Latest Odisha News

BREAKING NEWS

ସାଙ୍ଘାତିକ ଖୁଲାସା ! ୮୦%ରୁ ଅଧିକ ଆଇଟି କର୍ମଚାରୀଙ୍କ ଠାରେ ଫ୍ୟାଟି ଲିଭର ଡିଜିଜ

ନୂଆଦିଲ୍ଲୀ: ଏକ ଚିନ୍ତାଜନକ ରିପୋର୍ଟ ସାମ୍ନାକୁ ଆସିଛି । ଭାରତର ୮୦%ରୁ ଅଧିକ ଆଇଟି କର୍ମଚାରୀ ଫ୍ୟାଟି ଲିଭର ରୋଗରେ ପୀଡିତ । ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟର ଗବେଷକଙ୍କ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣା ପଡିଛି, ୮୪% ଆଇଟି କର୍ମଚାରୀ ମେଟାବୋଲିକ୍ ଡିସଫଙ୍କସନ୍-ସମ୍ବନ୍ଧିତ ଫ୍ୟାଟି…

ଜେଲରେ ଥାଇ ଆମେରିକାକୁ ସହାୟତା ମାଗିଲେ ଇମ୍ରାନ ଖାନ

କରାଚି: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଦୀର୍ଘ ସମୟ ଧରି ଜେଲରେ ରହିଛନ୍ତି। ସେ ଜେଲରୁ ବାହାରକୁ ବାହାରିବା ନେଇ କୌଣସି ଆଶା ମଧ୍ଯ ଦେଖାଯାଉନାହିଁ। ତେବେ ଇମ୍ରାନଙ୍କ ନାମରେ ଟାଇମ୍ ପତ୍ରିକାରେ ଏକ ଆଲେଖ୍ୟ ପ୍ରକାଶିତ ହୋଇଛନ୍ତି। ଯେଉଁଥିରେ ଆମେରିକାର ରାଷ୍ଟ୍ରପତି…

ଭାରତରେ ଟେସଲାର ପ୍ରଥମ ଶୋ’ରୁମ୍ ଏହି ସହରରେ ଖୋଲିବ…

ମୁମ୍ବାଇ: ଭାରତୀୟ ବଜାର ଦୀର୍ଘ ଦିନ ଧରି ଏଲନ ମସ୍କ (Elon Musk)ଙ୍କ ଇଲେକ୍ଟ୍ରିକ୍ କାର୍ କମ୍ପାନୀ ଟେସଲା (Tesla)ର ଅପେକ୍ଷାରେ ରହିଛି। କିନ୍ତୁ ଗତ କିଛି ସପ୍ତାହ ମଧ୍ୟରେ, ଏପରି କିଛି ଖବର ଆସିଛି ଯାହା ସ୍ପଷ୍ଟ କରିଛି ଯେ ଏହି ଅପେକ୍ଷାର ଅନ୍ତ ଖୁବ୍ ଶୀଘ୍ର ହେବ । ମିଡିଆ ରିପୋର୍ଟ…

କାନ୍ଥ ଭାଙ୍ଗି ଘରେ ପଶିଲା କାର, ଅଳ୍ପକେ ବର୍ତ୍ତିଲେ ଲୋକେ

ଭୁବନେଶ୍ୱର: ଭୁବନେଶ୍ୱରର ବରମୁଣ୍ଡା ସ୍ଥିତ ସୌଭାଗ୍ୟ ନଗର ଅଞ୍ଚଳରେ କାନ୍ଥ ଭାଙ୍ଗି ଘରେ ପଶିଲା କାର। ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି ପରିବାର ଲୋକେ। ସୂଚନା ଅନୁଯାୟୀ, କାରଟି ଘରର କାନ୍ଥ ଭାଙ୍ଗି ତଳ ମହଲାରେ ପିଟି ହୋଇଯାଇଥିଲା। ଏହି ଘଟଣାରେ ଗାଡ଼ିଟି ଗୁରୁତର ଭାବରେ…

ପୁରୀରେ ଆରମ୍ଭ ହେଲା ତୃତୀୟ ଏନଟିପିସି ର‌୍ୟାଙ୍କିଙ୍ଗ ତୀରନ୍ଦାଜ ଟୁର୍ଣ୍ଣାମେଂଟ

ପୁରୀ: ପୁରୀର ଜଗନ୍ନାଥ ଷ୍ଟାଡିୟମରେ ତୃତୀୟ ଏନଟିପିସି ସର୍ବଭାରତୀୟ ର‌୍ୟାଙ୍କିଙ୍ଗ ତୀରନ୍ଦାଜ ଟୁର୍ଣ୍ଣାମେଂଟ ମାର୍ଚ୍ଚ ୨ରୁ ଆରମ୍ଭ ହୋଇଛି । ଏହାର ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡାଇରେକ୍ଟର ଅଫ ସ୍ପୋର୍ଟ୍ସ ଦୀପଙ୍କର ମହାପାତ୍ର ଯୋଗ ଦେଇଥିଲେ । ସେ କହିଥିଲେ ଏନଟିପିସି ଏବଂ…

