ପୁଣି ଗୋଟିଏ ଦିନରେ ୨ଟି ପରୀକ୍ଷା, କ’ଣ କରିବେ ଦ୍ବନ୍ଦ୍ବରେ ପରୀକ୍ଷାର୍ଥୀ?
ଭୁବନେଶ୍ବର: ପୁଣି ଗୋଟିଏ ଦିନରେ ୨ଟି ଗୁରୁତ୍ବପୂର୍ଣ ପରୀକ୍ଷା । ଆସନ୍ତା ଏପ୍ରିଲ୍ ୨୨ରେ ଓଡ଼ିଶା ପ୍ରଶାସନିକ ସେବା ଓଏଏସ୍ ମେନ୍ ଏବଂ ରେଳବାଇ ଜେଇ ପରୀକ୍ଷା । ଯାହାକୁ ନେଇ ଏବେ ଚିନ୍ତାରେ ପରୀକ୍ଷାର୍ଥୀ । କରିବେ କ’ଣ, ଗୋଟିଏ ଦିନରେ ଦୁଇଟି ପରୀକ୍ଷା ପଡିଥିବା ବେଳେ, ନିହାତି ଗୋଟିଏ…