ପାକିସ୍ତାନ କାହାକୁ ଉପଦେଶ ଦେବାର ସ୍ଥିତିରେ ନାହିଁ; ଜାତିସଂଘରେ ବର୍ଷିଲା ଭାରତ
ନୂଆଦିଲ୍ଲୀ: ଜାତିସଂଘ ମାନବାଧିକାର ପରିଷଦର ୫୮ତମ ଅଧିବେଶନର ସପ୍ତମ ବୈଠକରେ ପାକିସ୍ତାନକୁ କଡ଼ା ଭର୍ତ୍ସନା କରିଛି ଭାରତ। ପାକିସ୍ତାନକୁ ଏକ ବିଫଳ ରାଷ୍ଟ୍ର ବୋଲି କହିଛି ଭାରତ। କେବଳ ଏତିକି ନୁହେଁ ଆଜିର ସମୟରେ ବଞ୍ଚିବା ପାଇଁ ପାକିସ୍ତାନକୁ ଦାନର ଆବଶ୍ୟକତା ରହିଛି। ଫଳରେ ସେ ସମ୍ପୂର୍ଣ୍ଣ…