ଶରୀରରେ ଲିଭର ଖରାପ ହେବା କେବେଠୁ ଆରମ୍ଭ ହୁଏ? କ’ଣ ଏହାର ଲକ୍ଷଣ..
ନୂଆଦିଲ୍ଲୀ: ଆପଣ କେବେ ନା କେବେ ଶୁଣିଥିବେ ଯେ କାହାର ଲିଭର ଖରାପ ହୋଇଛି, କିନ୍ତୁ ଆପଣ କେବେ ଭାବିଛନ୍ତି କି ଏହା କିପରି ଆରମ୍ଭ ହୁଏ? ଆମ ଶରୀର ପୂର୍ବରୁ କୌଣସି ସଙ୍କେତ ଦେଇଥାଏ କି? ପ୍ରାୟତଃ ଆମେ ଛୋଟ ଛୋଟ ଶାରୀରିକ ସମସ୍ୟାକୁ ସାମାନ୍ୟ ଭାବି ଅଣଦେଖା କରିଦେଉ, କିନ୍ତୁ ପରେ ସେଗୁଡ଼ିକ ଏକ…