Latest Odisha News

BREAKING NEWS

ସୌଭାଗ୍ୟ ରଥ ଏବଂ ବିଜୟ ଦାସ ବନିଲେ ଆଇରନମ୍ୟାନ

ଭୁବନେଶ୍ୱର: ସୌଭାଗ୍ୟ କୁମାର ରଥ ଏବଂ ବିଜୟ କୁମାର ଦାସ ସଫଳତାର ସହ ଆଇରନମ୍ୟାନ ହେଇଛନ୍ତି। ଅଗଷ୍ଟ ୧୪ ତାରିଖରେ କାଜାଖସ୍ତାନ ରାଜଧାନୀ ଅସ୍ତାନା (ନୂର୍ ସୁଲତାନ) ଠାରେ ଅନୁଷ୍ଠିତ ଆଇରନ ମ୍ୟାନ ଟ୍ରାଇଥଲନ ପ୍ରତିଯୋଗିତାରେ ସୌଭାଗ୍ୟ ଦ୍ଵିତୀୟ ଥର ପାଇଁ ଆଇରନ ମ୍ୟାନ ହୋଇଛନ୍ତି। ସେ ମୋଟ…

ଭୁବନେଶ୍ୱର ସାଇକ୍ଲିଂ ଏବଂ ଆଡଭେଞ୍ଚର କ୍ଲବ ଟାଙ୍ଗଲାଙ୍ଗ ଲା’ରେ କଲେ ପତାକା ଉତୋଳନ

ଭୁବନେଶ୍ୱର: ଭୁବନେଶ୍ୱର ସାଇକ୍ଲିଂ ଏବଂ ଆଡଭେଞ୍ଚର କ୍ଲବ ସୋମବାର ଟାଙ୍ଗଲାଙ୍ଗ ଲା' ଶିଖର ଆରୋହଣ କରି ପତାକା ଉତୋଳନ କରିଛନ୍ତି । ହିମାଳୟର ଟାଙ୍ଗଲାଙ୍ଗ ଲା ଉପରେ ଜାତୀୟ ତ୍ରିକୋଣ (ଏମଏସଏଲ ଉପରେ ୧୭ ୫୮୨ ଫୁଟ) ଖୋଲିଛି । ମନାଲି ଲେ ଖରଦୁଙ୍ଗ ଲା ରେ ସାଇକେଲ ଚାଳନା କରି ଅଷ୍ଟମ ଦିନରେ…

କ୍ରିକେଟ କମେଂଟ୍ରିକୁ ଅଲବିଦା କହିଲେ ଇଆନ ଚ୍ୟାପେଲ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଇଆନ ଚ୍ୟାପେଲ ଆଜି କ୍ରିକେଟ କମେଂଟ୍ରିକୁ ଅଲବିଦା କହିଛନ୍ତି । ୪୫ ବର୍ଷ ଧରି ସେ କମେଂଟ୍ରି କରି ଆସୁଥିଲେ । ରିଚି ବେନୋ, ବିଲ ଲରୀ ଓ ଟୋନୀ ଗ୍ରେଗଙ୍କୁ ନେଇ ସେ ଏକ ଟିମ ଗଠନ କରିଥିଲା । ଯାହାଙ୍କ କମେଂଟ୍ରି କ୍ରିକେଟପ୍ରେମୀଙ୍କୁ ବେଶ ପସନ୍ଦ…

ଦଳିତଙ୍କ ଉପରେ ଅତ୍ୟାଚାର ନେଇ ବ୍ୟଥିତ, ଇସ୍ତଫା ଦେଲେ ବିଧାୟକ ପାନାଚାନ୍ଦ

ଜୟପୁର: ରାଜସ୍ଥାନର ବରିଷ୍ଠ କଂଗ୍ରେସ ବିଧାୟକ ପାନାଚନ୍ଦ ମେଘୱାଲ ଦଳିତ ଯୁବକଙ୍କ ମୃତ୍ୟୁରେ ବ୍ୟଥୀତ ହୋଇ ତାଙ୍କ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲେଟଙ୍କ ନିକଟକୁ ପଠାଇଛନ୍ତି । ଦେଶ ସ୍ୱାଧୀନ ହେବା ୭୫ ବର୍ଷ ବିତି ଯାଇଥିଲେ ମଧ୍ୟ ଏବେ ବି ଦଳିତଙ୍କ ପ୍ରତି ଅତ୍ୟାଚାର କମୁ ନାହିଁ ।…

ଓମିକ୍ରନ ପାଇଁ ମଡର୍ଣ୍ଣା ଉପଯୁକ୍ତ; ବ୍ରିଟେନରୁ ଆସିଲା ଅନୁମତି

ଭୁବନେଶ୍ୱର: ଏବେ ସଂକ୍ରମଣ ହେଉଥିବା ଓମିକ୍ରନ ପାଇଁ ମଡର୍ଣ୍ଣା ଟୀକା ଉପଯୁକ୍ତ । ସୋମବାର ବ୍ରିଟେନ ଏହାକୁ ଅନୁମତି ଦେଇଛି । ଏହି ଟୀକା ବର୍ତ୍ତମାନ ସଂକ୍ରମଣ ବଢ଼ାଉଥିବା ଓମିକ୍ରନ ଏବଂ ପୂର୍ବ ମୂଳ କୋଭିଡ-୧୯ ଭାଇରସକୁ ପ୍ରତିହତ କରିବା ପାଇଁ ସମର୍ଥ ବୋଲି ବ୍ରିଟେନର ଏମଏଚଆରଏ(ମେଡିସିନ…

