Latest Odisha News

BREAKING NEWS

ଅଭିନେତ୍ରୀ ସ୍ୱରା ଭାସ୍କରଙ୍କ ‘ଏକ୍ସ’ ଆକାଉଣ୍ଟ ସସପେଣ୍ଡ

ମୁମ୍ବାଇ: ଅଭିନେତ୍ରୀ ସ୍ୱରା ଭାସ୍କରଙ୍କ 'ଏକ୍ସ' ଆକାଉଣ୍ଟ ସ୍ଥାୟୀ ଭାବେ ସସପେଣ୍ଡ ହୋଇଯାଇଛି। ଏନେଇ ସେ ନିଜ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି। ତାଙ୍କର ଦୁଇଟି ଭିନ୍ନଭିନ୍ନ ପୋଷ୍ଟରେ କପିରାଇଟ୍ ଉଲ୍ଲଂଘନର ଆଲର୍ଟ ମିଳିବା ପରେ ଏପରି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି। ସ୍ୱରା…

ଦୀର୍ଘ ଦିନ ପରେ ଚିଲି ପନୀର ଖାଇଲେ କୋହଲି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ଏବେ ଫର୍ମ ପାଇଁ ସଂଘର୍ଷ କରୁଛନ୍ତି । ଏଥିରେ ଉନ୍ନତି ଆଣିବା ପାଇଁ କୋହଲି ଏବେ ରଣଜୀ କ୍ରିକେଟ ଖେଳୁଛନ୍ତି । ଦିଲ୍ଲୀ ଟିମ ପକ୍ଷରୁ ଖେଳିବା ଅବସରରେ ସେ ରେଲୱେ ବିପକ୍ଷ ମ୍ୟାଚରେ ଅଧିନାୟକ ହେବାକୁ ମନା କରି ଦେଇଥିଲେ । କୋହଲି…

ଏହି ଦେଶରେ ରହିବା ପାଇଁ ଲକ୍ଷାଧିକ ଟଙ୍କା ସହ ମିଳିଥାଏ ଅନେକ ସୁବିଧା

ନୂଆଦିଲ୍ଲୀ: କିଛି ଦେଶ ଏପରି ଅଛି ଯେଉଁଠାରେ ସରକାର ସେମାନଙ୍କର ବିରଳ ଜନବସତି ଥିବା ଅଞ୍ଚଳଗୁଡ଼ିକୁ ପୁନଃ ଜନବସତି କରିବା ପାଇଁ ଲୋକଙ୍କୁ ଟଙ୍କା ଦିଅନ୍ତି? ଏହା ଟିକେଶୁଣିବାକୁ ଅଜବ ଲାଗିପାରେ, କିନ୍ତୁ ଏହା ସତ୍ୟ । ଇଟାଲୀ, ଆମେରିକା, ସ୍ୱିଜରଲ୍ୟାଣ୍ଡ, ପର୍ତ୍ତୁଗାଲ ଏବଂ ଗ୍ରୀସ ଭଳି ଦେଶ…

ଏଫଆଇଏଚ ପ୍ରୋ ଲିଗ: ୩୨ ଜଣିଆ ଦଳରେ ଓଡିଶାରୁ ୩

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଫେବୃୟାରୀ ୧୫ରୁ ୨୫ ପର୍ଯ୍ୟନ୍ତ ଏଫଆଇଏଚ ପୋ ଲିଗ ୨୦୨୪-୨୫ ଖେଳାଯିବ । ଏଥିପାଇଁ ହରମନପ୍ରୀତ ସିଂଙ୍କ ନେତୃତ୍ୱରେ ୩୨ ଜଣିଆ ଭାରତୀୟ ଦଳର ଘୋଷଣା କରାଯାଇଛି । ଏଥିରେ ଓଡିଶାର ଅମିତ ରୋହୀଦାସ, ନୀଲମ ସଞ୍ଜୀପ ଖେସ ଓ ଶୀଲାନନ୍ଦ ଲାକ୍ରା ସ୍ଥାନ ପାଇଛନ୍ତି ।…

ଆସନ୍ତା ୩ରେ ଜନ ଅଭିଯୋଗ ଶୁଣାଣି; କାଲିଠୁ ପଞ୍ଜୀକରଣ

ଭୁବନେଶ୍ବର: ଫେବୃୟାରୀ ୩ ତାରିଖ ସୋମବାରରେ ଜନ ଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱରର ୟୁନିଟ୍-୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ । ଏହି ଅଭିଯୋଗ ଶୁଣାଣି ପାଇଁ ଅନଲାଇନ ପଞ୍ଜୀକରଣ ଜାନୁଆରୀ ୩୧…

