Latest Odisha News

BREAKING NEWS

ପୁଣି ଅଡୁଆରେ ଇ-କମର୍ସ କମ୍ପାନୀ: ‘ଆମାଜନ ଇଣ୍ଡିଆ’କୁ କାହିଁକି ପଠାଗଲା ଆଇନଗତ ନୋଟିସ

ନୂଆଦିଲ୍ଲୀ: ପୁଣି ବିବାଦରେ ଇ-କମର୍ସ କମ୍ପାନୀ ଆମାଜନ ଇଣ୍ଡିଆ। ପ୍ରାଚୀନ ଭାରତୀୟ ଗଣିତଜ୍ଞ ଏବଂ ଜ୍ୟୋତିର୍ବିଜ୍ଞାନୀ ଆର୍ଯ୍ୟଭଟ୍ଟଙ୍କ ଆପତ୍ତିଜନକ ଚିତ୍ରଣକୁ ନେଇ ଓକିଲ ଏବଂ ହିନ୍ଦୁ ଜନଜାଗୃତି ସମିତି କମ୍ପାନୀକୁ ଏକ ଆଇନଗତ ନୋଟିସ ପଠାଇଛନ୍ତି। ମୁମ୍ବାଇ ହାଇକୋର୍ଟର ତିନି ଜଣ ଓକିଲ ମୁମ୍ବାଇ…

ବର୍ଷା ପ୍ରିୟଦର୍ଶିନୀ ଓ ରାଜ୍ୟ ସରକାରଙ୍କୁ ନୋଟିସ୍‌ ଜାରି କଲେ ସୁପ୍ରିମକୋର୍ଟ…

କଟକ: ଛାଡପତ୍ର ସତ୍ବେ ତୁଟୁନି ବିବାଦ । ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ପହଞ୍ଚିଥିଲେ ଅନୁଭବ ମହାନ୍ତି । ସୁପ୍ରିମକୋର୍ଟରେ ଅନୁଭବ ମହାନ୍ତି ଦାୟର କରିଥିବା ମାମଲାରେ ବର୍ଷା ପ୍ରିୟଦର୍ଶିନୀ ଓ ରାଜ୍ୟ ସରକାରଙ୍କୁ ନୋଟିସ୍‌ ଜାରି ହୋଇଛି । ଆଜି ମାନ୍ୟବର ଜଷ୍ଟିସ…

ରଜରେ ନନ୍ଦନକାନନରେ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ…

ଭୁବନେଶ୍ୱର: ରବିବାର ଦିନ ଭୁବନେଶ୍ୱର ଉପକଣ୍ଠରେ ଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରଜ ପର୍ବରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ଅନୁଯାୟୀ, ୨୭,୧୯୨ ଜଣ ପର୍ଯ୍ୟଟକ ପ୍ରାଣୀ ଉଦ୍ୟାନକୁ ବୁଲିବାକୁ ଆସିଥିଲେ। ଯେତେବେଳେ ସଂଲଗ୍ନ ରାଜ୍ୟ ଉଦ୍ଭିଦ…

ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ ଖୋଲା ଚ୍ୟାଲେଞ୍ଜ: ହାଇ-ସିକ୍ୟୁରିଟି ଜୋନ୍‌ରେ ଥିବା ଚନ୍ଦନ ଗଛ କାଟିନେଲେ ଦୁର୍ବୃତ୍ତ

ଭୁବନେଶ୍ୱର: ପୋଲିସ ନାକ ତଳୁ ଚନ୍ଦନ ଗଛ ଲୁଟ୍। ରାଜଧାନୀର ହାଇ-ସିକ୍ୟୁରିଟି ଜୋନରେ ଥିବା ଜୟଦେବ ଭବନ ପରିସରରୁ ଚନ୍ଦନ ଗଛ କାଟି ନେଇଛନ୍ତି ଦୁର୍ବୃତ୍ତ। ସୁରକ୍ଷା କର୍ମୀ ମୁତୟନ ଥିବା ସତ୍ତ୍ୱେ ଦୁର୍ବୃତ୍ତମାନେ କେମିତି ଏତେ ବଡ଼ କାଣ୍ଡ ଭିଆଇଲେ, ତାହା ଏବେ ବଡ଼ ସୃଷ୍ଟି କରିଛି ପ୍ରଶ୍ନବାଚୀ।…

ଭୟାବହ ଅଗ୍ନିକାଣ୍ଡ: ୪ଟି ପରିବାରର ୪୦ ଲକ୍ଷ ଟଙ୍କାର ସମ୍ପତି ଜଳି ପାଉଁଶ, ସହାୟତାର ହାତ ବଢାଇଲେ ପୂର୍ବତନ ମନ୍ତ୍ରୀ

ପୁରୀ: ବ୍ରହ୍ମଗିରି ବ୍ଲକ ରାଏବିଧାର ପଞ୍ଚାୟତ ଅନ୍ତର୍ଗତ ଧର୍ମକିର୍ତ୍ତୀ ଗ୍ରାମରେ ସଟସର୍କିଟ ଯୋଗୁଁ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୪ଟି ପରିବାରର ପ୍ରାୟ ୭ ବଖରା ଘର ଜଳି ପାଉଁଶ ହୋଇଯାଇଛି। ପ୍ରାୟ ୪୦ ଲକ୍ଷ ଟଙ୍କାର ସମ୍ପତି ଏବଂ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ମଧ୍ୟ…

