Latest Odisha News

BREAKING NEWS

ବ୍ରିଟେନ୍‌ରେ ୧୬ ବର୍ଷରୁ କମ୍‌ ବୟସର ପିଲାଙ୍କ ପାଇଁ ସୋସିଆଲ୍ ମିଡିଆ ବ୍ୟାନ୍, ପୂର୍ବରୁ ଏହି ଦେଶ…

ନୂଆଦିଲ୍ଲୀ: ପିଲାଙ୍କ ପାଇଁ ସୋସିଆଲ୍ ମିଡିଆ ବ୍ୟାନ୍ କଲା ବ୍ରିଟେନ୍‌ । ୧୬ ବର୍ଷରୁ କମ୍‌ ବୟସର ପିଲାଙ୍କ ପାଇଁ ସୋସିଆଲ୍ ମିଡିଆ ବ୍ୟାନ୍ କରାଗଲା । ସୋସିଆଲ୍ ମିଡିଆ ବ୍ୟାନ୍ ଘୋଷଣା କଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ । ୨୦୨୭ରୁ ବ୍ୟାନ୍ ଲାଗୁ ନେଇ ସ୍ପଷ୍ଟ କଲେ ପ୍ରଧାନମନ୍ତ୍ରୀ ଷ୍ଟାରମର୍‌ ।…

ଡାଇମଣ୍ଡ ଲିଗରୁ ଅଭିଯାନ ଆରମ୍ଭ କରିବେ ନୀରଜ

ନୂଆଦିଲ୍ଲୀ: ଭାରତର ଷ୍ଟାର ଜାଭେଲିନ ଥ୍ରୋୟର ତଥା ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା ଦୋହା ଡାଇମଣ୍ଡ ଲିଗରୁ ପୂନର୍ବାର ପଡିଆକୁ ଓହ୍ଲାଇବେ । ଜୁନ ୧୯ରୁ ଏହି ଲିଗ ଆରମ୍ଭ ହେବ । ୨୦୨୫ ବିଶ୍ୱ ଚାମ୍ପିୟନଶିପରେ ନୀରଜ ୮ମ ସ୍ଥାନରେ ରହିଥିଲେ । ଏହା ପରେ ସେ ଆଉ କୌଣସି…

Puri Police:ରଥଯାତ୍ରା ପୂର୍ବରୁ କ୍ରାଇମ୍ ଫ୍ରି ପାଇଁ ବଡ଼ ପଦକ୍ଷେପ; ୨୪ ଘଣ୍ଟାରେ ୨୩ ଅଭିଯୁକ୍ତ ଗିରଫ

ପୁରୀ: ଆସନ୍ତା ରଥଯାତ୍ରାକୁ ଦୃଷ୍ଟିରେ ରଖି ଆକ୍ସନ ମୋଡରେ ପୁରୀ ପୋଲିସ । ସହରକୁ ଅପରାଧମୁକ୍ତ ଓ ସୁରକ୍ଷିତ ରଖିବା ପାଇଁ ପୁଲିସ ଆକ୍ସନ ମୋଡକୁ ଆସିଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୩ ଜଣ ଅଭିଯୁକ୍ତ ଗିରଫ କରାଯାଇଥିବା ବେଳେ ୮ଟି ମାମଲା ରୁଜୁ ହୋଇଛି । ଅଭିଯୁକ୍ତଙ୍କ ଠାରୁ ଖଣ୍ଡା, ଛୁରୀ, ଲୁହା…

ପରକୀୟା ପ୍ରୀତି ପାଇଁ ସାଙ୍ଗକୁ ମାରି ପୋତିଦେଲା ସାଙ୍ଗ

ବାଲେଶ୍ଵର: ସାଙ୍ଗକୁ ଡାକି ମାରିଲା ସାଙ୍ଗ। ଅପହରଣ ପରେ ଯୁବକଙ୍କୁ ହତ୍ୟା । ମାଟିତଳେ ପୋତିଦେଲା ଅଭିଯୁକ୍ତ । ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଜାମୁନା ଗାଁର ଏହି ଘଟଣା । ମୃତକ ହେଲେ ଏହି ଗାଁର ବୀରେନ୍ଦ୍ର ବେହେରା । ସୂଚନାଥାଉକି, ବୀରେନ୍ଦ୍ର ବେହେରା ନାମକ ବ୍ୟକ୍ତିଙ୍କ ଅପହରଣ ନେଇ…

