଗୀନ ଉନ୍ନତିକରଣ ହେବ । ମନ୍ଦିର ପାରିପାଶ୍ୱର୍କ ଅଞ୍ଚଳର ହେବ ବିକାଶ । ନିର୍ମାଣ ହେବ ନୂଆ ସୁଉଚ୍ଚ ଭବ୍ୟ ମନ୍ଦିର । ଏନେଇ ଆଜି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ…

Z+ Security To Nitin Naveen: ବଢିଲା ନୂତନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସୁରକ୍ଷା, Z+ ସୁରକ୍ଷା ବଳୟରେ ରହିବେ…

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ ନୀତିନ ନବୀନଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ନୀତିନ ନବୀନଙ୍କୁ 'Z+' ବର୍ଗର ସୁରକ୍ଷା ପ୍ରଦାନ କରାଯାଇଛି, ଯାହା ଅଧୀନରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (CRPF) କମାଣ୍ଡୋଙ୍କୁ ତାଙ୍କ ସୁରକ୍ଷା ପାଇଁ…

ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ହାର୍ଡକୋର ମାଓବାଦୀ ନିହତ, ଅନେକ ଅତ୍ୟାଧୁନିକ ବନ୍ଧୁକ ଜବତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୬ ଜଣ ହାର୍ଡକୋର ମାଓବାଦୀ । ନିହତ ମାଓବାଦୀଙ୍କ ମଧ୍ୟରେ ଚାରି ଜଣ ମହିଳା ଓ ଦୁଇ ଜଣ ପୁରୁଷ ଥିବା ଜଣାପଡିଛି । ସେମାନଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର…

୩ଟି ମ୍ୟାଚ ବଦଳାଇ ଦେଇପାରେ ଶ୍ରେୟାଶଙ୍କ ଭାଗ୍ୟ

ନୂଆଦିଲ୍ଲୀ: ଭାରତୀୟ ଦିନିକିଆ କ୍ରିକେଟ ଟିମର ଉପ ଅଧିନାୟକ ଶ୍ରେୟାଶ ଆୟାର ଟି୨୦ ଟିମରେ ସ୍ଥାନ ହାସଲ କରିପାରିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସିରିଜରେ ପ୍ରଥମ ୩ଟି ମ୍ୟାଚ ସେ ଖେଳିବେ । ତିଳକ ବର୍ମା ଆଘାତପ୍ରାପ୍ତ ହେବା ଯୋଗୁ ତାଙ୍କୁ ଏହି ସୁଯୋଗ ମିଳିଛି । ଆଗକୁ ଟି୨୦ ବିଶ୍ୱକପ…

SRK Viral Video: ମଞ୍ଚ ଉପରେ ଶାହରୁଖ ଖାନଙ୍କ ସହ ଏକ ସେଲଫି ନେବାକୁ ଚାହୁଁଥିଲେ ପ୍ରଶଂସକ, କିନ୍ତୁ ହାତରୁ ଫୋନ୍…

ମୁମ୍ବାଇ: ଶାହାରୁଖ ଖାନ ସମ୍ପ୍ରତି ସାଉଦି ଆରବର ରିୟାଦରେ ଜୟ ପୁରସ୍କାରରେ ଯୋଗ ଦେଇଥିଲେ, ଯେଉଁଠାରେ ତାଙ୍କର ଅନେକ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଶୀଘ୍ର ଭାଇରାଲ ହୋଇଥିଲା। ଏକ କ୍ଲିପ୍ ଇଣ୍ଟରନେଟର ଦୃଷ୍ଟି ଆକର୍ଷଣ କରିଥିଲା, ଯେଉଁଥିରେ ସୁପରଷ୍ଟାର ଷ୍ଟେଜରେ ଜଣେ ପ୍ରଶଂସକଙ୍କ ଫୋନ୍…

ଅନ୍ତର୍ଜାତୀୟ ନିଶା କାରବାରରେ ଓଡ଼ିଶା ଲିଙ୍କ୍‌, ୭ ରାଜ୍ୟର ୨୬ଟି ସ୍ଥାନରେ ଇଡିର ରେଡ୍

ଭୁବନେଶ୍ବର: ଅନ୍ତର୍ଜାତୀୟ ନିଶା କାରବାରରେ ଓଡ଼ିଶା ଲିଙ୍କ୍‌ । ଓଡ଼ିଶା ସମେତ ୭ ରାଜ୍ୟର ୨୬ଟି ସ୍ଥାନରେ ଚଢ଼ଉ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡ଼ି) । ଗୋଆରୁ ଓଡ଼ିଶାକୁ ଲମ୍ବିଥିବା ନିଶା କାରବାର ଚେର ଖୋଜିବା ସହ ମନି ଲଣ୍ଡରିଂ ମାମଲାର ତଦନ୍ତରୁ ବଡ଼ଧରଣ ରାକେଟ୍‌ ସାମ୍ନାକୁ ଆସିଛି ।…

ବନ୍ଦ ଘରୁ ୫ ଜଣଙ୍କର ମୃତଦେହ ଉଦ୍ଧାର

ସହାରନପୁର: ଉତ୍ତରପ୍ରଦେଶର ସହାରନପୁରରେ ମଙ୍ଗଳବାର ସକାଳେ ସାରସୱାର କୌଶିକ ବିହାର କଲୋନିରେ ଏକ ବନ୍ଦ ଘର ଭିତରେ ଗୋଟିଏ ପରିବାରର ପାଞ୍ଚ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଏସ୍‌ପି (ଗ୍ରାମାଞ୍ଚଳ ପୁଲିସ) ଦଳ ସହିତ ପହଞ୍ଚି ତଦନ୍ତ କରିଛନ୍ତି। ପ୍ରାଥମିକ ତଦନ୍ତରେ ମାମଲାକୁ ଆତ୍ମହତ୍ୟା ବୋଲି