ଯିବାର ସମୟ ହୋଇଗଲା; ଅମିତାଭଙ୍କ ପୋଷ୍ଟ ଦେଖି ଚିନ୍ତାରେ ଫ୍ୟାନ୍ସ…
ମୁମ୍ବାଇ: ବିଗ ବି ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ। ନିକଟରେ ସେ 'ଏକ୍ସ' ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଥିଲେ। ଯାହାକୁ ନେଇ ଚିନ୍ତାରେ ଫ୍ୟାନ୍ସ।
ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେ ଲେଖିଥିଲେ, 'ଯିବାର ସମୟ ଆସିଗଲା...'। ଯାହାପରେ ପ୍ରଶଂସକମାନେ ଏହି କ୍ରିପ୍ଟିକ୍…