Latest Odisha News

BREAKING NEWS

ବଢ଼ିଲା ତେଜସ୍ୱୀଙ୍କ ଅଡୁଆ, ଜାମିନ ଖାରଜ କରିବା ପାଇଁ ଅନୁରୋଧ କଲା ସିବିଆଇ

ପାଟନା: ଆଇଆରସିଟିସି ସ୍କାମରେ ବିହାର ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ଅଡୁଆ ବୃଦ୍ଧି ପାଇଛି । ତାଙ୍କୁ ମିଳିଥିବା ଜାମିନକୁ ବାତିଲ କରିବା ପାଇଁ ସିବିଆଇ ଆବେଦନ କରିଛି । ରାଉସ ଆଭେନ୍ୟୁ କୋର୍ଟ ଏ ନେଇ ତେଜସ୍ୱୀଙ୍କୁ ନୋଟିସ ମଧ୍ୟ ଜାରୀ କରିଛି । ୨୦୧୮ରେ ଆଇଆରସିଟିସି ଟେଣ୍ଡର ସ୍କାମ…

କେତେ ବିପଦ ଚାଇନିଜ ସଲ୍ଟ ବା ଆଜିନୋମୋଟୋ ?

ପୁରୀ: ଚାଓମିନ, ମଂଚରିଆନ, ମୋମୋଜ, ଚିପ୍ସ ଓ ରୋଲର ଭିନ୍ନ ଧରଣର ସ୍ୱାଦ ଓ ମଜା ଆଣୁଥିବା ଚାଇନିଜ ସଲ୍ଟ ବା ଆଜିନୋମୋଟୋ ସ୍ୱାସ୍ଥ୍ୟ ପାଇଁ କେତେ ବିପଦ ଆସନ୍ତୁ ଜାଣିବା । ବିଭିନ୍ନ ଦେଶରେ କରାଯାଇଥିବା ଗବେଷଣା ଏହା ହୃଦଘାତ, ରକ୍ତଚାପ ପରି ମାରାତ୍ମକ ସ୍ୱାସ୍ଥ୍ୟ ସମସ୍ୟାକୁ ଡାକି ଆଣିଥାଏ ।…

ଆଇପିଏଲରେ ଲାଗୁ ହେବ ଇମ୍ପାକ୍ଟ ପ୍ଲେୟାର ନିୟମ

ନୂଆଦିଲ୍ଲୀ: ଟି୨୦ କ୍ରିକେଟରେ ରୋମାଂଚ ଭରି ରହିଥିବା ବେଳେ ଏଥିରେ ଆହୁରି ମସଲା ଯୋଗାଇବା ପାଇଁ ବିସିସିଆଇ ମୁଣ୍ଡ ଖେଳାଇଲାଣି । କ୍ରିକେଟ ପ୍ରଶଂସକଙ୍କୁ ବାନ୍ଧି ରଖିବା ପାଇଁ ଆଇପିଏଲରେ ଗୋଟିଏ ଟିମ ଚୂଡାନ୍ତ ଏକାଦଶରେ ୧୧ ବଦଳରେ ୧୫ ଖେଳାଳି ସାମିଲ କରିପାରିବା ନିୟମ ଲାଗୁ କରିବା ପାଇଁ…

ପାଣି ପଞ୍ଚାୟତ ସମୀକ୍ଷା ବୈଠକରେ ବିଧାୟକଙ୍କ ଉଦବେଗ, ୮ ଦିନ ମଧ୍ୟରେ ତଥ୍ୟ ଦେବାକୁ ଅଧିକାରୀଙ୍କୁ ତାଗିଦ୍

ନୂଆପଡ଼ା: ୨୦୨୧ ମାର୍ଚ୍ଚ ୧୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପର ଲୋକାର୍ପଣ କରିଥିଲେ । ଏହି ପ୍ରକଳ୍ପ ମାଧ୍ୟମରେ ନୂଆପଡ଼ାର ୧୩ ହଜାର ୨୦୦ ହେକ୍ଟର ଚାଷଜମି ସହ ବଲାଙ୍ଗିରର ୧୬ ହଜାର ୭ ଶହ ହେକ୍ଟର ଜମି ଜଳ ସେଚିତ ହୋଇଥାନ୍ତା । ଯେଉଁଥିରେ ଉପକୃତ…

ପ୍ରଧାନମନ୍ତ୍ରୀ ଆୱାସ ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ, ଉପଜିଲ୍ଲାପାଳ ଦେଲେ ତଦନ୍ତ ନିର୍ଦ୍ଦେଶ

କାମାକ୍ଷାନଗର: ହିତାଧିକାରୀ ଜଣେ, କିନ୍ତୁ ଜିଓ ଟ୍ୟାଗିଂରେ ଫଟୋ ଲାଗିଛି ଆଉ ଜଣଙ୍କର । ଦସ୍ତାବିଜରେ ପ୍ରଧାନମନ୍ତ୍ରୀ ଆୱାସ ଯୋଜନାର ହିତାଧିକାରୀ ହେଉଛନ୍ତି ଅଜୟ କୁମାର ସାହୁ । କିନ୍ତୁ ଜିଓ ଟ୍ୟାଗିଂରେ ଦିଆ ଯାଇଥିବା ଫଟୋରେ ରହିଛି ଅନ୍ୟ ଜଣଙ୍କ ନାଁ । ଏଭଳି ଏକାଧିକ ଆୱାସ ଯୋଜନା…

