Latest Odisha News

BREAKING NEWS

ମୁମ୍ବାଇର ସିଦ୍ଧି ବିନାୟକ ମନ୍ଦିରରେ ଲାଗୁ ହେଲା ଡ୍ରେସ କୋଡ୍

ମୁମ୍ବାଇ: ମୁମ୍ବାଇର ପ୍ରସିଦ୍ଧ ସିଦ୍ଧିବିନାୟକ ମନ୍ଦିରରେ ସବୁବେଳେ ଲକ୍ଷ ଲକ୍ଷ ଭକ୍ତମାନଙ୍କ ଭିଡ ଲାଗି ରହିଥାଏ। ବର୍ତ୍ତମାନ ସମୟରେ ମନ୍ଦିର ପ୍ରଶାସନ ପକ୍ଷରୁ ଡ୍ରେସ କୋଡ୍ ଲାଗୁ କରାଯାଇଛି। ସାରା ଦେଶରୁ ଭକ୍ତମାନେ ସିଦ୍ଧିବିନାୟକ ମନ୍ଦିରକୁ ଭଗବାନ  ଗଣେଶଙ୍କ ଦର୍ଶନ ପାଇଁ ଆସିଥାନ୍ତି।…

୩ୟ ଥର ପାଇଁ ବିବାହ କରିବେ ରାକ୍ଷୀ ସାୱନ୍ତ, ପାକିସ୍ତାନୀ ଅଭିନେତାଙ୍କ ହାତ ଧରିବା ନେଇ ଚର୍ଚ୍ଚା… 

ମୁମ୍ବାଇ: ଅଭିନେତ୍ରୀ ରାକ୍ଷୀ ସାୱନ୍ତଙ୍କୁ ବଲିଉଡର ଡ୍ରାମା କୁଇନ୍ କୁହାଯାଏ। ନିଜର ବୟାନ ପାଇଁ ସେ ପ୍ରାୟତଃ ବିବାଦରେ ରହିଥାଆନ୍ତି। ରାକ୍ଷୀ ପୂର୍ବରୁ ଦୁଇଥର ବିବାହ କରିଥିଲେ ମଧ୍ଯ ଉଭୟ ଥର ତାଙ୍କର ଛାଡପତ୍ର ହୋଇଥିଲା। ଏବେ ଖବର ଆସୁଛି ଯେ ସେ ତୃତୀୟ ଥର ବିବାହ କରିବାକୁ ଯାଉଛନ୍ତି।…

ରଣଜୀରେ କିପରି ଥିଲା କୋହଲିଙ୍କ ପ୍ରଦର୍ଶନ

ନୂଆଦିଲ୍ଲୀ: ୧୨ ବର୍ଷ ପରେ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ରଣଜୀ ଟ୍ରଫି କ୍ରିକେଟ ଖେଳିବାକୁ ଯାଉଛନ୍ତି । ଆନ୍ତର୍ଜାତୀୟ କ୍ରିକେଟରେ ଖରାପ ଫର୍ମ ଯୋଗୁ ବିସିସିଆଇର ପରାମର୍ଶ କ୍ରମେ ସେ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ମଙ୍ଗଳବାର ସେ ଦିଲ୍ଲୀ ଟିମ ସହିତ ଯୋଗ ଦେଇ ଅଭ୍ୟାସ…

ଗ୍ରୀନଲ୍ୟାଣ୍ଡର ନୀଳ ହ୍ରଦ ପାଲଟୁଛି ଧୂସର ରଙ୍ଗ! 

ନୂଆଦିଲ୍ଲୀ: ପଶ୍ଚିମ ଗ୍ରୀନଲ୍ୟାଣ୍ଡରେ ହଜାର ହଜାର ନୀଳ ହ୍ରଦ ରହିଛି। ଯାହା ସ୍ଥାନୀୟ ବାସିନ୍ଦାଙ୍କୁ ପାନୀୟ ଜଳ ଯୋଗାଇବା ସହ  ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ଶୋଷଣ କରିଥାଏ। ତେବେ ଏକ ନୂତନ ଅଧ୍ୟୟନରୁ ଜଣାପଡିଛି ଯେ ଶରତ ଋତୁରେ ପ୍ରବଳ ଗରମ ଏବଂ ବର୍ଷା ପରେ ପ୍ରାୟ ୭୫୦୦ ହ୍ରଦ ମାଟିଆ…

କୋକା-କୋଲାରେ ରହୁଛି ଅଧିକ ରାସାୟନିକ ପଦାର୍ଥ

ନୂଆଦିଲ୍ଲୀ: ୟୁରୋପର ଅନେକ ଦେଶରୁ ପପୁଲାର କୋଲ୍ଡ ଡ୍ରିଙ୍କ କମ୍ପାନୀ କୋକା-କୋଲା ନିଜର ଡ୍ରିଙ୍କ୍ସକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି। କାରଣ ଏହି ପାନୀୟଗୁଡ଼ିକରେ "କ୍ଲୋରେଟ୍" ନାମକ ଏକ ରାସାୟନିକ ପଦାର୍ଥ ମାତ୍ରାଧିକ ପରିମାଣରେ ରହିଛି। ବେଲଜିୟମ, ଲକ୍ସେମବର୍ଗ ଏବଂ…

