୩ୟ ବିଶ୍ବଯୁଦ୍ଧ ବେଶୀ ଦୂର ନୁହେଁ, ଚେତାବନୀ ଦେଲେ ଟ୍ରମ୍ପ
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶପଥ ଗ୍ରହଣ କରିବା ପରଠାରୁ ମଧ୍ୟପ୍ରାଚ୍ୟ ଏବଂ ୟୁରୋପରେ ଚାଲିଥିବା ଯୁଦ୍ଧ ଶେଷ କରିବା ନେଇ ଗୁରୁତ୍ବାରୋପ କରୁଛନ୍ତି।
ସେ କହିଛନ୍ତି ଯେ ବର୍ତ୍ତମାନର ସ୍ଥିତିକୁ ଦେଖିଲେ ଲାଗୁଛି ଯେ ତୃତୀୟ ବିଶ୍ୱଯୁଦ୍ଧ ବେଶୀ ଦୂର ନୁହେଁ। କିନ୍ତୁ ମୋ…