ଟି୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଏସିଆ କପ ଚାମ୍ପିୟନ ଟିମ

କଲମ୍ବୋ: ଏସିଆ କପ ଚାମ୍ପିୟନ ଶ୍ରୀଲଙ୍କା ଟିମ ଆଜି ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ଦଳ ଘୋଷଣା କରିଛି । ଦାସୁନ ଶାନକାଙ୍କ ନେତୃତ୍ୱରେ ଘୋଷିତ ଦଳରୁ ଦୀନେଶ ଚାନ୍ଦିମାଲାଙ୍କୁ ବାଦି ଦିଆଯାଇ ଷ୍ଟାଣ୍ଡବାଇରେ ରଖାଯାଇଛି । ପେସ ବୋଲର ଦୁଷ୍ମଥ ଚମିରା ଦଳକୁ ଫେରିଛନ୍ତି । ପାକିସ୍ତାନ ହରାଇ…

କବିତା : ଅବ୍ୟକ୍ତ

ଡମ୍ବରୁଧର ବେହେରା  ଅବ୍ୟକ୍ତ ଅଟନ୍ତି ପ୍ରଭୁ ନିରାକାର ଆଦି ଅନାଦି ଅନନ୍ତ ଯୁଗ ଯୁଗ ଧରି ମୁନି ଋଷିଗଣ ନ ପାଆନ୍ତି ଆଦି ଅନ୍ତ। ସୃଷ୍ଟି ସର୍ଜନାର ବିଶିଷ୍ଠ ବିନ୍ଧାଣୀ ରଚେ ଚର୍ମ ହାଡ଼ ମାଂସ ଦୁର୍ଲଭ ଜୀବନ ଶରୀର ମଣିଷ ଚତୁର୍ଦ୍ଦିଗେ ବେଢ଼ି ଫାଶ। ସଂସାର ରୂପକ ଗଭୀର ଜଳରେ…

କମ୍ପାନୀରୁ ଶ୍ରମିକଙ୍କୁ ନେଇ ଫେରିବା ବେଳେ ବସକୁ ପିଟିଲା ହାଇୱା, ୩ ମୃତ

ଝାରସୁଗୁଡ଼ା: ବସକୁ ପିଟିଲା ହାଇୱା । ୩ ଜଣଙ୍କ ମୃତ୍ୟୁ । ଝାରସୁଗୁଡ଼ା ବିଜୁ ଏକ୍ସପ୍ରେସ୍ ୱେରେ ଜେଏସଡବ୍ଲୁର ଶ୍ରମିକଙ୍କୁ ନେଇ ଫେରୁଥିବା ବସକୁ ହାଇୱା ଧକ୍କା ଦେବା ଫଳରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ୧୫ରୁ ୨୦ ଜଣ ଆହତ ହୋଇଛନ୍ତି । ତେବେ କିଭଳି ପରିସ୍ଥିତିରେ ଦୁର୍ଘଟଣା…

ମହାଆଡ଼ମ୍ବରରେ ହେବ କଳିଙ୍ଗ ବାଲିଯାତ୍ରା ମହୋତ୍ସବ

ପାରାଦୀପ: ଏବର୍ଷ କମ୍ପିବ କଳିଙ୍ଗ ବାଲିଯାତ୍ରା ମହୋତ୍ସବ । ମହାମାରୀ କରୋନା ପାଇଁ ବିଗତ ୨ ବର୍ଷ ହେଲା ପାରାଦୀପର ପ୍ରସିଦ୍ଧ କଳିଙ୍ଗ ବାଲିଯାତ୍ରା ବନ୍ଦ ରହିଥିଲା । ଏ ବର୍ଷ କଳିଙ୍ଗ ବାଲିଯାତ୍ରା ମହୋତ୍ସବ ମହାଆଡ଼ମ୍ବରରେ ହେବ । ଏନେଇ ସୂଚନା ଦେଇଛନ୍ତି ବାଲିଯାତ୍ରା କମିଟିର ଅଧ୍ୟକ୍ଷା ତଥା…

ଶୌଚାଳୟ ଯିବା ବେଳେ ବିଦ୍ୟାଳୟ କାନ୍ଥ ପଡ଼ି ଛାତ୍ରୀଙ୍କ ମୃତ୍ୟୁ

ଗୁଣୁପୁର: ବିଦ୍ୟାଳୟରେ ଅଘଟଣ । ଶୌଚାଳୟ ଯିବା ବେଳେ ବିଦ୍ୟାଳୟ ଫାଟକ କାନ୍ଥ ପଡ଼ି ଜଣେ ଛାତ୍ରୀଙ୍କ ମୃତ୍ଯୁ ହୋଇଛି । ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଅଭାବନୀୟ ଘଟଣା ଶୁକ୍ରବାର ଘଟିଛି । ବିଦ୍ୟାଳୟର ପଞ୍ଚମ ଶ୍ରେଣୀ ଛାତ୍ରୀ ଆହୁତି ଶବର ବିଦ୍ୟାଳୟ…