ଭାରତର ଏକ ମାତ୍ର ଟ୍ରେନ୍ ଯେଉଁଥିରେ ବିନା ଟିକେଟରେ ହୁଏ ଯାତ୍ରା
ନୂଆଦିଲ୍ଲୀ: ଭାରତୀୟ ରେଳବାଇର ପ୍ରତ୍ୟେକ ଟ୍ରେନ୍ ରେ ବିନା ଟିକେଟରେ ଯାତ୍ରା କରିବା ଏକ ଅପରାଧ ହୋଇଥିବାବେଳେ, ଏପରି ଏକ ଟ୍ରେନ୍ ଅଛି ଯେଉଁଥିରେ ଆପଣ ମାଗଣାରେ ଯାତ୍ରା କରିପାରିବେ । ଗତ ୭୫ ବର୍ଷ ଧରି ଏହି ଟ୍ରେନ୍ ରେ ସମ୍ପୂର୍ଣ୍ଣ ମାଗଣାରେ ଯାତ୍ରା କରୁଛନ୍ତି ଲୋକେ । ହେଲେ କାହିଁକି?…