Latest Odisha News

BREAKING NEWS

କୋହଲି ପିନ୍ଧିଥିବା ଫିଟନେସ ବ୍ୟାଣ୍ଡର ମୂଲ୍ୟ କେତେ ଜାଣିଛନ୍ତି କି

ଦୁବାଇ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟରେ ବିରାଟ କୋହଲିଙ୍କ ଆକର୍ଷଣୀୟ ଅପରାଜିତ ଶତକ ବଳରେ ଭାରତ ୬ ୱିକେଟରେ ପାକିସ୍ତାନକୁ ପରାସ୍ତ କରିଛି । ଏହି ମ୍ୟାଚ ଅବସରରେ କୋହଲି ଏକ ଫିଟନେସ ବ୍ୟାଣ୍ଡ ପିନ୍ଧିଥିଲେ । ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ଏହି ହୁପ କମ୍ପାନୀର ଏହି…

ହାର୍ଦ୍ଦିକଙ୍କ ପ୍ରଦର୍ଶନରେ ଉତ୍ସାହିତ ହୋଇ ପଡୁଥିଲେ ଜସ୍ମିନ

ଦୁବାଇ: ବ୍ରିଟେନର ଗାୟିକା ଓ ଟିଭି ଷ୍ଟାର ଜସ୍ମିନ ୱାଲିୟାଙ୍କ ସହ ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବନ୍ଧୁତା ଏବେ ଚର୍ଚ୍ଚାର କାରଣ ସାଜିଛି । ଭାରତ-ପାକିସ୍ତାନ ମ୍ୟାଚ ଦେଖିବାକୁ ଜସ୍ମିନ ଆସିଥିଲେ । ଷ୍ଟାଡିୟମରେ ସେ ହାର୍ଦ୍ଦିକଙ୍କ ପ୍ରଦର୍ଶନ ନେଇ ବେଶ ଉତ୍ସାହିତ ରହୁଥିବା…

ଯବାନଙ୍କୁ ନକ୍ସଲଙ୍କ ଟାର୍ଗେଟ୍; ବୋତଲ ବୋମା ଠାବ କଲେ ସୁରକ୍ଷାକର୍ମୀ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ବଡ ବିସ୍ଫୋରଣରୁ ଅଳ୍ପକରେ ବର୍ତ୍ତିଲେ ସୁରକ୍ଷାକର୍ମୀ । ଯବାନ ସର୍ଚ୍ଚ ଅପରେସନ କରୁଥିବା ବେଳେ ଏକ ବିୟର ବୋତଲ ବୋମାକୁ ଠାବ କରିଥିଲେ । ଏହାପରେ ଯବାନ ମାନେ ବୋମା ନିଷ୍କ୍ରିୟକାରୀ ଦଳକୁ ଡାକି ଏହାକୁ ନିଷ୍କ୍ରିୟ କରିଥିଲେ…

ଭାରତ ସହ ୪୫ଟି ଦେଶ ପାଇଁ ଏବେ ଇ-ଭିସା ଜାରି କଲା ଏହି ଦେଶ

ନୂଆଦିଲ୍ଲୀ: ଅନେକ ଦେଶରେ ଭିସା ସମ୍ପର୍କରେ ବିଭିନ୍ନ ସୁବିଧା ରହିଛି । କିଛି ଦେଶ ପାଇଁ, ଆଗମନ ସମୟରେ ଭିସା ଉପଲବ୍ଧ, ଯେତେବେଳେ କିଛି ଦେଶ ଇ-ଭିସାର ବିକଳ୍ପ ମଧ୍ୟ ପ୍ରଦାନ କରନ୍ତି । ଯେତେବେଳେ ଅନ୍ୟ ଦେଶଗୁଡ଼ିକ କେବଳ ଦୂତାବାସ ମାଧ୍ୟମରେ ଭିସା ଆବେଦନ ଗ୍ରହଣ କରନ୍ତି । ତେବେ ରୁଷ…

ତୁରନ୍ତ ମୋବାଇଲ ନିଶା ଛାଡିବେ ପିଲାଏ ! ଆପଣାନ୍ତୁ ଏହି ମ୍ୟାଜିକ ଟ୍ରିକ୍ସ

ଭୁବନେଶ୍ଵର: ବର୍ତ୍ତମାନ ସମୟରେ ମୋବାଇଲ ପ୍ରତି ପିଲାଙ୍କ ଆସକ୍ତି ଭାବ ଅନିୟନ୍ତ୍ରିତ ଭାବରେ ବୃଦ୍ଧି ପାଇଛି । ଅଧିକାଂଶ ପିଲା ଟାବ୍ଲେଟ୍‌, ଲ୍ୟାପ୍‌ଟପ୍‌ ଓ ସ୍ମାର୍ଟଫୋନ୍‌ ଭଳ ଇଲେକ୍ଟ୍ରୋନିକ୍‌ ଡିଭାଇସ୍‌ ବ୍ୟବହାର କରୁଛନ୍ତି । ଯାହାକି ପିଲାଙ୍କ ଶାରୀରିକ ସ୍ବାସ୍ଥ୍ୟ ତଥା ମାନସିକ…

ଅତ୍ୟଧିକ ଭୋକ ଲାଗିବା ଏକ ରୋଗ କି?

