Religious Place: ପୂଜାସ୍ଥଳର ପବିତ୍ରତା ଏବଂ ଧାର୍ମିକ ଶୃଙ୍ଖଳା ବଜାୟ ରଖିବାକୁ କଠୋର ନିଷ୍ପତ୍ତି ନେଲେ…
ଡେରାଡୁନ୍: ଧାର୍ମିକ ସ୍ଥଳରେ ମୋବାଇଲ ଫୋନ୍ ର ବହୁଳ ବ୍ୟବହାରକୁ ନେଇ କଠୋର ହୋଇଛନ୍ତି ଉତ୍ତରାଖଣ୍ଡ ସରକାର । ଧାର୍ମିକ ସ୍ଥଳରେ ରିଲ୍ ଏବଂ ବ୍ଲଗ କରିବା ନେଇ ଦିନକୁ ଦିନ ବହୁ ବିବାଦ ବଢୁଥିବା ଦେଖିବାକୁ ମିଳିଛି । ଏହାକୁ ଦୃଷ୍ଟିରେ ରଖି, ଚଳିତ ବର୍ଷ ବଦ୍ରିନାଥ, କେଦାରନାଥ, ଗଙ୍ଗୋତ୍ରୀ ଏବଂ…