ନାକେଦମ୍ ହେଲାଣି ବନବିଭାଗ; ଗତ ୨ଦିନରେ ୫୨ସ୍ଥାନରେ ଲାଗିଛି ନିଆଁ
କୋରାପୁଟ: ବନସୁରକ୍ଷା ସମିତି କରି ସଚେତନ କରିବା ପରେ ମଧ୍ୟ ଜଙ୍ଗଲପାର୍ଶ୍ବ ଗ୍ରାମାଞ୍ଚଳର ଲୋକେ ସଚେତନ ହେବାର ନାଁ ଧରୁ ନାହାଁନ୍ତି । ପୋଡୁଚାଷ ଓ ମକାଚାଷ ପାଇଁ ବ୍ୟାପକ ଭାବେ ଛୋଟ ବଡ ଜଙ୍ଗଲ, ପାହାଡ଼ରେ ନିଆଁ ଲଗାଉଛନ୍ତି। ପ୍ରତିଦିନି ନିଆଁ ଲାଗିବା ଏବଂ ଲିଭାଇବା ପ୍ରକ୍ରିୟାରେ…