Latest Odisha News

BREAKING NEWS

ଶ୍ରୀଜିଉଙ୍କ ଉଭାଯାତ୍ରା, ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ: ରାତି ପାହିଲେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଆଜି ପ୍ରତିପଦା ତିଥିରେ ଶ୍ରୀଜିଉଙ୍କ ଉଭାଯାତ୍ରା। ସକାଳୁ ଦୈନନ୍ଦିନ ନୀତି ପରେ ରଥ ଆଜ୍ଞାମାଳ ବିଜେ କରାଯିବ। ଘଣ୍ଟ, ଛତା କାହାଳି ସହ ପଟୁଆରରେ ଆସିବ ଆଜ୍ଞାମାଳ। ପଟୁଆରରେ ପୂଜାପଣ୍ଡା ମାନେ ମହାପ୍ରଭୁଙ୍କର ଆଜ୍ଞାମାଳ ନେଇ…

ଭୁବନେଶ୍ୱରରେ ବାଇକକୁ ଧକ୍କା ଦେଲା ଅଜଣା ଗାଡ଼ି, ଚାଲିଗଲା ୨ ଜୀବନ

ଭୁବନେଶ୍ୱର: ଭୁବନେଶ୍ୱରରେ ମଙ୍ଗଳବାର ରାତିରେ ଏକ ଅଜଣା ଦ୍ରୁତଗାମୀ ଗାଡ଼ି ବାଇକକୁ ଧକ୍କା ଦେବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଭୁବନେଶ୍ୱରର ଖଣ୍ଡଗିରି ଓଭରବ୍ରିଜ୍ ଉପରେ ଏହି ଦୁର୍ଘଟଣା ଘଟିଥିଲା। ପ୍ରାଥମିକ ସୂଚନା ଅନୁଯାୟୀ, ଦୁଇ ଯୁବକ ଏକ ବାଇକରେ ଯାଉଥିଲା ବେଳେ ଏକ ଅଜଣା ଗାଡ଼ି…

ପ୍ରବଳ ବର୍ଷା ପାଇଁ ଆଜି ପୁରୀରେ ସ୍କୁଲ୍‌ ବନ୍ଦ

ଭୁବନେଶ୍ୱର: ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଯାହାକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ଆଜି ସମସ୍ତ ସ୍କୁଲ ଛୁଟି ଘୋଷଣା କରିଛନ୍ତି। ଏହି ଛୁଟି ଜିଲ୍ଲାର ସମସ୍ତ ସରକାରୀ, ବେସରକାରୀ ଏବଂ ଅନୁଦାନପ୍ରାପ୍ତ…

ବଙ୍ଗୋପସାଗର ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି…

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଫଳରେ ଆଗାମୀ ଦୁଇ ଦିନ ମଧ୍ୟରେ ସାରା ଓଡ଼ିଶାରେ ବ୍ୟାପକ ବର୍ଷା ହେବ ବୋଲି ମଙ୍ଗଳବାର ଦିନ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି)। ଗତକାଲିର ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହୋଇଛି…

ଭଦ୍ରକରେ ପ୍ରବଳ ବର୍ଷା, ଆଜି ସ୍କୁଲ ଛୁଟି

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଲଗାତାର ବର୍ଷା ଯୋଗୁଁ ଜିଲ୍ଲା ପ୍ରଶାସନ ବୁଧବାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟ ପାଇଁ ଛୁଟି ଘୋଷଣା କରିଛି। ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲଗାତାର ବର୍ଷା ଏବଂ ଜଳବନ୍ଦୀ ମଧ୍ୟରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ସର୍ବାଧିକ…

ହର୍ମୁଜ ଉପରୁ ୨୦% ଶୁଳ୍କ ପ୍ରତ୍ୟାହାର କଲେ ଟ୍ରମ୍ପ, ଇରାନ ଦେଇଥିଲା ଧମକ…

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହର୍ମୁଜ୍ ପ୍ରଣାଳୀକୁ ନେଇ ୟୁ-ଟର୍ଣ୍ଣ ନେଇଛନ୍ତି। ସେ ପ୍ରଣାଳୀ ଦେଇ ଯାଉଥିବା କାର୍ଗୋ ଉପରେ ୨୦ ପ୍ରତିଶତ ଶୁଳ୍କ ଲାଗୁ କରିବା ପାଇଁ ଘୋଷଣା କରିଥିଲେ। ଯାହାକୁ ଏବେ ସମ୍ପୂର୍ଣ୍ଣ ବାତିଲ କରିଛନ୍ତି। ଏହା ବଦଳରେ ସେ ଗଲ୍ଫ…