ସୁ କ୍ୟୁଇଙ୍କ ଦଣ୍ଡାଦେଶ ବଢ଼ାଇଲା ମ୍ୟାନମାର କୋର୍ଟ

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ତଥା ମ୍ୟାନମାରର ବହିଷ୍କୃତ ନେତା ଆଙ୍ଗ ସୁ କ୍ୟୁଇଙ୍କୁ ସ୍ଥାନୀୟ କୋର୍ଟ ଅତିରିକ୍ତ ୬ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଛି । ପୂର୍ବରୁ ତାଙ୍କୁ ୪ ବର୍ଷ ଜେଲ ହୋଇଥିଲା । କୋର୍ଟର ଏହି ଦଣ୍ଡାଦେଶ ସୁ କ୍ୟୁଇଙ୍କ ପ୍ରଶଂସକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିବ…

ଓସ୍କାର ଶ୍ରେଷ୍ଠ ଅଭିନେତା ଦୌଡରେ ଜୁନିୟର ଏନଟିଆର ?

ମୁମ୍ବାଇ: ଆରଆରଆର ଫିଲ୍ମ ଦେଶ ଓ ବିଦେଶରେ ବ୍ଲକବଷ୍ଟର ହୋଇପାରିଛି । ଏସ ରାଜମୌଲୀଙ୍କ ଏହି ଫିଲ୍ମରେ ଜୁନିୟର ଏନଟିଆର ଓ ରାମଚରଣଙ୍କ ପ୍ରଦର୍ଶନ ପ୍ରଶଂସନୀୟ ରହିଥିଲା । ଇତି ମଧ୍ୟରେ ଏକ ଖବର ହସ୍ତଗତ ହୋଇଛି ଯେ, ଜୁନିୟର ଏନଟିଆରଙ୍କ କୋମରାମ ଭୀମ ଅଭିନୟରେ ବିଭିନ୍ନ ବିଦେଶୀ ମିଡିଆ ପ୍ରଭାବିତ…

ଆଖୁଆପଦାରେ ବିପଦ ସଙ୍କେତ ଉପରେ ବନ୍ୟା ଜଳ

ଭଦ୍ରକ: ବୈତରଣୀ ନଦୀରେ ଜଳ ପତ୍ତନ ବୃଦ୍ଧି ପାଇବା ପରେ ଭଦ୍ରକ ଜିଲ୍ଲାର ଧାମନଗର ଓ ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳରେ ବନ୍ୟା ଆସିଛି। ଆଖୁଆପଦା ଠାରେ ବିପଦ ସଙ୍କେତ ୧୭.୮୩ ମିଟର ଥିବା ବେଳେ, ବର୍ତ୍ତମାନ ଜଳସ୍ତର ୧୮.୭୫ ମିଟର ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ଭଣ୍ଡାରିପୋଖରୀ ବ୍ଲକର…

ଭାରତ ବାୟୋଟେକର ଇଂଟ୍ରୋନାଜାଲ ଭ୍ୟାକ୍ସିନର ତୃତୀୟ କ୍ଲିନିକାଲ ଟ୍ରାଏଲ ସମ୍ପୂର୍ଣ୍ଣ

ନୂଆଦିଲ୍ଲୀ: କୋଭିଡ-୧୯କୁ ରୋକିବା ପାଇଁ ଭାରତ ବାୟୋଟେକ ଏକ ଇଂଟ୍ରୋନାଜାଲ ଭ୍ୟାକ୍ସିନ ପ୍ରସ୍ତୁତ କରୁଛି । ସୋମବାର ବିବିଭି-୧୫୪ ଭ୍ୟାକ୍ସିନର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ସମ୍ପୂର୍ଣ୍ଣ ହୋଇଥିବାରୁ ଖୁବ ଶୀଘ୍ର ଏହାକୁ ବ୍ୟବହାର କରାଯିବ ବୋଲି କମ୍ପାନୀ ପକ୍ଷରୁ ଆଶା ବ୍ୟକ୍ତ କରାଯାଇଛି । ଡ୍ରଗ…

ଜଗତସିଂହପୁରରେ ବନ୍ୟା ମୁକାବିଲା ପାଇଁ ପହଞ୍ଚିଲା ଏନଡିଆରଏଫ

ପାରାଦୀପ: ଜଗତସିଂହପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ସୋମବାର ପାରାଦୀପରେ ଏନଡିଆରଏଫ ର ଏକ ୨୫ ଜଣିଆ ଟିମ୍ ପହଞ୍ଚିଛନ୍ତି । ମହାନଦୀର ଜଳ ସ୍ତର ବୃଦ୍ଧି ପାଉଥିବାରୁ ଏହାର ଶାଖା ନଦୀ ଗୁଡ଼ିକରେ ବନ୍ୟା…