ଦିଲ୍ଲୀର ବିକାଶ ପାଇଁ ପୂର୍ଣ୍ଣ ଉତ୍ସାହ ସହିତ କାମ କରିବେ ରେଖା: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଆଜି ଦିଲ୍ଲୀ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ରେଖା ଗୁପ୍ତା । ଯାହାକୁ ନେଇ ରେଖାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏକ୍ସରେ ଏକ ପୋଷ୍ଟ ଜାରି କରି ମୋଦି ଲେଖିଛନ୍ତି, ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ରେଖା ଗୁପ୍ତାଙ୍କୁ…