ପାକିସ୍ତାନର ଏହି ପୂର୍ବତନ ଖେଳାଳି କହିଲେ ବିସିସିଆଇକୁ ପାନେ ଦିଅ
ଦୁବାଇ: ପାକିସ୍ତାନରେ ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ଆରମ୍ଭ ହୋଇଯାଇଛି । ସୁରକ୍ଷା ଦୃଷ୍ଟିକୋଣରୁ ଭାରତ ତାର ସମସ୍ତ ମ୍ୟାଚ ଦୁବାଇରେ ଖେଳିବ । ପାକିସ୍ତାନକୁ ଭାରତ ଟିମ ନ ପଠାଇବା ପଡିଶା ଦେଶର ଖେଳାଳିମାନଙ୍କୁ ବାଧିଛି । ଆଇସିସି ଶେଷ ନିଷ୍ପତି ଅନୁଯାୟୀ ହାଇବ୍ରିଡ ମଡେଲରେ ମ୍ୟାଚ ଆେୟୋଜିତ…