ବନ୍ତଳା ଥାନା ଅଞ୍ଚଳରେ ଗୁଳିକାଣ୍ଡ ଘଟଣା; ୫ଜଣଙ୍କୁ ଗିରଫ କଲା ପୋଲିସ
ଅନୁଗୁଳ: ବନ୍ତଳା ଥାନା ଅଞ୍ଚଳରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ପୋଲିସକୁ ସଫଳତା ମିଳିଛି । ଏହି ମାମଲରେ ପୁଲିସ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନଙ୍କ ପାଖରୁ ୨ଟି ପିସ୍ତଲ ସହ ୧୩ଟି ଜୀବନ୍ତ ଗୁଳି ଜବତ କରାଯାଇଛି । ପୂର୍ବ ଶତ୍ରୁତାରୁ ଏହି ଗୁଳିକାଣ୍ଡ ହୋଇଥିବା ପୋଲିସ…