ଏବେ ଆପଣଙ୍କ ପ୍ରିୟଜନଙ୍କୁ ଏକା ସାଙ୍ଗରେ ପଠାଇପାରିବେ ରିଲ୍ସ, ଆସିଲା ନୂଆ ଅପଡେଟ୍
ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ନୂଆ ଫିଚର ଅପଡେଟ୍ କରାଯାଇଛି। ଏହି ନୂତନ ଫିଚର୍ ସାହାଯ୍ୟରେ, ଏବେ ଆପଣ ଆପଣଙ୍କର ପ୍ରିୟ ଲୋକଙ୍କୁ ଏକାଥରେ ଗୋଟିଏ ରିଲ୍ ପଠାଇ ପାରିବେ। ସମସ୍ତଙ୍କୁ ଏକାଥରେ ରିଲ୍ ପଠାଇ ଆପଣ ଆପଣଙ୍କର ପ୍ରିୟ ଲୋକଙ୍କର ଏକ ଗ୍ରୁପ୍ ମଧ୍ୟ ତିଆରି…