Latest Odisha News

BREAKING NEWS

ସରୁନି ବିସ୍ଥାପିତଙ୍କ ଦୁଃଖ, ଶୁଣୁନି ପ୍ରଶାସନ

ନୂଆପଡା : ବିସ୍ଥାପିତଙ୍କୁ ମିଳୁନି ଉପଯୁକ୍ତ କ୍ଷତିପୂରଣ  । ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହେଉଛନ୍ତି ବିସ୍ଥାପିତ । ନୂଆପଡା ଜିଲ୍ଲାର ବହୁ ପ୍ରତୀକ୍ଷିତ ଜଳସେଚନ ପ୍ରକଳ୍ପ ହେଉଛି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ତିଖାଲି ଡ୍ୟାମ। ଏହି ଡ୍ୟାମ ତିଆରି ପାଇଁ ଶହଶହ କୋଟି ଟଙ୍କା ବ୍ୟୟ ବରାଦ…

ଏସିଆ କପ ଖେଳିବା ପାଇଁ ଭାରତୀୟ କ୍ରିକେଟ ଟିମ ଯାଇପାରେ ପାକିସ୍ତାନ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ହେବାକୁ ଥିବା ଏସିଆ କପ କ୍ରିକେଟ ଖେଳିବା ନେଇ ପାକିସ୍ତାନ ଗସ୍ତରେ ଭାରତୀୟ କ୍ରିକେଟ ଟିମ ଯିବା ସମ୍ଭାବନା ସୃଷ୍ଟି ହୋଇଛି । ଏଥିପାଇଁ ବିସିସିଆଇ ପ୍ରସ୍ତୁତ ଥିଲେ ମଧ୍ୟ ଶେଷ ନିଷ୍ପତି ଭାରତ ସରକାରଙ୍କ ରହିବ । ସରକାରଙ୍କ ମଂଜୁରୀ ମିଳିଲେ ୧୫ ବର୍ଷ ପରେ ପାକିସ୍ତାନ…

ଫ୍ୟାନ୍ସଙ୍କୁ ଦିୱାନା କଲା ସୋନାକ୍ଷୀଙ୍କ ‘ଲେଡି ବସ୍ ଲୁକ୍’

ମୁମ୍ବାଇ: ମନୋରଞ୍ଜନ ଜଗତରେ ଆଜିକାଲି ବେଶ ଚର୍ଚ୍ଚାରେ ଅଛନ୍ତି ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା। ତାଙ୍କ ଆଗାମୀ ଚଳଚ୍ଚିତ୍ର 'ଡବଲ୍ ଏକ୍ସଏଲ୍'କୁ ନେଇ ସୋସିଆଲ ମିଡିଆରେ ଚାଲିଛି ଆଲୋଚନା। ସେପେଟ ଅଭିନେତ୍ରୀ ମଧ୍ୟ ତାଙ୍କ ଚଳଚ୍ଚିତ୍ରର ପ୍ରମୋସନରେ ନିରନ୍ତର ବ୍ୟସ୍ତ ଅଛନ୍ତି। ଏହି ସମୟରେ…

‘ମିର୍ଜାପୁର ୩’ ବ୍ୟାନ କରିବାକୁ ମନା କଲେ କୋର୍ଟ, ସିରିଜ ସପକ୍ଷରେ ହେଲା ନିଷ୍ପତ୍ତି

ମୁମ୍ବାଇ: କ୍ରାଇମ ୱେବ୍ ସିରିଜ୍ 'ମିର୍ଜାପୁର'କୁ ନେଇ ପ୍ରଶଂସକଙ୍କ ମଧ୍ୟରେ ରହିଛି କ୍ରେଜ୍। ପ୍ରଥମ ଏବଂ ଦ୍ୱିତୀୟ ସିଜିନ ପରେ ପ୍ରଶଂସକମାନେ 'ମିର୍ଜାପୁର'ର ତୃତୀୟ ସିଜିନକୁ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଥିଲେ। ଏହି ସମୟରେ ପ୍ରଶଂସକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ନିକଟରେ…

ପୁରୁଷ ଅଭିଭାବକ ବିନା ମହିଳାମାନେ କରିପାରିବେ ହଜ ଯାତ୍ରା

ମକ୍କା: ସାଉଦି ଆରବ ସରକାରଙ୍କ ପକ୍ଷରୁ ଶୁକ୍ରବାର ଏକ ଐତିହାସିକ ନିଷ୍ପତି ନିଆଯାଇଛି । ଆଗକୁ ମହିଳାମାନେ ପୁରୁଷ ଅଭିଭାବକଙ୍କ ବିନା ହଜ ଯାତ୍ରାରେ ଯାଇପାରିବେ । ହଜ ମନ୍ତ୍ରୀ ତାୱପିକ ବିନ ଫଓଜାନ ଅଲ ରବିୟାହ ଏହି ଘୋଷଣା କରିଛନ୍ତି । ମହିଳା ଯାତ୍ରୀଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ପ୍ରଦାନ…

