Latest Odisha News

BREAKING NEWS

୨୦୨୩ରୁ ୨୭ ପର୍ଯ୍ୟନ୍ତ ଆଇସିସି ଜାରୀ କଲା ଏଫଟିପି : ୫ ବର୍ଷରେ ଖେଳାଯିବ ୭୭୭ ମ୍ୟାଚ

ନୂଆଦିଲ୍ଲୀ: ଆର୍ନ୍ତାତୀୟ କ୍ରିକେଟ କାଉନସିଲ (ଆଇସିସି) ୨୦୨୩ରୁ ୨୭ ପର୍ଯ୍ୟନ୍ତ ଫ୍ୟୁଚର୍ସ ଟୁରସ ପ୍ରୋଗ୍ରାମ ଜାରୀ କରିଛି । ଏହି ୫ ବର୍ଷ ମଧ୍ୟରେ ଆଇସିସିର ୧୨ ଫୁଲ ମେମ୍ବର୍ସ ଓଭରାଲ ୭୭୭ ଆନ୍ତର୍ଜାତୀୟ ମ୍ୟାଚ ଖେଳିବେ । ଏଥିରେ ୧୭୩ ଟେଷ୍ଟ, ୨୮୧ ଦିନିକିଆ ଓ ୩୨୩ ଟି୨୦ ମ୍ୟାଚ ସାମିଲ ।…

ପରିବାର ଭରଣ ପୋଷଣ ପାଇଁ ହାତ ଯୋଡି କାମ ମାଗୁଛନ୍ତି ଭାରତର ଏହି ପୂର୍ବତନ କ୍ରିକେଟର

ମୁମ୍ବାଇ: ପରିବାର ଭରଣ ପୋଷଣ ପାଇଁ ଭାରତର ଜଣେ ପୂର୍ବତନ କ୍ରିକେଟର ଗଣମାଧ୍ୟମ ସମ୍ମୁଖରେ ହାତଯୋଡି କାମ ମାଗୁଥିବା ଦେଖିବାକୁ ମିଳୁଛି । ଏହି କ୍ରିକେଟରଜଣଙ୍କ ହେଲେ ବିନୋଦ କାମ୍ବଲୀ । ସ୍କୁଲ କ୍ରିକେଟରୁ ସଚିନ ତେନ୍ଦୁଲକରଙ୍କ ସାଥୀ ହୋଇ କୀର୍ତିମାନ ସ୍ଥାପନ କରିଥିବା କାମ୍ବଲି ଆନ୍ତର୍ଜାତୀୟ…

ଆଇନକୁ ଠକିଥିବା ବ୍ୟକ୍ତି ହେଲେ ଆଇନ ମନ୍ତ୍ରୀ

ପାଟନା: ବିହାର ରାଜନୀତିରେ ନୂଆ ଡ୍ରାମା ଦେଖିବାକୁ ମିଳିଛି । ମହାମେଂଟ ସରକାର ଗଠନ ହେବା ପରେ ଆରଜେଡି ନେତା ଏମଏଲସି କାର୍ତିକେୟ ସିଂଙ୍କୁ ଆଇନ ମନ୍ତ୍ରୀ କରିବା ନେଇ ବିବାଦ ଦେଖାଦେଇଛି । ଆଇନ ମନ୍ତ୍ରୀ ଆଇନ ଜାଲରେ ପଡିଥିବାରୁ ମେଂଟ ସରକାର ସମାଲୋଚିତ ହେଉଛି । ଯେଉଁ ଦିନ କୋର୍ଟ ତାଙ୍କ…

ପାଣି ଘେରା ସ୍କୁଲରୁ ଉଦ୍ଧାର ହେଲେ ୫୫୮ ଜଣ ଛାତ୍ରଛାତ୍ରୀ

ଭୁବନେଶ୍ବର: ଲଘୁଚାପ ଜନିତ ବର୍ଷା ଯୋଗୁ ରାଜ୍ୟରେ ବନ୍ୟା ପରିସ୍ଥିତି ଦେଖାଯାଇଛି । ବିଭିନ୍ନ ଅଞ୍ଚଳ ଜଳମଗ୍ନ ରହିଥିବାରୁ ଗମନାଗମନ ବିଚ୍ଛିନ୍ନ ହୋଇଯାଇଛି । ପାଣି ଘେରରେ ଫସି ରହିଥିବା ଲୋକମାନଙ୍କୁ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି । ମଙ୍ଗଳବାର  କଟକ…

ଛେଳି ଚରାଇବାକୁ ଯାଇ ଟାପୁରେ ଫସି ରହିଥିବା ବାପ ପୁଅ ଉଦ୍ଧାର

ଆଠଗଡ଼: ମହାନଦୀ ବନ୍ୟା ପାଣିରୁ ବାପପୁଅ ଉଦ୍ଧାର ହୋଇଛନ୍ତି । ଛେଳି ଚରାଇବାକୁ ଯାଇ ବାପପୁଅ ୪ ଦିନ ହେଲା ଏକ ଟାପୁରେ ଫସି ରହିଥିଲେ । ହଠାତ୍ ମହାନଦୀରେ ବନ୍ୟା ପାଣି ଆସିବା ପରେ ଆଉ ଫେର ନପାରି ଅମଙ୍ଗେଇକୁଦର ଏକ ଟାପୁରେ ଅକଟି ରହିଥିଲେ ଆଠଗଡ଼ ବ୍ଲକ କନ୍ଦରପୁରର ବାପୁପୁଅ । ଓଡ୍ରାଫ୍…