ଭୁବନେଶ୍ବର:କିଛି ଲୋକଙ୍କୁ ବହୁତ ଭୋକ ଲାଗେ । ଏପରି ଲୋକମାନେ ଖାଦ୍ୟ ଖାଇବା ପରେ ମଧ୍ୟ ଭୋକିଲା ଅନୁଭବ କରନ୍ତି । ଯଦି ଆପଣଙ୍କୁ ମଧ୍ୟ ଆବଶ୍ୟକତାଠାରୁ ଅଧିକ ଭୋକ ଲାଗୁଛି ତେବେ ଏହା ସାମାନ୍ୟ କଥା ନୁହେଁ । ଏପରି ଅନେକ ରୋଗ ହେତୁ  ମଧ୍ୟ ହୋଇପାରେ । -ଆମ ମଧ୍ୟରେ ଅନେକ ଲୋକ ଅଛନ୍ତି,…

ସରିଲା ପଙ୍କୋଦ୍ଧାର, ବଡସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଲୋକନାଥ

ପୁରୀ: ବାବା ଲୋକନାଥଙ୍କ ପୀଠରେ ପାଳିତ ହୋଇଛି ପଙ୍କୋଦ୍ଧାର ଏକାଦଶୀ ନୀତି । ଏହି ଅବସରରେ ବଡସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଲୋକନାଥ । ବର୍ଷ ତମାମ ଫୁଲ, ବେଲପତ୍ର, କ୍ଷୀର ଓ କଦଳୀରେ ବୁଡି ରହୁଥିବା ଜଳବିହାରୀ ଲୋକନାଥଙ୍କ ଶ୍ରୀଲିଙ୍ଗରୁ ଉଦ୍ଧାର ହୁଏ ପାଦୁକ । ବର୍ଷକର ଏହି ଗୋଟିଏ…

ଆମେରିକାର ୟୁ-ଟର୍ଣ୍ଣ ଫସିଗଲା ୟୁକ୍ରେନ୍ !

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ୍ ଯୁଦ୍ଧକୁ ୩ବର୍ଷ ପୂରିଛି । ଆମେରିକା ସହ ଅନେକ ଦେଶର ହସ୍ତକ୍ଷେପ ପରେ ବି ଯୁଦ୍ଧ ଥମିବାର ନାଁ ନେଉନି ।   ସେପଟେ ଯୁଦ୍ଧ ବନ୍ଦ କରିବାକୁ ଆମେରିକା ଡାକିଥିବା ଉଚ୍ଚସ୍ତରୀୟ ବୈଠକରେ ୟୁକ୍ରେନକୁ ନିମନ୍ତ୍ରଣ କରାନଯିବା ନୂଆ ସମୀକରଣ ନେଇ ଚର୍ଚ୍ଚା ବଢାଇଛି। ସାଉଦି…

ଚାମ୍ପିଅନ୍ସ ଟ୍ରଫିକୁ ଆତଙ୍କବାଦୀଙ୍କ ଟାର୍ଗେଟ୍, ବିଦେଶୀ ଦର୍ଶକଙ୍କୁ କରିପାରନ୍ତି ଅପହରଣ! 

ନୂଆଦିଲ୍ଲୀ: ୨୦୨୫ ଚାମ୍ପିଅନ୍ସ ଟ୍ରଫି ଦେଖିବାକୁ ଆସୁଥିବା ବିଦେଶୀମାନଙ୍କୁ ଅପହରଣ କରି ସେମାନଙ୍କଠାରୁ ମୋଟା ଅଙ୍କର ଟଙ୍କା ଆଦାୟ କରିବାର ଯୋଜନା। ଏନେଇ ପାକିସ୍ତାନର ଗୁଇନ୍ଦା ବିଭାଗ ଇସଲାମିକ୍ ଷ୍ଟେଟ୍ ଖୋରାସାନ୍ ପ୍ରାନ୍ତର (ଆଇଏସକେପି) ଏଭଳି ଷଡ଼ଯନ୍ତ୍ର ବିଷୟରେ ଖୁଲାସା କରିଛି।…

୧୦ ମାସରେ ଟଙ୍କା ଡବଲ୍ ହୋଇଯିବ କହି ଠକେଇ, ଗିରଫ କଲା ଇଓଡବ୍ଲ୍ୟୁ

ଭୁବନେଶ୍ୱର: ଦଶ ମାସ ମଧ୍ୟରେ ଜମା ଟଙ୍କା ଦୁଇଗୁଣ କରିବାର ପ୍ରତିଶ୍ରୁତି ଦେଇ ୨୦୦ରୁ ଅଧିକ ନିବେଶକଙ୍କୁ ପାଞ୍ଚ କୋଟି ଟଙ୍କା ଠକିଥିବା ଅଭିଯୋଗରେ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ହାଇଦ୍ରାବାଦର ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ଭଦ୍ରକ ଭଣ୍ଡାରିପୋଖରୀ ଅଞ୍ଚଳ ସ୍ଥିତ…