ଇନକମ ଟ୍ୟାକ୍ସ ଭରୁଥିବା ୮ ଲକ୍ଷ ହାତେଇଛନ୍ତି ରାସନ କାର୍ଡ
ଭୁବନେଶ୍ୱର: ରାସନ୍କାର୍ଡ ଇ-କେୱାଇସି ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ କରିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର। ସରକାରଙ୍କ ସୂଚନା ଅନୁସାରେ ଇ-କେୱାଇସି ପାଇଁ ରାସନ ହିତାଧିକାରୀଙ୍କ ପାଖରେ ଆଉ ମାତ୍ର ୬ ଦିନ ସମୟ ରହିଛି। ବର୍ତ୍ତମାନ ସୁଦ୍ଧା ୩୭ ଲକ୍ଷ ୮୫ ହଜାର ୪୯୬ ଜଣ ଲୋକ ଇ-କେୱାଇସି…