ଷ୍ଟ୍ରବେରୀ ଓ ଗେଣ୍ଡୁଫୁଲ ଚାଷ କରିଛି ସ୍ଵାବଲମ୍ବୀ, ଚାଷୀ ମୁହଁରେ ଫୁଟିଛି ହସ
ନୂଆପଡା: ଟାଙ୍ଗରା ଭୂଇଁ ବୋଲି ଦିନେ ଜମି ପଡୁଥିଲା ପଡ଼ିଆ l ହେଲେ ଏବେ ସେଇ ଜମି ଚାଷୀକୁ ଦେଇଛି ପରିଚୟ ଆଉ କରିଛି ଲାଭବାନ । ଉଦ୍ୟାନ ବିଭାଗର ସହାୟତାରେ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ରୋହେନପଦର ଗାଁରେ ହୋଇଛି ଷ୍ଟ୍ରବେରୀ ଏବଂ ଗେଣ୍ଡୁ ଫୁଲ ଚାଷ l ଅଞ୍ଚଳରେ ପ୍ରଥମ କରି ପରୀକ୍ଷା ମୂଳକ…