କଇଁଥଗୋଡ଼ାରେ ଦନ୍ତା ହାତୀ ମୃତ

କାମାକ୍ଷାନଗର : ବିଦ୍ୟୁତ ଆଘାତରେ ଦନ୍ତାହାତୀ ମୃତ। ଢେଙ୍କାନାଳ ବନଖଣ୍ଡ ଭୁବନ ରେଞ୍ଜ ଜିରାଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ କଇଁଥଗୋଡା ନିକଟରେ ଦନ୍ତା ହାତୀର ମୃତ ଦେହ ଉଦ୍ଧାର । ବିଦ୍ୟୁତ ଜନିତ ଆଘାତ କାରଣରୁ ଦନ୍ତା ହାତୀଟିର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ହାତୀଟିର ଅନୁମାନିକ ବୟସ…

କ୍ଷୁଦ୍ର ଜଳସେଚନ ନିର୍ବାହୀ ଯନ୍ତ୍ରୀଙ୍କ ୫ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ୫ଟି ସ୍ଥାନରେ ଚଢ଼ାଉ କରିଛି । ବାଲେଶ୍ୱର କ୍ଷୁଦ୍ର ଜଳସେଚନ ଡିଭିଜନ ନିର୍ବାହୀ ଯନ୍ତ୍ରୀ ମହେଶ ପ୍ରସାଦ ପଟ୍ଟନାୟକଙ୍କ ଅଫିସ୍ ସହ ଅନ୍ୟ ୪ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ । ୩ ଜଣ ଡିଏସପିଙ୍କ ନେତୃତ୍ୱରେ ରେଡ୍…

ମୃତ ହିତାଧିକାରୀଙ୍କ ନାଁ ରେ କିଏ ନେଉଛି ଭତ୍ତା ଟଙ୍କା ?

ଯାଜପୁର: ଭତ୍ତା କେଳେଙ୍କାରୀକୁ ନେଇ ଆସିଲା ସାଂଘାତିକ ଅଭିଯୋଗ । ଜୀବିତ ହିତାଧିକାରୀଙ୍କ ଭତ୍ତା ଟଙ୍କା ଗାଏବ। ଭୂତ ଉଠାଉଛନ୍ତି ଭତ୍ତା ଟଙ୍କା। ବର୍ଷ ବର୍ଷ ଧରି ଚାଲିଛି ଏଭଳି ଆଶ୍ଚର୍ଯ୍ୟକର ଘଟଣା। ଏଠି ସତସତିକା ଭୁତ ଆସି ଭତା ଟଙ୍କା ହଡ଼ପ କରୁନାହାନ୍ତି ବରଂ କେତେକ ଦୁର୍ନୀତି ଗ୍ରସ୍ତ…

ଟଏଲେଟ ସହ ଯୋଡି ଦିଆଗଲା ହ୍ୟାଣ୍ଡ ୱାଶ୍ ବେସିନ୍, ଫଟୋ ଭାଇରାଲ

ଓଡ଼ିଶା ସମ୍ବାଦ ବ୍ୟୁରୋ: ସମୟ ଯେତେ ଗଡୁଛି ଆଗାମୀ ଭବିଷ୍ୟତ ଏକ ଭଲ ଏବଂ ସ୍ଥାୟୀ ଦିଗକୁ ଗତି କରିବାକୁ ଚେଷ୍ଟା କରୁଛି। ବସ୍ତୁକୁ ପ୍ରଭାବଶାଳୀ ଏବଂ ଦକ୍ଷ ଉପଯୋଗକୁ ବଢାଇବା ପାଇଁ ଅନେକ ଉଦ୍ଭାବନ ଏବଂ ଆବିଷ୍କାର କରାଯାଉଛି। ଆପଣ ନିଶ୍ଚିତ ଭାବୁଥିବେ ହଠାତ୍ କାହିଁକି ଆମେ ଏ ବିଷୟରେ ଆଲୋଚନା…

ଖଣ୍ଡା ଦେଖାଇ ବ୍ୟବସାୟୀଙ୍କଠାରୁ ଲୁଟିନେଲେ ୫୦ ହଜାର ଟଙ୍କା

କୋରାପୁଟ: ବୈପାରୀଗୁଡା ଥାନା ଅନ୍ତର୍ଗତ ବାଲିଆ ରାସ୍ତାର ଚନ୍ଦନପୁର ନିକଟସ୍ଥ ଶାଳବଣ ନିକଟରୁ ବ୍ୟବସାୟୀଙ୍କ ଠାରୁ ୫୦ ହଜାର ଟଙ୍କା ଲୁଟିନେଲେ ଦୃର୍ବୁତ୍ତ l ଲୁଟ୍‌ର ଶିକାର ହୋଇଥିବା ଯୁବକ ମାନେ ହେଲେ ରାମଗିରି ଗ୍ରାମର ହୋଟେଲ ବ୍ୟବସାୟୀ ସୁରେନ୍ଦ୍ର ବରେଇଙ୍କ ପୁଅ ବିଶ୍ବଜିତ ବରେଇ ଏବଂ…