ପରିବାର ସଦସ୍ୟଙ୍କୁ ନିଶାଦେଇ ନାବାଳିକା ଫେରାର

ଯାଜପୁର: ଯାଜପୁର ଜିଲ୍ଲା କୁଆଖିଆ ଥାନା ନଠୁଆବର ଗାଁରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ପ୍ରେମିକର ପ୍ରରୋଚନାରେ ନିଜ ପରିବାର ଲୋକଙ୍କୁ ନିଶାଦେଇ ଘରୁ ଫେରାର ହୋଇଯାଇଛି ନାବାଳିକା । ପରିବାର ଲୋକେ ଯାଜପୁର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ଚିକିତ୍ସାଧୀନ ଥିବା ବାପା…

ସିକନ୍ଦର ପରେ ଅଟଲୀଙ୍କ ଆଗାମୀ ଫିଲ୍ମରେ ଅଭିନୟ କରିବେ ସଲମାନ-ରଶ୍ମିକା

ମୁମ୍ବାଇ: ସଲମାନ ଖାଁ ଓ ସାଉଥ ଅଭିନେତ୍ରୀ ରଶ୍ମିକା ମାନ୍ଧନା ସିକନ୍ଦରରେ ଏକତ୍ର ଅଭିନୟ କରୁଛନ୍ତି । ଉଭୟଙ୍କ କେମେଷ୍ଟ୍ରି ଦର୍ଶକଙ୍କୁ ବେଶ ପସନ୍ଦ ଆସିବ ବୋଲି ଆଶା କରାଯାଉଛି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ଅଟଲୀ କୁମାରଙ୍କ ଆଗାମୀ ଫିଲ୍ମରେ ସଲମାନ ଓ ରଶ୍ମିକା ପୂନର୍ବାର…

ସରସ୍ୱତୀ ପୂଜାକୁ ନେଇ ତୁଟିଲା ଦ୍ବନ୍ଦ୍ବ; ଏହି ଦିନ ହେବ ପାଳନ

ଭୁବନେଶ୍ୱର: ସରସ୍ୱତୀ ପୂଜା ପାଳନର ସଠିକ୍ ତାରିଖକୁ ନେଇ ସାରା ଓଡ଼ିଶାର ଭକ୍ତଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଦେଖାଦେଇଥିଲା। ଯାହାର ଅନ୍ତ ଘଟିଛି। ବିଭିନ୍ନ କ୍ୟାଲେଣ୍ଡରରେ ଭିନ୍ନ ଭିନ୍ନ ତାରିଖ ଥିବାରୁ ଏକ ବିବାଦ ଉପୁଜିଥିଲା। ତେବେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜେଟିଏ) ପକ୍ଷରୁ…

ରଣଜୀ ଟ୍ରଫି: ଓଡିଶା ୧୮୦, ସର୍ଭିସେସ ୮୫/୨

କଟକ: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ଓଡିଶା ପୂର୍ନବାର ଘରୋଇ ପରିବେଶର ସମ୍ପୂର୍ଣ୍ଣ ଫାଇଦା ଉଠାଇ ପାରି ନାହିଁ । ସର୍ଭିସେସ ବିପକ୍ଷ ମ୍ୟାଚରେ ଓଡିଶା ପ୍ରଥମେ ବ୍ୟାଟିଂ କରି ୧୮୦ ରନରେ ଅଲଆଉଟ ହୋଇ ଯାଇଥିଲା । ରାଜେଶ ମହାନ୍ତିଙ୍କ ୬୦ ରନର ଇନିଂସ ଯୋଗୁ ଓଡିଶା ଏକ ଆଭରେଜ ସ୍କୋର କରିପାରି ଥିଲା…

ଭାରତର ଏକ ମାତ୍ର ଟ୍ରେନ୍ ଯେଉଁଥିରେ ବିନା ଟିକେଟରେ ହୁଏ ଯାତ୍ରା

ନୂଆଦିଲ୍ଲୀ: ଭାରତୀୟ ରେଳବାଇର ପ୍ରତ୍ୟେକ ଟ୍ରେନ୍‌ ରେ ବିନା ଟିକେଟରେ ଯାତ୍ରା କରିବା ଏକ ଅପରାଧ ହୋଇଥିବାବେଳେ, ଏପରି ଏକ ଟ୍ରେନ୍‌ ଅଛି ଯେଉଁଥିରେ ଆପଣ ମାଗଣାରେ ଯାତ୍ରା କରିପାରିବେ । ଗତ ୭୫ ବର୍ଷ ଧରି ଏହି ଟ୍ରେନ୍ ରେ ସମ୍ପୂର୍ଣ୍ଣ ମାଗଣାରେ ଯାତ୍ରା କରୁଛନ୍ତି ଲୋକେ । ହେଲେ କାହିଁକି?…