Latest Odisha News

BREAKING NEWS

ମୁକ୍ତିଲାଭ କଲା ସସ୍ପେନ୍ସ, ଥ୍ରୀଲର ଭରା ଓଡ଼ିଆ ଫିଲ୍ମ ‘ଆଞ୍ଜେଲ’

ଭୁବନେଶ୍ୱର: ମୁକ୍ତିଲାଭ କଲା ଓଡ଼ିଆ ଫିଲ୍ମ ‘ଆଞ୍ଜେଲ’ । ଶୁଭମ ସିନେ ପ୍ରଡ଼କସନ ବ୍ୟାନରରେ ନିର୍ମିତ, ସଂଘମିତ୍ରା ବେହେରାଙ୍କ ପ୍ରଯୋଜିତ ସସ୍ପେନ୍ସ, ଥ୍ରୀଲର ଫିଲ୍ମ ‘ଆଞ୍ଜେଲ’ ଆଜି ଓଡିଶାର ୨୭ଟି ପ୍ରେକ୍ଷାଳୟରେ ମୁକ୍ତିଲାଭି କରିଛି । ରାଜଧାନୀର ସ୍ଵାତି କମ୍ପ୍ଲେକ୍ସରେ ଏହାର ପ୍ରିମିୟର…

ଟେଷ୍ଟ କ୍ରିକେଟରେ ସର୍ବାଧିକ ଥର ୬୦୦ରୁ ଊର୍ଦ୍ଧ୍ୱ ସ୍କୋର କଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ କ୍ରିକେଟ ଟିମ ଟେଷ୍ଟ କ୍ରିକେଟରେ ନିଜ ନାମରେ ଏକ ବଡ କୀର୍ତିମାନ ସ୍ଥାପନ କରିଛି । ଟେଷ୍ଟରେ ସର୍ବାଧିକ ଥର ୬୦୦ରୁ ଊର୍ଦ୍ଧ୍ୱ ସ୍କୋର କରିବାରେ ଅଷ୍ଟ୍ରେଲିଆ ପ୍ରଥମ ସ୍ଥାନରେ ରହିଛି । ଓଭରାଲ ୩୫ ଥର ଅଷ୍ଟ୍ରେଲିଆ ଟିମ ଏହି ସଫଳତା ହାସଲ କରିଛି । ଶ୍ରୀଲଙ୍କା ବିପକ୍ଷ…

କଣାସ ହଇଜା; ‘ସରକାର କୌଣସି ଦୃଢ଼ ପଦକ୍ଷେପ ଗ୍ରହଣ ନ କରିବା ବଡ଼ ପରିତାପର ବିଷୟ’

ଭୁବନେଶ୍ବର: ପୁରୀ ଜିଲ୍ଲା କଣାସ ବ୍ଲକରେ ହଇଜା ଭୟାନକ ସ୍ଥିତିରେ ପହଁଚିଛି । ଦୟା ନଦୀର ପ୍ରଦୂଷିତ ଜଳ ବ୍ୟବହାର କରି କଣାସ ବ୍ଲକର ଶତାଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଘଟଣାରେ ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କ ଜୀବନ ଗଲାଣି ।…

ହଂସିତାଙ୍କ ଦ୍ବିତୀୟ ସ୍ବାମୀ ମନୋଜଙ୍କ ଆଗୁଆ ଜାମିନ ଆବେଦନ ଖାରଜ

କଟକ: ହାଇପ୍ରୋଫାଇଲ ଠକ ଯୋଡ଼ି ହଂସିତା-ଅନୀଲ ମାମଲା । ତଥାକଥିତ ହଂସିତାଙ୍କ ଦ୍ବିତୀୟ ସ୍ବାମୀ ମନୋଜ ଆଚାର୍ଯ୍ୟଙ୍କ ଅଡ଼ୁଆ ବଢିଲା । ମନୋଜଙ୍କ ଆଗୁଆ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ । ଜଷ୍ଟିସ ଭି ନରସିଂହଙ୍କୁ ନେଇ ଗଠିତ ଜଣିକିଆ ଖଣ୍ଡପୀଠ ଏହି ଆଗୁଆ ଜାମିନ ଖାରଜ କରିଛନ୍ତି ।…

କର୍କଟ ରୋଗୀଙ୍କ ପାଇଁ ନୂଆ ବରଦାନ ‘ଫ୍ଲାସ୍ ରେଡିଓଥେରାପି’

