Latest Odisha News

BREAKING NEWS

ବଜେଟରେ ଓଡ଼ିଶାକୁ ଅଣଦେଖା, ଅସନ୍ତୋଷ ଜାହିର କଲେ ନବୀନ

ବୁବନେଶ୍ଵର: ସଂସଦରେ ୮ମ ଥର ପାଇଁ ବଜେଟ୍‌ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହା ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟ।ଏହି ବଜେଟରେ ୧୦ଟି ଦିଗ ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ଗରିବ, ଯୁବକ, ଅନ୍ନଦାତା, ମହିଳା ଓ ଏମଏସଏମଇ ଆଦି ଉପରେ ଫୋକସ ରହିଛି।…

କମିନ୍ସଙ୍କ ରେକର୍ଡ ଭାଙ୍ଗିଲେ ଲାୟନ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ସ୍ପିନର ନାଥାନ ଲାୟନ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ମ୍ୟାଚ ଅବସରରେ ପ୍ୟାଟ କମିନ୍ସଙ୍କ ରେକର୍ଡ ଭାଙ୍ଗିଛନ୍ତି । ଲାୟନ ଏହି ଟେଷ୍ଟରେ ୭ଟି ୱିକେଟ ନେଇଥିଲେ । ଏଥିସହ ସେ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପରେ ସର୍ବାଧିକ ୱିକେଟ ନେବାର କୀର୍ତିମାନ ସ୍ଥାପନ କରିଛନ୍ତି । ସେ…

ଅରୁଣାଚଳ ପ୍ରଦେଶ ସମ୍ବର୍ଦ୍ଧିତ ପ୍ରଶ୍ନର ଏଭଳି ଜବାବ ଦେଲା ଡିପସିକ, ଆଶ୍ଚର୍ଯ୍ୟ ୟୁଜର୍ସ… 

ନୂଆଦିଲ୍ଲୀ: ଚାଇନିଜ୍ ଷ୍ଟାର୍ଟଅପ୍ ଡିପସିକର ଏଆଇ ମଡେଲ୍ ଏବେକା ସମୟରେ ଖୁବ୍ ଚର୍ଚ୍ଚାରେ। ଏହି ମଡେଲଟି ଆମେରିକୀୟ କମ୍ପାନୀଗୁଡ଼ିକ ଦ୍ୱାରା ନିର୍ମିତ ମହଙ୍ଗା ମଡେଲଗୁଡ଼ିକୁ ମଧ୍ଯ ପଛରେ ପକାଇ ଦେଇଛି। ନିକଟରେ ଅରୁଣାଚଳ ପ୍ରଦେଶ ସହ ଜଡିତ ଏକ ପ୍ରଶ୍ନ ଡିପସିକକୁ ପଚରା ଯାଇଥିଲା। ଯାହାର…

କାମ ଦେଉନି ସାହିଦଙ୍କ ଜଲୱା, ଜାଣନ୍ତୁ କେତେ ରହିଛି ‘ଦେବା’ର କଲେକ୍ସନ

ମୁମ୍ବାଇ: ଅଭିନେତା ସାହିଦ କାପୁରଙ୍କ ନୂଆ ଫିଲ୍ମ 'ଦେବା' ରିଲିଜ ହୋଇଯାଇଛି। ଏହି ଫିଲ୍ମ ୨୦୧୩ରେ ରିଲିଜ ହୋଇଥିବା ମାଲାୟଲମ ଫିଲ୍ମ 'ମୁମ୍ବାଇ ପୋଲିସ'ର ରିମେକ ଅଟେ। ଏହି ଫିଲ୍ମକୁ ରୋଶନ ଆଣ୍ଡ୍ରୁଜ୍ ନିର୍ଦ୍ଦେଶନା ଦେଇଥିବା ବେଳେ ଏଥିରେ ପୃଥ୍ୱୀରାଜ ସୁକୁମାରନ୍, ଜୟସୂର୍ଯ୍ୟା ଏବଂ ରହମାନ…

କନକସନ ନିୟମକୁ ନେଇ ପ୍ରଶ୍ନ ଉଠାଇଲେ ଇଂଲଣ୍ଡର ପୂର୍ବତନ ଖେଳାଳି

ନୂଆଦିଲ୍ଲୀ: ୪ର୍ଥ ଟି୨୦ରେ ବିଜୟ ହାସଲ କରି ଭାରତ ୩-୧ରେ ଅଗ୍ରଣୀ ରହି ଇଂଲଣ୍ଡ ବିପକ୍ଷରେ ଆଗୁଆ ସିରିଜ ଜିତି ନେଇଛି । ଫେବୃୟାରୀ ୨ରେ ୫ମ ତଥା ଅନ୍ତିମ ଟି୨୦ ମ୍ୟାଚ ଖେଳାଯିବ । ତେବେ ୪ର୍ଥ ଟି୨୦ରେ କନକଶନ ନିୟମକୁ ନେଇ ବିବାଦ ସୃଷ୍ଟି ହୋଇଛି । ଇଂଲଣ୍ଡର ପୂର୍ବତନ କ୍ରିକେଟର ଏ ନେଇ ପ୍ରଶ୍ନ…

