Latest Odisha News

BREAKING NEWS

ସାମସଙ୍ଗର ଗାଲାକ୍ସି ଏ ଲଞ୍ଚ ଇଭେଣ୍ଟରେ ଆସିବ ଏହି ନୂଆ ସ୍ମାର୍ଟଫୋନ..

ଭୁବନେଶ୍ବର: ସାମସଙ୍ଗ ଗାଲାକ୍ସି ଏ (Galaxy A) ସିରିଜକୁ ଲଞ୍ଚ କରିବ। ମାର୍ଚ୍ଚ ୨ରେ ଏହି ଲଞ୍ଚ ଇଭେଣ୍ଟର ଆୟୋଜନ ହେବ । ଏହି ଇଭେଣ୍ଟରେ କମ୍ପାନୀ କେଉଁ କେଉଁ ସ୍ମାର୍ଟଫୋନକୁ ଲଞ୍ଚ କରିବ ସେ ନେଇ ସ୍ପଷ୍ଟ କରିନାହିଁ । ଲିକ୍‌ ତଥ୍ୟ ଅନୁସାରେ ଏହି ଇଭେଣ୍ଟରେ Galaxy A56, A36 ଓ A26…

ଲ୍ୟାଣ୍ଡମାଇନ୍‌ ନିଷ୍କ୍ରିୟ କଲେ ସୁରକ୍ଷାକର୍ମୀ, ଅଳ୍ପକେ ବର୍ତ୍ତିଲା ଜୀବନ

ସୁକମା: ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ପୁଣି ସକ୍ରିୟ ହୋଇଯାଇଛନ୍ତି ନକ୍ସଲ । ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି କୋଣ୍ଟା ଅଞ୍ଚଳରେ ଖଞ୍ଜିଥିବା ଲ୍ୟାଣ୍ଡମାଇନକୁ ସୁରକ୍ଷାକର୍ମୀ ମାନେ ନିଷ୍କ୍ରିୟ କରିଛନ୍ତି । ବୋମାର ଓଜନ ୫ କିଲୋଗ୍ରାମ ଥିଲା ବୋଲି ସୂଚନା ମିଳଛି । କୋଣ୍ଟା ଥାନା…

ଗଣମାଧ୍ୟମରେ ପ୍ରତିକ୍ରିୟା ରଖିବା ନେଇ କଂଗ୍ରେସ ଜାରି କଲା ନିର୍ଦ୍ଦେଶନାମା

ଭୁବନେଶ୍ୱର: ଗଣମାଧ୍ୟମରେ ପ୍ରତିକ୍ରିୟା ରଖିବା ନେଇ ଦଳୀୟ ନେତାଙ୍କ ପାଇଁ କଂଗ୍ରେସ ଜାରି କଲା ନିର୍ଦ୍ଦେଶନାମା। ଯାହାଫଳରେ ଦଳର ଭାବମୂର୍ତିକୁ କ୍ଷତି ହେବ ନାହିଁ। ସୂଚନା ଅନୁଯାୟୀ, କୌଣସି ଘଟଣା ସମ୍ପର୍କରେ ଗଣମାଧ୍ଯମ ଓ ସାମାଜିକ ଗଣମାଧ୍ଯମରେ ମତ ଦେବା ପୂର୍ବରୁ ନେତୃବୃନ୍ଦ ପ୍ରଦେଶ…

ଘର ଭିତରେ ବିସ୍ଫୋରଣ ଘଟି ୩ ପିଲା ଗୁରୁତର 

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ଶିଳ୍ପାଞ୍ଚଳର କୁମାରବସ୍ତ ମଙ୍ଗରାଜ ସାହିରେ ଗୁରୁବାର ଦିନ ଏକ ଘର ଭିତରେ ବିସ୍ଫୋରଣ ହେବାରୁ ତିନି ଜଣ ପିଲା ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ…

ବାଲି ଚୋରି ରୋକିବାକୁ ଅଣାଯିବ ନୂଆ ଆଇନ: ରାଜସ୍ବ ମନ୍ତ୍ରୀ

ରାଉରକେଲା: ଏବେ ସାବାଡ ହେବେ ବାଲି ମାଫିଆ । ସରକାରୀ ସଂପତ୍ତି ଲୁଟ୍‌ କରି ମାଫିଆମାନେ ବ୍ୟକ୍ତିଗତ ଭାବେ ଲାଭବାନ ହେଉଛନ୍ତି । ଏମାନଙ୍କ ଉପରେ ସରକାର ନଜର ରଖିଛନ୍ତି । ବାଲି ଚୋରଙ୍କୁ ଏଣିକି ଛଡା ଯିବ ନାହିଁ । ବାଲି ଚୋରି ରୋକିବାକୁ ଅଣାଯିବ ନୂତନ ଆଇନ ବୋଲି ଗୁରୁବାର କହିଛନ୍ତି ରାଜସ୍ବ…