ଭୁବନେଶ୍ବର: ଫ୍ଲାସ୍ ରେଡିଓଥେରାପି, କର୍କଟ ରୋଗର ଚିକିତ୍ସା କ୍ଷେତ୍ରର ବଡ଼ ଉପଲବ୍ଧି । ଫ୍ଲାସ୍ ରେଡିଓଥେରାପି ନାମକ ଏହି ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ବର୍ତ୍ତମାନ ମାତ୍ର ଗୋଟିଏ ସେକେଣ୍ଡରେ ବିକିରଣ ଦିଆଯାଇପାରିବ । ଏହି ନୂତନ ପଦ୍ଧତିରେ ଚିକିତ୍ସା ଶୀଘ୍ର ହେବା ସହ ଚିକିତ୍ସାକୁ…

ସୁନ୍ଦରଗଡରେ ଫୁଟିଲା ଗୁଳି, ଯୁବକ ଗୁରୁତର

ସୁନ୍ଦରଗଡ: ସୁନ୍ଦରଗଡର ଲେଫ୍ରିପଡାରେ ଫୁଟିଲା ଗୁଳି । ଯୁବକଙ୍କୁ ଗୁଳିମାଡ କଲେ ଦୁର୍ବୁତ୍ତ । ଦର୍ଲ୍ଲିପାଲି ନିକଟରେ ଏହି ଗୁଳିମାଡ ହୋଇଛି । ଯୁବକଙ୍କ ଛାତିରେ ବାଜିଛି ଗୁଳି । ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହେଲେ ଯୁବକ । ତେବେ ଏହି ଗୁଳିମାଡ ବ୍ୟବସାୟିକ ଶତୃତା କାରଣରୁ…

ସଚିନ ତେନ୍ଦୁଲକରଙ୍କୁ ମିଳିବ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ

ନୂଆଦିଲ୍ଲୀ: ଭାରତର ପୂର୍ବତନ ଅଧିନାୟକ ତଥା କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ପୁରସ୍କାରରେ ସମ୍ମାନିତ କରାଯିବ। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ନିଜର ବାର୍ଷିକ ସମାରୋହରେ ଏହି ଆୱାର୍ଡ ପ୍ରଦାନ କରିବ। ତେବେ ସଚିନ ଅନ୍ତର୍ଜାତୀୟ…

ପୂର୍ବତନ କୁଳପତିଙ୍କ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡାଦେଶ

ଝାରସୁଗୁଡ଼ା: ସମ୍ବଲପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଡ. ଧ୍ରୁବରାଜ ନାୟକଙ୍କ ହତ୍ୟା ମାମଲାରେ ଆସିଲା ଗୁରୁତ୍ବପୂର୍ଣ୍ଣ ରାୟ । ଏଥିରେ ଦୋଷୀ ସାବ୍ୟସ୍ତ ହୋଇଥିବା ପ୍ରବୀଣ ଧୂରିଆଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ଝାରସୁଗୁଡ଼ା ଏଡିଜେ କୋର୍ଟ । ସୂଚନାଯୋଗ୍ୟ, ୨୦୨୧…

ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ଚୟନ ପ୍ରକ୍ରିୟାରେ ପରିବର୍ତ୍ତନ

ନୂଆଦିଲ୍ଲୀ: ପ୍ରତିବର୍ଷ ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରଦାନ କରାଯାଉଥିବା ଦେଶର ସବୁଠାରୁ ପ୍ରତିଷ୍ଠିତ ସାହିତ୍ୟିକ ପୁରସ୍କାରର ଚୟନ ପ୍ରକ୍ରିୟା ପାଇଁ ଚଳିତ ବର୍ଷ ପୁସ୍ତକ ଆମନ୍ତ୍ରଣ ପାଇଁ ଏକ ନୂତନ ବ୍ୟବସ୍ଥା ପ୍ରଚଳନ କରାଯାଉଛି। ପ୍ରଥମ ଥର ୨୦୨୫ ବର୍ଷ ପାଇଁ ଏକାଡେମୀ ଦ୍ୱାରା…

ସୋନିଆ ଗାନ୍ଧୀଙ୍କ ବୟାନ ସମ୍ପୂର୍ଣ୍ଣ ଭାବେ ଗ୍ରହଣୀୟ ନୁହେଁ: ରାଷ୍ଟ୍ରପତି ଭବନ

ନୂଆଦିଲ୍ଲୀ: ସୋନିଆଙ୍କ ବୟାନକୁ ନେଇ କଡା ଜବାବ ଦେଲା ରାଷ୍ଟ୍ରପତି ଭବନ। । ରାଷ୍ଟ୍ରପତିଙ୍କ ପ୍ରେସ୍ ସଚିବ କହିଛନ୍ତି ଯେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣରୁ ଆରମ୍ଭ ହୋଇଛି ସଂସଦର ବଜେଟ ଅଧିବେଶନ। ସଂସଦର ଉଭୟ ଗୃହର ମିଳିତ ଅଧିବେଶନରେ ରାଷ୍ଟ୍ରପତି ଅଭିଭାଷଣ ରଖିଛନ୍ତି। ଆଉ…