ଭାରତ-ବାଂଲାଦେଶ ସିରିଜ ଉପରେ ସଙ୍କଟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ଏବେ ଇଂଲଣ୍ଡ ମଧ୍ୟରେ ଦିନିକିଆ କ୍ରିକେଟ ସିରିଜ ଖେଳାଯାଉଛି । ଏହା ପରେ ଭାରତୀୟ ଟିମ ବାଂଲାଦେଶ ଗସ୍ତରେ ଯିବ । ତେବେ ଏହି ସିରିଜର ଆୟୋଜନ ଉପରେ ସଙ୍କଟ ଦେଖାଦେଇଛି । ଏହି ଗସ୍ତରେ ଟିମ ଇଣ୍ଡିଆ ୩ଟି ଦିନିକିଆ ଓ ୩ଟି ଟି୨୦ ମ୍ୟାଚ ଖେଳାଯିବ । ବାଂଲାଦେଶ…

କୋଭିଡ-୧୯ର କୌଣସି ଗୁଜବରେ ଭୟଭୀତ ନହୋଇ ସଚେତନ ରହିବାକୁ ଅପିଲ..

ଭୁବନେଶ୍ୱର: ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରେ କୋଭିଡ୍-୧୯ ମାମଲା ବୃଦ୍ଧି ପାଇଛି । ସମ୍ଭାବ୍ୟ କୋଭିଡ-୧୯ ପରିସ୍ଥିତିକୁ ଦୃଷ୍ଟିରେ ରଖି ତତ୍ପରତା ଦେଖାଇଛନ୍ତି ରାଜ୍ୟ ସରକାର । ଏନେଇ ଆଜି ଲୋକସେବା ଭବନଠାରେ ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଵାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଅଧ୍ୟକ୍ଷତାରେ…

ଫିଫା ବିଶ୍ୱକପ ୨୦୨୬ ସେମିଫାଇନାଲ: ୨୦ ବର୍ଷ ପରେ ପରସ୍ପରକୁ ଭେଟିବେ ଫ୍ରାନ୍ସ-ସ୍ପେନ

ନୂଆଦିଲ୍ଲୀ: ଫିଫା ବିଶ୍ୱକପ ୨୦୨୬ ଧୀରେ ଧୀରେ ସମାପନ ଆଡକୁ ଗତି କରୁଛି । ପ୍ରଥମ ସେମିଫାଇନାଲରେ ଫ୍ରାନ୍ସ ଓ ସ୍ପେନ ପରସ୍ପରକୁ ଭେଟିବେ । ୨୦ ବର୍ଷ ପରେ ଫିଫା ବିଶ୍ୱକପରେ ଏହି ଦୁଇ ଟିମ ସାମ୍ନାସାମ୍ନି ହେଉଛନ୍ତି । ୨୦୦୬ରେ ରାଉଣ୍ଡ ଅଫ ୧୬ରେ ଫ୍ରାନ୍ସ ୩-୧ ଗୋଲରେ ସ୍ପେନକୁ ପରାସ୍ତ କରିଥିଲା…

ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ବୁମରାହଙ୍କ କୀର୍ତିମାନ

ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ କ୍ରିକେଟ ସିରିଜ ବର୍ମିଂହାମରେ ଆରମ୍ଭ ହୋଇଛି । ପ୍ରଥମ ଦିନିକିଆ ଅବସରରେ ଭାରତର ଷ୍ଟାର ପେସ ବୋଲର ଯଶପ୍ରୀତ ବୁମରାହ ୨ଟି କୀର୍ତିମାନ କରିଛନ୍ତି । ବୁମରାହଙ୍କ ଚମତ୍କାର ବୋଲିଂ ପ୍ରଦର୍ଶନ ସହାୟତାରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୪୭.୫ ଓଭରରେ…