ବନ୍ଦ ହୋଇଯିବ ଶୁଣା ଯିବା….ଇୟରଫୋନ୍, ହେଡଫୋନ୍ ନେଇ ସତର୍କ କଲା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ 

ନୂଆଦିଲ୍ଲୀ: ଆଜି କାଲି କାନରେ ଯାହାର ଦେଖା ଇୟରଫୋନ୍ ଏବଂ ହେଡଫୋନ୍ ନିହାତି ଲାଗିଥିବ। ରାସ୍ତା ଠାରୁ ଆରମ୍ଭ କରି କାର୍ଯ୍ୟାଳୟ ପର୍ଯ୍ୟନ୍ତ ସବୁଠୁ ଇୟରଫୋନ୍ ଏବଂ ହେଡଫୋନ୍ ବ୍ୟବହାରର ଚାହିଦା ରହିଛି। ହେଲେ ଏହାକୁ ନେଇ ଏବେ ସତର୍କ କରାଇଲାନି ସ୍ବାସ୍ଥ୍ୟ ମନ୍ତ୍ରାଳୟ। ଅଧିକ ସମୟ ଇୟରଫୋନ୍ ଏବଂ…

ବିଦର୍ଭ ହେଲା ରଣଜୀ ଚାମ୍ପିୟନ

ନାଗପୁର: ପ୍ରଥମ ଇନିଂସ ଅଗ୍ରଣୀ ଭିତିରେ କେରଳକୁ ପଛରେ ପକାଇ ବିଦର୍ଭ କ୍ରିକେଟ ଟିମ ରଣଜୀ ଚାମ୍ପିୟନ ହୋଇଛି । ବିଦର୍ଭର ଏହା ତୃତୀୟ ରଣଜୀ ଟାଇଟଲ । ଏହା ପୂର୍ବରୁ ୨୦୧୭ ଓ ୨୦୧୮ରେ ଦଳ ଚାମ୍ପିୟନ ହୋଇଥିଲା । ୫ମ ଦିବସ ଖେଳ ପରେ ମ୍ୟାଚ ଡ୍ର ରହିଥିଲା । ବିଦର୍ଭ ଡାନୀଶ ମାଲେୱେରଙ୍କ ୧୫୩ ଓ…

ଜନ ଅଭିଯୋଗ ଶୁଣାଣିକୁ ଅଣଦେଖା: କଟିଲା ୪୮ ଅଫିସରଙ୍କ ଦରମା

କଟକ: ମହଙ୍ଗା ପଡ଼ିଲା ମୁଖ୍ୟମନ୍ତ୍ରୀ ଜନ ଅଭିଯୋଗ ଶୁଣାଣିକୁ ବେଖାତିର କରିବା। ବନ୍ଦ ହେଲା ୪୮ ଅଧିକାରୀଙ୍କ ଦରମା। କଟକ ଜିଲ୍ଲାର କିଛି ବିଭାଗୀୟ ଅଧିକାରୀ ଜନ ଶୁଣାଣି ଅଭିଯୋଗକୁ ଅଣଦେଖା କରିଥିବା ବେଳେ ସେ ସମସ୍ତ ବିଭାଗର ଅଧିକାରୀଙ୍କ  ଫେବୃଆରୀ ମାସର ଦରମା ବନ୍ଦ ପାଇଁ କଟକ ଜିଲ୍ଲାପାଳଙ୍କ…

କୋଲାବରେ ଚାଲିବ କ୍ରୁଜ: ଜାହାଜରେ ବୁଲିବେ ପର୍ଯ୍ୟଟକ 

କୋରାପୁଟ: କୋରାପୁଟ କୋଲାବ ଡ୍ୟାମରେ ଚାଲିବ କ୍ରୁଜ । କୋରାପୁଟରେ ଗୋଆର ମଜା ନେବେ ପର୍ଯ୍ୟଟକ। ଜାହାଜରେ ବସି ବୁଲିବେ। ଏଥି ପାଇଁ ପ୍ରାରମ୍ଭିକ ସର୍ଭେ ସରିବା ସହ ଆରମ୍ଭ ହୋଇଛି ପ୍ରସ୍ତୁତି । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ମନ୍ତ୍ରୀ କହିଛନ୍ତି,କୋରାପୁଟ…

ଚାମୋଲି ହିମସ୍ଖଳନରେ ମୃତ୍ୟୁ ସଂଖ୍ଯା ୮କୁ ବଦ୍ଧି

ଡେରାଡୁନ: ଚାମୋଲିରେ ହିମସ୍ଖଳନରେ ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି ପାଇଛି। ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ସମସ୍ତ ଚାରି ନିଖୋଜ ଶ୍ରମିକଙ୍କ ମୃତଦେହ ମିଳିଛି। ଗତକାଲି ଚାରି ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ଏଯାବତ ମୃତ୍ୟୁ ସଂଖ୍ୟା ଆଠରେ ପହଞ୍ଚିଛି। ରବିବାର ସକାଳେ…