ଅଭିଷେକଙ୍କୁ ଚିହ୍ନ ପାରିଲେନି ଆକ୍ରମ ଆଉ ଚିହ୍ନିଲା ପରେ…

ଦୁବାଇ: ପାକିସ୍ତାନର ମହାନ ପେସ ବୋଲର ୱାସିମ ଆକ୍ରମ ଚଳିତ ଚାମ୍ପିୟନ୍ସ ଟ୍ରଫି ଅବସରରେ ଭାରତର ଯୁବ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମାଙ୍କୁ ଭେଟିଥିଲେ । ଅବଶ୍ୟ ଆକ୍ରମ ପ୍ରଥମ ସାକ୍ଷାତକାରରେ ଅଭିଷେକଙ୍କୁ ଚିହ୍ନି ପାରି ନ ଥିଲେ । ପରେ ଯେତେବେଳେ ଜାଣିଲେ ଆଶ୍ଚର୍ଯ୍ୟଚକିତ ହୋଇ ଯାଇଥିଲେ । ତୁମେ…

ବର୍ଷା ଧୋଇଦେଲା ସ୍ବପ୍ନ; ଚାମ୍ପିଅନ୍ସ ଟ୍ରଫିରୁ ବିଦା ହେଲା ଆୟୋଜକ ଟିମ୍ ପାକିସ୍ତାନ

ଲାହୋର: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ୯ମ ମ୍ୟାଚ୍ ଗୁରୁବାର ଦିନ ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯିବାର ଥିଲା। କିନ୍ତୁ ବର୍ଷା ଜାରି ରହିବା ଯୋଗୁ ମ୍ୟାଚ୍ ବାତିଲ ହୋଇଯାଇଛି। ଫଳରେ ଏହି ଦୁଇଟି ଚାମ୍ପିଅନ୍ସ ଟ୍ରଫିରୁ ବାଦ ପଡ଼ିଛନ୍ତି କାରଣ ଉଭୟ ଦଳ ଟୁର୍ଣ୍ଣାମେଣ୍ଟରେ ଗୋଟିଏ ବି…

ଏହି ପତ୍ରର କାଢା ପ୍ରତିଦିନ ପିଇଲେ ଦୂର ହେବ ଅନେକ ରୋଗ..

ଭୁବନେଶ୍ବର: ଲୋକମାନେ ଖାଇବା ପରେ ପାନ ଖାଇବାକୁ ପସନ୍ଦ କରନ୍ତି । କୁହାଯାଏ ଯେ ଏହା ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ । କିନ୍ତୁ ଆପଣ ଜାଣନ୍ତି କି, ପାନକୁ ପାଣିରେ ଫୁଟାଇ ସେଇ ପାଣି ପାଇବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ଉପକାର ହୋଇଥାଏ । ଏହା ଉଭୟ କଫ ଏବଂ ପିତ୍ତ ଦୋଷରୁ ମୁକ୍ତି ପ୍ରଦାନ…

୧୯୯୦ରେ ଆରମ୍ଭ ହୋଇଥିଲା, ହେଲେ ଏପର୍ଯ୍ୟନ୍ତ ସରିପାରୁନି ନିର୍ମାଣ କାମ….

ହାଇଦ୍ରାବାଦ୍: ଶ୍ରୀସେଲମ ସୁଡ଼ଙ୍ଗଟ୍ଟ ଟନେଲ ଭିତରେ ୮ ଶ୍ରମିକ ଫଶିରହିବା ପରେ ଏବେ ଚର୍ଚ୍ଚାରେ ରହିଛି । ଯାହା ବିଶ୍ୱର ସବୁଠାରୁ ଲମ୍ବା ନିର୍ମାଣଧୀନ ଜଳସେଚନ ସୁଡ଼ଙ୍ଗ । ୨୨ ଫେବୃଆରୀ, ୨୦୨୫, ଆଲିମିନେଟି ମାଧବ ରେଡ୍ଡୀ ପ୍ରକଳ୍ପର ଶ୍ରୀଶୈଲମ୍ ବାମକୂଳ କେନାଲ (ଏସଏଲବିସି)ର ଏକ ଅଂଶ ଧସି…

ଖରାଦିନେ ପଡୁଥିବା ସନଟ୍ୟାନ୍ରୁ କେମିତି ପାଇବେ ମୁକ୍ତି

ଭୁବନେଶ୍ଵର: ଏବେ ଗ୍ରୀଷ୍ମ ଋତୁ ଆସୁଛି । ଖରାର ପ୍ରକୋପ ଧିରେ ଧିରେ ବଢ଼ିବାରେ ଲାଗିଲାଣି। ସମସ୍ତଙ୍କୁ ଜଣାଥିବ କି ସୂର୍ୟ୍ୟଙ୍କ ଅଧିକ ଉତ୍ତାପ ଯୋଗୁ ଆମର ଅନେକ ଶାରୀରିକ ସମସ୍ୟା ଦେଖା ଦେଇଥାଏ । ଖରାଦିନେ ସନବର୍ଣ୍ଣ, ସନଟ୍ୟାନ୍ ଭଳି ମୁହଁରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଯାଉଥିବାରୁ ଅଧିକ…