Latest Odisha News

BREAKING NEWS

କୁଆଡୁ ଆସିଲା ସମୁଦ୍ର କୂଳରେ ୮୦ କେଜିର ଲୌହପିଣ୍ଡ?

ବ୍ରହ୍ମପୁର: ଗଞ୍ଜାମ ବଟେଶ୍ବର ବେଳାଭୂମିରେ ଲାଗିଛି ୮୦ କେଜିର ଲୌହପିଣ୍ଡ। ସବୁଜ ରଙ୍ଗର ଏହି ଲୁହା ପିଣ୍ଡଟିର ଉଚ୍ଚତା ସାତଫୁଟ ଥିବାବେଳେ ଗୋଲେଇ ଅଢ଼େଇ ଫୁଟ୍ ରହିଛି । ତେବେ ଗଞ୍ଜାମ ବ୍ଲକ କଣ୍ଟିଆଗଡ଼ ନିକଟ ବଟେଶ୍ୱର ସମୁଦ୍ର କୂଳରେ ଏହା ଲାଗିଛି । ଏତେ ବଡ଼ ଲୁହାର ପିଣ୍ଡକୁ ଦେଖି ଲୋକ…

ସୈନିକ ସ୍କୁଲ ସ୍ଥାନାନ୍ତରଣ ନେଇ ତେଜୁଛି ଆନ୍ଦୋଳନ 

ଭୁବନେଶ୍ୱର: ସୈନିକ ସ୍କୁଲ ସ୍ଥାନାନ୍ତରଣ ବିରୁଦ୍ଧରେ ଓଡିଶା ଅଭିଭାବକ ମହାସଂଘ, ସୈନିକ ସ୍କୁଲ ଅଭିଭାବକ ସଙ୍ଘ, ଗାଡ଼କଣ ଗ୍ରାମବାସୀ, ସ୍ଥାନୀୟ ବୁଦ୍ଧିଜୀବୀଙ୍କୁ ନେଇ ସୈନିକ ସ୍କୁଲ ବଞ୍ଚାଅ ଅଭିଯାନର ଗୁରୁତ୍ୱପୂର୍ଣ ବୈଠକ ହୋଇଛି। ଭୁବନେଶ୍ୱର ଗାଡ଼କଣ ଠାରେ ଓଡ଼ିଆ ଅସ୍ମିତାର ଅନନ୍ୟ ପରିଚୟ…

ବଜାରକୁ ଆସିଲା ରୟାଲ୍ ଏନଫିଲ୍ଡ ର ନୂଆ Guerrilla 450

ନୂଆଦିଲ୍ଲୀ: ରୟାଲ ଏନଫିଲ୍ଡ ବାଇକ୍ କୁ ଯୁବବର୍ଗ ବେଶ୍ ପସନ୍ଦ କରନ୍ତି । କମ୍ପାନୀ ନିଜର ଲୋକପ୍ରିୟ ବାଇକ୍ ଗୁରିଲା 450 (Royal Enfield Guerrilla 450 )ପାଇଁ ଏକ ନୂଆ ପିକ୍ସ ବ୍ରୋଞ୍ଜ୍ (Peix Bronze) ରଙ୍ଗ ଆଣିଛି, ଯାହା କେବଳ ମିଡ୍ ସ୍ପେକ୍ ଡ୍ୟାସ୍ ଭାରିଆଣ୍ଟରେ ମିଳିବ । ଏହାର…

ପରଲୋକରେ ବିଶିଷ୍ଟ କବି ଓ ସମ୍ପାଦକ ପ୍ରହରାଜ ସତ୍ୟନାରାୟଣ ନନ୍ଦ

ଭୁବନେଶ୍ବର: ଆଉ ନାହାନ୍ତି ବିଶିଷ୍ଟ କବି ଓ ସମ୍ପାଦକ ପ୍ରହରାଜ ସତ୍ୟନାରାୟଣ ନନ୍ଦ । ଫେବୃଆରୀ ୨୬ ତାରିଖ ମଙ୍ଗଳବାର ଦିନ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ସତ୍ୟନାରାୟଣ । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା । ରେଭେନ୍ସା କଲେଜରୁ ଇଂରାଜୀ ସାହିତ୍ୟରେ ସ୍ନାତକୋତ୍ତର ଶିକ୍ଷା…

ପ୍ରେମ ପ୍ରତାରଣା କରି ଗିରଫ ହେଲେ ବ୍ୟବସାୟୀ ଆକାଶ ଅଗ୍ରୱାଲ

ବରଗଡ: ବରଗଡର ଜଣେ ଜଣଶୁଣା ବ୍ୟବସାୟୀ ଆକାଶ ଅଗ୍ରୱାଲଙ୍କ ପ୍ରେମ କାହାଣୀ ଚର୍ଚ୍ଚାରେ ରହିଛି । ନିଜେ ବିବାହିତ ହୋଇଥିଲେ ବି ଅନ୍ୟ ଜଣେ ମହିଳାଙ୍କ ସହ ଦୀର୍ଘ ବର୍ଷ ହେଲା ପ୍ରେମ ସଂପର୍କ ରଖିଥିଲେ । ଶେଷରେ ବିବାହର ପ୍ରତିଶ୍ରୁତି ଦେଇ ନିଜ ପାଖରେ ଆଣି ରଖିଥିଲେ । ବର୍ଷ ବର୍ଷ ଧରି ଶାରୀରିକ…