ଆଉ ପେଟ୍ରୋଲ୍‌ ଡିଜେଲ୍‌ ଗାଡ଼ି କିଣିବେନି ରାଜ୍ୟ ସରକାର

ଭୁବନେଶ୍ୱର: ଓଡ଼ିଶା ସରକାର ସରକାରୀ କାର୍ଯ୍ୟ ପାଇଁ ନୂତନ ପେଟ୍ରୋଲ ଏବଂ ଡିଜେଲ ଗାଡ଼ି କିଣିବା ଉପରେ କଟକଣା ଲଗାଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ ଅଫିସିଆଲ୍ ବ୍ୟବହାର ପାଇଁ କେବଳ ଇଲେକ୍ଟ୍ରିକ୍ ଯାନ (EV) କ୍ରୟକୁ ବାଧ୍ୟତାମୂଳକ କରାଯାଇଛି। ଏଣିକି ଆଉ…

ସ୍ଲୋଭାକିଆରେ ‘ବ୍ରେଡ୍ ଆଣ୍ଡ ସଲ୍ଟ’ ଦେଇ ମୋଦିଙ୍କୁ ସ୍ୱାଗତ, ଜାଣନ୍ତୁ ଏହି ଅନନ୍ୟ ପରମ୍ପରାର ରହସ୍ୟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦୁଇ ରାଷ୍ଟ୍ର ଗସ୍ତର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ରବିବାର ରାତିରେ ସ୍ଲୋଭାକିଆରେ ପହଞ୍ଚିଛନ୍ତି। ସେ ଜୁନ୍ ୧୬ ପର୍ଯ୍ୟନ୍ତ ସେଠାରେ ରହିବେ। ରାଜଧାନୀ ବ୍ରାଟିସ୍ଲାଭାରେ ଥିବା ତାଙ୍କ ହୋଟେଲରେ ପହଞ୍ଚିବା ପରେ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ…

ନିଜ ବାହାଘର ନିଜେ ରୋକିଲେ ନାବାଳିକା

କନ୍ଧମାଳ: କନ୍ଧମାଳ ଜିଲ୍ଲାର ଜଣେ ନାବାଳିକା କଲେଜ ଛାତ୍ରୀ ଫୁଲବାଣୀ ଚାଇଲ୍ଡ ହେଲ୍ପଲାଇନରୁ ସହାୟତା ନେଇ ନିଜ ବିବାହ ରୋକିବାରେ ସଫଳ ହୋଇଛନ୍ତି। ଏହି ଘଟଣା ଫିରିଙ୍ଗିଆ ପୋଲିସ ଷ୍ଟେସନ ସୀମାରୁ ରିପୋର୍ଟ ହୋଇଛି। ନାବାଳିକା ଝିଅଟିର ବାପା ଓ ମା ଜଣେ ବୟସ୍କ ବ୍ୟକ୍ତିଙ୍କ ସହ ତାଙ୍କ ବିବାହ…

ଫିଫା ବିଶ୍ୱକପ୍ ୨୦୨୬ ଭବିଷ୍ୟବାଣୀ

ଫୁଟବଲ୍ ପ୍ରେମୀଙ୍କ ପାଇଁ ବଡ଼ ଖବର ! ଆମେରିକା, କାନାଡା ଏବଂ ମେକ୍ସିକୋ ମାଟିରେ ଆରମ୍ଭ ହୋଇଯାଇଛି 'ଫିଫା ବିଶ୍ୱକପ୍ ୨୦୨୬'ର ମହାଲଢ଼େଇ। କିଏ ହେବ ଚଳିତ ବର୍ଷର ବିଶ୍ୱ ବିଜେତା ? କାହା ମୁଣ୍ଡରେ ଲାଗିବ ସୁନା ମୁକୁଟ ? ଏହାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଚାଲିଥିବା ବେଳେ, ବର୍ତ୍ତମାନ ଏକ…

ଶୌଚ ହେବାକୁ ଯିବାବେଳେ ନାବାଳିକାଙ୍କୁ ଟେକିନେଇ ଗଣଦୁଷ୍କର୍ମ କଲେ ଦୁର୍ବୃତ୍ତ

ମୟୁରଭଞ୍ଜ: ରାଇରଙ୍ଗପୁର ଟାଉନ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ। ନାବାଳିକାଙ୍କୁ ଟେକିନେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ। ଅଭିଯୋଗ ଅନୁଯାୟୀ, ଦୁଇ ଭଉଣୀ ଗାଁ ପୋଖରୀକୁ ଶୌଚ ହେବା ପାଇଁ ଯାଇଥିବା ବେଳେ ୪ ଜଣ ଯୁବକ ସେଠାରେ ପହଞ୍ଚିଥିଲେ। ସେମାନେ ବଳପୂର୍ବକ ସାନ ଭଉଣୀକୁ ଉଠାଇ ନେଇଥିଲେ।…