କଲ୍ ମର୍ଜ କରୁଥିଲେ ସାବଧାନ, ଠକେଇର ଶିକାର ହୋଇପାରନ୍ତି…
ନୂଆଦିଲ୍ଲୀ: ଦେଶର କୋଟି କୋଟି ଲୋକ ୟୁପିଆଇ ଦ୍ୱାରା ଟଙ୍କା ନେଣଦେଣ କରୁଛନ୍ତି। ଅନଲାଇନ ଟ୍ରାଞ୍ଜାକସନ କରୁଥିବା ବ୍ୟକ୍ତିଙ୍କ ପାଇଁ ଏନପିସିଆଇ ଆଲର୍ଟ ଜାରି କରିଛି। ବର୍ତ୍ତମାନ ସାଇବର ଠକମାନେ କଲ୍ ମର୍ଜିଂ ସ୍କାମ୍ ମାଧ୍ୟମରେ ଲୋକଙ୍କୁ ଠକୁଛନ୍ତି।
ଏଥିରେ ଅପରାଧୀମାନେ ଲୋକଙ୍କୁ ଫୋନ୍…