ମଦ ଦୁର୍ନୀତି ନେଇ ସିଏଜି ରିପୋର୍ଟ ଉପରେ ପ୍ରଶ୍ନ ଉଠାଇଲା କଂଗ୍ରେସ

ନୂଆଦିଲ୍ଲୀ: ମଙ୍ଗଳବାର ଦିଲ୍ଲୀ ବିଧାନସଭା ଅଧିବେଶନ ସମୟରେ, ଅରବିନ୍ଦ କେଜ୍ରିୱାଲ ସରକାରଙ୍କ ମଦ ଦୁର୍ନୀତି ଉପରେ ସିଏଜି ରିପୋର୍ଟ ଗୃହରେ ଉପସ୍ଥାପିତ ହୋଇଛି । ମଦ ଦୁର୍ନୀତି ସମ୍ପର୍କରେ ଏହି ରିପୋର୍ଟରେ ଅନେକ କଥା ସାମ୍ନାକୁ ଆସିଛି । ଏହି ସମୟରେ, କଂଗ୍ରେସ ଅଭିଯୋଗ କରିଛି ଯେ, ରିପୋର୍ଟରେ…

ଧନୀଙ୍କ ପାଇଁ ଟ୍ରମ୍ପଙ୍କ ‘ଗୋଲ୍ଡ କାର୍ଡ’; ୪୩ କୋଟିରେ ମିଳିଯିବ ନାଗରିକତା

ୱାଶିଂଟନ: ଗୋଟେପଟେ ଅନୁପ୍ରବେଶକାରୀଙ୍କୁ ଖୋଜି ଖୋଜି ଦେଶରୁ ବାହାର କରୁଛି ଆମେରିକା। ଅନ୍ୟପଟେ ଧନୀଙ୍କୁ ଆମେରିକାରେ ରହିବାକୁ ନିମନ୍ତ୍ରଣ କରୁଛି। ଆସନ୍ତା କିଛି ସପ୍ତାହ ମଧ୍ୟରେ ଗୋଲ୍ଡ କାର୍ଡ ବିକ୍ରି ନେଇ ହୋଇପାରେ ଘୋଷଣା। ଗ୍ରୀନ କାର୍ଡଠାରୁ ଅଧିକ ଆଡଭାନ୍ସ ଗୋଲଡ କାର୍ଡ ଦ୍ବାରା ଧନୀ…

ବିମାନଟି ଅବତରଣ ସମୟରେ ରନଓ୍ବେରେ ଆସିଗଲା ଆଉ ଏକ ବିମାନ, ତାପରେ…

ସିକାଗୋ: ଆମେରିକାରୁ ଏବେ ଲଗାତାର ଗୋଟିଏ ପରେ ଗୋଟିଏ ବିମାନ ଦୁର୍ଘଟଣାର ଖବର ଆସୁଛି । ମଙ୍ଗଳବାର ସକାଳେ ମଧ୍ୟ, ସିକାଗୋ ମିଡୱେ ଅନ୍ତର୍ଜାତୀୟ ବିମାନବନ୍ଦରରେ ଦୁଇଟି ବିମାନ ଧକ୍କାରୁ ଅଳ୍ପକେ ରକ୍ଷା ପାଇଯାଇଥିଲା । ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏହି ବଡ଼ ବିମାନ ଦୁର୍ଘଟଣା ଟଳିଗଲା ।…

କେଉଁ ବ୍ଲଡ୍ ଗ୍ରୁପର ଲୋକମାନେ ଅତ୍ୟନ୍ତ ବୁଦ୍ଧିମାନ? ଆପଣ ଏହି ତାଲିକାରେ ଅଛନ୍ତି କି…

ନୂଆଦିଲ୍ଲୀ: ପ୍ରାୟତଃ ଲୋକଙ୍କ ବ୍ୟକ୍ତିତ୍ୱ ଏବଂ ଚେହେରା ଦେଖି ସେମାନଙ୍କର ବୁଦ୍ଧିମତା ପରଖାଯାଏ । କିଏ ଚାହିଁବ ନାହିଁ ଯେ ତାଙ୍କ ମନ ତୀକ୍ଷ୍ଣ ହେଉ? କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ଆମର ବ୍ଲଡ ଗ୍ରୁପ୍ ଦ୍ୱାରା ମଧ୍ୟ ତୀକ୍ଷ୍ଣ ବୁଦ୍ଧି ନିର୍ଣ୍ଣୟ କରାଯାଇପାରିବ? କାଲିଫର୍ନିଆ…

ସର୍ଚ୍ଚ ଅପରସନ ବେଳେ ମାଓ ଡମ୍ପରୁ ମେଡିକାଲ ସାମଗ୍ରୀ ଜବତ

ମାଲକାନଗିରି: ଛତିଶଗଡ-ମାଲକାନଗିରି ସୀମାନ୍ତ ସୁକୁମା ଜିଲ୍ଲାର ମିନାଭଟ୍ଟା ଜଙ୍ଗଲରେ ସୁରକ୍ଷା କର୍ମୀଙ୍କ ସର୍ଚ୍ଚ ଅପରେସନ ବେଳେ ଠାବ ହୋଇଛି ମାଓ ଡମ୍ପ । ଏହି ମାଓ ଡମ୍ପରୁ ବିପୁଳ ପରିମାଣର ମେଡ଼ିକାଲ ସାମଗ୍ରୀ ଜବତ କରାଯାଇଛି। ଏଥିରେ ଚକ୍ଷୁ ପରୀକ୍ଷଣ ମେସିନ ମଧ୍ୟ ଜବତ କରାଯାଇଛି। ଯାହା…