ଖେଳ ହେଲା କାଳ, ପୋଖରିରେ ବୁଡ଼ି ୨ ଛୁଆ ମୃତ

କୋରାପୁଟ: ଖେଳୁଥିବା ବେଳେ ଅଘଟଣ । ଚାଲିଗଲା ୨ ଜୀବନ । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ପିପଳପଦର ପଞ୍ଚାୟତ କେବିଡି ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଗାଁର ଚାଷ ଜମିରେ ଥିବା ପୋଖରି ନିକଟରେ ୩ଜଣ ପିଲା ଖେଳୁଥିବା ବେଳେ ହଠାତ୍ ପୋଖରିରେ ପଡ଼ି ଯାଇଥିଲେ । ଜମିରେ କାମ…

ବାରକୋଟେ ତହସିଲ ମୁଖ୍ୟ କିରାଣୀ ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ

ଭୁବନେଶ୍ୱର: ମଙ୍ଗଳବାର ଦେବଗଡ଼ ଜିଲ୍ଲା ବାରକୋଟେ ତହସିଲ ମୁଖ୍ୟ କିରାଣୀ ରାଜ କିଶୋର କାଲୋ ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ଜଣେ ଅଭିଯୋଗକାରୀଙ୍କ ଠାରୁ ଜମି ପଟ୍ଟା କରେଇ ଦେବା ପାଇଁ ₹୫ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଓଡ଼ିଶା ଭିଜିଲାନ୍ସ ଧରିଥିଲା। ଏନେଇ ରାଉରକେଲା…

ଅମୀରଙ୍କ ଲାଲ ସିଂ ଚଢ଼ାକୁ ପସନ୍ଦ କଲେନି ଦର୍ଶକ

ମୁମ୍ବାଇ: ବିଭିନ୍ନ ସେଲିବ୍ରେଟିଙ୍କ ପ୍ରଚାର ଏବଂ ଉଦ୍ୟମ ସତ୍ୱେ ଅମୀର ଖାଁଙ୍କ ଲାଲ ସିଂ ଚଢ଼ା ଫିଲ୍ମକୁ ଦର୍ଶକ ପ୍ରତ୍ୟାଖ୍ୟାନ କରିଛନ୍ତି। ବୟକଟ ଟ୍ରେଣ୍ଡ ଯୋଗୁ ଫିଲ୍ମ ଫ୍ଲପ ହେବା କୁହାଯାଉଥିଲେ ମଧ୍ୟ ଏଥିରେ କେତେକ କ୍ରିଟିକ୍ସ ସହମତି ହୋଇ ନାହାନ୍ତି । ସେମାନଙ୍କ ମତରେ ପୂର୍ବରୁ ବି…

ହର ଘର ତ୍ରିରଙ୍ଗା ୱେବସାଇଟରେ ଅପଲୋଡ ହୋଇଛି ୬ କୋଟି ସେଲ୍ଫି

ନୂଆଦିଲ୍ଲୀ: ସ୍ୱାଧୀନତାର ୭୫ ବର୍ଷ ପୂରଣକୁ ଭାରତୀୟବାସୀ ଆନ୍ତରିକତାର ସହ ପାଳନ କରିଛନ୍ତି । ଏହାକୁ ସ୍ମରଣୀୟ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହର ଘର ତ୍ରିରଙ୍ଗା ଅଭିଯାନର ଶୁଭାରମ୍ଭ କରିଥିଲେ । ସମସ୍ତେ ଏଥିରେ ସାମିଲ ହୋଇଥିଲେ । ରିପୋର୍ଟ ମୁତାବକ ବର୍ତମାନ ସୁଦ୍ଧା ୬ କୋଟି…

ଲଗାଣ ବର୍ଷାରେ ଶହ ଶହ ଏକର ଜମି ବାଲିଚର, ବ୍ୟାପକ ଚାଷ ନଷ୍ଟ

ରାୟଗଡ଼ା: ଲଗାଣ ବର୍ଷା ପରେ ଚାଷୀ ମୁଣ୍ଡରେ ଚଡ଼କ । ରାୟଗଡ଼ା ଜିଲ୍ଲାର ଶହ ଶହ ଏକର ଜମି ବାଲିଚର ହୋଇ ଯାଇଛି । ଫଳରେ ବ୍ୟାପକ ଭାବେ ଚାଷ ନଷ୍ଟ ହୋଇଥିବା ବେଳେ ବର୍ଷାରେ କଚ୍ଚାଘର କ୍ଷତିଗ୍ରସ୍ତ ହୋଇଛି । ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ଭୈରବଗଡ଼ର ଦକ୍ଷିଣ ଦିଗରେ ପ୍ରବାହିତ ସକଟା…