ଲଞ୍ଚ ହେଲା ଇନଫିନିକ୍ସର ନୂଆ ସ୍ମାର୍ଟଫୋନ୍ ; ମୂଲ୍ୟ ମାତ୍ର ୬,୧୯୯ ଟଙ୍କା

ନୂଆଦିଲ୍ଲୀ: ଆଜି  ଇନଫିନିକ୍ସ ଭାରତ ବଜାରରେ ଏକ ବଜେଟ୍ ଫ୍ରେଣ୍ଡଲି ସ୍ମାର୍ଟଫୋନ୍ ଲଞ୍ଚ କରିଛି । କମ୍ପାନୀ ବଜାରକୁ ଆଣିଛି infinix smart 9hd ନାମକ ଏକ ଫୋନ । ଏହି ଫୋନରେ ୫୦୦୦ mAhର ଏକ ପାୱାରଫୁଲ ବ୍ୟାଟେରୀ ରହିଛି । ଫଳରେ ଫୋନକୁ ଦୀର୍ଘ ସମୟ ଚାର୍ଜରେ ରଖିବ ।  ସ୍ମାର୍ଟଫୋନର ମୂଲ୍ୟ…

 ୪ ବର୍ଷ ପରେ କ୍ରିକେଟକୁ ଫେରିବେ ଡିଭିଲର୍ସ

ଡର୍ବାନ: ଦକ୍ଷିଣ ଆଫ୍ରିକାର ପୂର୍ବତନ ମହାନ ବ୍ୟାଟ୍ସମ୍ୟାନ ଏବି ଡିଭିଲର୍ସ ୨୦୨୧ରେ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ୪ ବର୍ଷ ପରେ ଏହି ଷ୍ଟାର ଖେଳାଳି ପୂନର୍ବାର ଆନ୍ତର୍ଜାତୀୟ କ୍ରିକେଟକୁ ପ୍ରତ୍ୟାବର୍ତନ କରିଛନ୍ତି । ମିଷ୍ଟର ୩୬୦ ଡିଗ୍ରୀ ଭାବେ ପରିଚିତ ଡିଭିଲର୍ସ…

ସାର୍କ ଟ୍ୟାଙ୍କର ଜଜଙ୍କ କମ୍ପାନୀର କେତେ ହେଉଛି କ୍ଷତି… 

ନୂଆଦିଲ୍ଲୀ: ସାର୍କ ଟ୍ୟାଙ୍କର ଜଜଙ୍କ କେତେ ହେଉଛି କ୍ଷତି। ଆରପିଜି ଗ୍ରୁପ୍ର ଅଧ୍ୟକ୍ଷ ହର୍ଷ ଗୋଏଙ୍କା ସାର୍କ ଟ୍ୟାଙ୍କ୍ ଇଣ୍ଡିଆର ବିଚାରପତିମାନଙ୍କ କ୍ଷତି ସମ୍ପର୍କରେ ଏକ ପୋଷ୍ଟ କରିଥିଲେ। ଯାହାପରେ ସୋସିଆଲ୍ ମିଡିଆରେ ଏକ ବିତର୍କ ଆରମ୍ଭ ହୋଇଯାଇଛି। ତେବେ ଗୋଏଙ୍କା ଏହି ଶୋ’ର ଜଣେ ବଡ଼…

ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ଼ ଅପଡେଟ: ବ୍ୟାଙ୍କ୍ ଯିବାକୁ ପରାମର୍ଶ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସୁଭଦ୍ରା ଯୋଜନାକୁ ନେଇ ପ୍ରଭାତୀ ପରିଡ଼ାଙ୍କ ବଡ଼ ସୂଚନା। ରାଜ୍ୟ ସରକାରଙ୍କ ‘ସୁଭଦ୍ରା’ ଯୋଜନାରେ ଏପର୍ଯ୍ୟନ୍ତ ସାମିଲ ହୋଇପାରି ନଥିବା ମହିଳା ଆବେଦନକାରୀଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପରାମର୍ଶ ଦେଇଛନ୍ତି। ଯେଉଁ ଆବେଦନକାରୀଙ୍କର ଏନ୍‌ପିସିଆଇ ତ୍ରୁଟି ରହିଛି,…

୨୦୨୪ ଆଇସିସି ପୁରସ୍କାର: ବୁମରାହ ହେଲେ ଶ୍ରେଷ୍ଠ ପୁରୁଷ ଖେଳାଳି

ନୂଆଦିଲ୍ଲୀ: ଭାରତର ପେସ ବୋଲର ଯଶପ୍ରୀତ ବୁମରାହ ୨୦୨୪ ଆଇସିସି ବାର୍ଷିକ ପୁରସ୍କାର ହାତେଇବାରେ ସଫଳ ହୋଇଛି । ସେ ଶ୍ରେଷ୍ଠ ପୁରୁଷ ଖେଳାଳି ଭାବେ ବିବେଚିତ ହୋଇଛନ୍ତି । ବୁମରାହ ଟି୨୦ ବିଶ୍ୱକପ ଏବଂ ଇଂଲଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ପ୍ରଭାବୀ ପ୍ରଦର୍ଶନ କରିଥିଲେ । ସୋମବାର ବୁମରାହ…