ବଦଳିବ ଭାରତୀୟ ଡାକ ବିଭାଗର ରୂପରେଖ, ବଜେଟରେ ଘୋଷଣା କଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି କେନ୍ଦ୍ର ବଜେଟ୍ ୨୦୨୫ ଉପସ୍ଥାପନ କରିଛନ୍ତି । ଏଥିରେ ଆୟକର ଠାରୁ ଆରମ୍ଭ କରି ଅନ୍ୟାନ୍ୟ କ୍ଷେତ୍ର ପର୍ଯ୍ୟନ୍ତ ଅନେକ ଘୋଷଣା କରାଯାଇଥିଲା । ବଜେଟରେ, ସରକାର ଭାରତୀୟ ଡାକ ବିଭାଗର ରୂପ ବଦଳାଇବାକୁ ମଧ୍ୟ ଘୋଷଣା କରିଥିଲେ । ଅର୍ଥମନ୍ତ୍ରୀ…

ସ୍ବାସ୍ଥ୍ୟ ବଜେଟ୍ ୨୦୨୫: ସକ୍ଷମ ଅଙ୍ଗନବାଡ଼ି ଏବଂ ପୋଷଣ ୨.୦କୁ ନେଇ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ତାଙ୍କର ଅଷ୍ଟମ ବଜେଟ୍ ଉପସ୍ଥାପନ କରିଛନ୍ତି । ଏହି ସମୟ ମଧ୍ୟରେ ସେ ସାଧାରଣ ଲୋକଙ୍କୁ ଅନେକ ଉପହାର ଦେଇଥିଲେ । ଆୟକର ଛାଡ଼ଠାରୁ ଆରମ୍ଭ କରି କୃଷକମାନଙ୍କ ପାଇଁ ବିଭିନ୍ନ ଯୋଜନା ପର୍ଯ୍ୟନ୍ତ, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ପର୍ଯ୍ୟଟନକୁ…

ଅନୀଲଙ୍କ ଚମତ୍କାର ପ୍ରଦର୍ଶନ, ସର୍ଭିସେସ ସମ୍ମୁଖରେ ୩୭୬ ରନର ଟାର୍ଗେଟ

କଟକ: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ଓଡିଶା ୩୭୬ ରନର ଟାର୍ଗେଟ ସର୍ଭିସେସ ସମ୍ମୁଖରେ ରଖିଛି । ଜବାବରେ ତୃତୀୟ ଦିବସ ଷ୍ଟମ୍ପସ ଅପସାରଣ ବେଳକୁ ସର୍ଭିସେସ କୌଣସି ୱିକେଟ ନ ହରାଇ ୪୬ ରନ ସଂଗ୍ରହ କରିନେଇଛି । ଅନ୍ତିମ ଦିବସରେ ବିଜୟ ପାଇଁ ଦଳ ୩୩୦ ରନ ଆବଶ୍ୟକ କରୁଛି । ପଦାର୍ପଣ ମ୍ୟାଚରେ ଅନୀଲ…

ବଜେଟ୍ ୨୦୨୫-୨୬; ଏଆଇ ଶିକ୍ଷାକୁ ଗୁରୁତ୍ବ, ସେଣ୍ଟର ସ୍ଥାପନ ପାଇଁ ୫୦୦ କୋଟି ଟଙ୍କାର ଉପହାର

ନୂଆଦିଲ୍ଲୀ: ଆଜି ସଂସଦରେ ଉପସ୍ଥାପିତ ହୋଇଥିବା ୨୦୨୫-୨୬ ବଜେଟ୍‌ ରେ ଶିକ୍ଷା କ୍ଷେତ୍ରକୁ ଅଧିକ ଧ୍ୟାନ କରାଯାଇଛି । । ଦେଶରେ ଏଆଇ କ୍ଷେତ୍ର ଲାଗି ଏକ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏଆଇ ଶିକ୍ଷାକୁ ପ୍ରୋତ୍ସାହନ ପାଇଁ ଖୋଲିବ ୩ଟି ଏଆଇ ସେଣ୍ଟର । ଯେଉଁଥିପାଇଁ ୫…

୬ଭ୍ୟାରିଆଣ୍ଟ ସହ ବଜାରକୁ ଆସିଲା ହେଲା Kia Syros, ଜାଣନ୍ତୁ ପ୍ରାଇସ

ନୂଆଦିଲ୍ଲୀ: କିଆ ଭାରତୀୟ ବଜାରରେ ନୂଆ କମ୍ପାକ୍ଟ ଏସୟୁଭି Kia Syrosକୁ କଲା ଲଞ୍ଚ । ଏହି ଏସୟୁଭିକୁ ଡିସେମ୍ବର ୨୦୨୪ରେ କମ୍ପାନୀ ପ୍ରଦର୍ଶିତ କରିଥିଲା । ଏହା ୬-ଭ୍ୟାରିଆଣ୍ଟ ଏବଂ ୮ କଲର ଅପସନ୍ ସହ ଲଞ୍ଚ କରାଯାଇଛି । Kia Syrosର ଏକ୍ସ-ସୋରୁମ୍ ମୂଲ୍ୟ ୮.୯୯ ଲକ୍ଷ ଟଙ୍କା ରହିଛି ।…