ରାତିରେ ଘର ପୋଛୁଛନ୍ତି କି ?
ଭୁବନେଶ୍ବର: ବାସ୍ତୁଶାସ୍ତ୍ର ନିୟମ ମାନିଲେ ଜୀବନରେ ସୁଖ-ସମୃଦ୍ଧି ବୃଦ୍ଧି ପାଇଥାଏ । ତେବେ ଜାଣିଛନ୍ତି କି ବାସ୍ତୁଶାସ୍ତ୍ରରେ ଘରକୁ ସଫା-ସୁତୁରା ରଖିବାର ଅନେକ ମହତ୍ତ୍ୱ ରହିଛି । ଘର ପୋଛିବାର ଶୈଳୀ ନେଇ ବାସ୍ତୁ ଶାସ୍ତ୍ରରେ କିଛି ଉପାୟ ରହିଛି । ଏହି ନିୟମରେ ଘର ପୋଛିବା ଦ୍ୱାରା…