୧୨ ବର୍ଷ ପରେ ଆରଏସଏସ ମୁଖ୍ୟାଳୟକୁ କାହିଁକି ଯାଇଥିଲେ ମୋଦି?
ନାଗପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ନାଗପୁରସ୍ଥିତ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ମୁଖ୍ୟାଳୟରେ ପହଞ୍ଚିଛନ୍ତି। ଏହା ତାଙ୍କର ୧୨ ବର୍ଷ ପରେ ପ୍ରଥମ ଗସ୍ତ। ସଂଘ ଏହି ବର୍ଷ ନିଜର ୧୦୦ ବର୍ଷ ପୂର୍ତ୍ତି ପାଳନ କରୁଛି। ମୋଦୀଙ୍କ ଏହି ଗସ୍ତ ଚୈତ୍ର ନବରାତ୍ରି ଓ ହିନ୍ଦୁ…