ମହାକାଳପଡ଼ା ସରପଞ୍ଚ ଚାମେଲି ଓଝା ବିବାଦ ପ୍ରସଙ୍ଗ, ଜଣେ ଗିରଫ

କେନ୍ଦ୍ରାପଡ଼ା: ମହାକାଳପଡ଼ା ବ୍ଲକ୍‌ ତିଖିରି ପଞ୍ଚାୟତର ସରପଞ୍ଚ ସୁଶ୍ରୀ ଚାମେଲି ଓଝାଙ୍କୁ ଆକ୍ରମଣ ଘଟଣା । ଅଭିଯୁକ୍ତ ପାର୍ଥସାରଥୀ ସାମନ୍ତରାୟଙ୍କୁ ଗିରଫ କଲା ମହାକାଳପଡ଼ା ପୋଲିସ । ମୋବାଇଲ ଛଡାଇବା ଓ ଦୁର୍ବ୍ୟବହାର କରିବା ଅଭିଯୋଗରେ ଏହି ଗିରଫ କରାଯାଇଥିବା ସୂଚନା ରହିଛି । ଗତ ୧୦…

୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ସଫଳତା ପଛର କାହାଣୀ

ନୂଆଦିଲ୍ଲୀ: ପ୍ରତିଭା ଆଗରେ ବୟସର କୌଣସି ମାନେ ନାହିଁ, ଏହାକୁ ପୁଣି ଥରେ ପ୍ରମାଣିତ କରି ଦେଖାଇଛନ୍ତି ୧୫ ବର୍ଷର ଯୁବ କ୍ରିକେଟ୍ ତାରକା ବୈଭବ ସୂର୍ଯ୍ୟବଂଶୀ। ଆଇପିଏଲ୍ ମୈଦାନରେ ନିଜର ଚୌକା-ଛକା ବର୍ଷାରେ କ୍ରିକେଟ୍ ଦୁନିଆକୁ ସ୍ତବ୍ଧ କରିବା ପରେ, ଏବେ ଟିମ୍ ଇଣ୍ଡିଆର ୟୁକେ ଗସ୍ତ ପାଇଁ…

ଗ୍ରୀଷ୍ମ ଛୁଟି ପରେ ଜୁନ୍ ୧୮ରେ ଖୋଲିବ ସ୍କୁଲ୍‌: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ସରି ସରି ଆସୁଛି ଗ୍ରୀଷ୍ମ ଛୁଟି । ଆସନ୍ତା ୧୮ ତାରିଖରେ ଖୋଲିବ ରାଜ୍ୟର ସମସ୍ତ ଘରୋଇ ଓ ସରକାରୀ ସ୍କୁଲ୍‌ । ଏନେଇ ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଯଦି ୧୮ ପର୍ଯ୍ୟନ୍ତ ବେଶୀ ଖରା ହୁଏ ତାହେଲେ ଚିନ୍ତା କରାଯିବ । ବର୍ତ୍ତମାନ ସୁଦ୍ଧା ଅନ୍ୟ କୌଣସି…

ସୁନ୍ଦର ପିଚାଇଙ୍କୁ ଅପମାନ! ଭାଷଣ ମଝିରୁ ଉଠି ଚାଲିଗଲେ ଛାତ୍ର

ଷ୍ଟାନଫୋର୍ଡ: ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ କାଲିଫର୍ନିଆର ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟରେ ଅପମାନର ଶିକାର ହୋଇଛନ୍ତି। ପ୍ରତିଷ୍ଠାନର ପ୍ରାରମ୍ଭିକ ସମାରୋହରେ ମଞ୍ଚ ଉପରେ ବସିବା ସମୟରେ କିଛି ଛାତ୍ର ନାରାବାଜୀ ଦେଇ ବାହାରକୁ ଚାଲିଯାଇଥିଲେ। ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟରେ ଏକ ସ୍ନାତକ…

ସୋମନାଥ ସ୍ୱାଭିମାନ ଯାତ୍ରା-୨୦୨୬’ର ଶୁଭାରମ୍ଭ; ସ୍ୱତନ୍ତ୍ର ଟ୍ରେନ୍‌ରେ ଯାତ୍ରା କଲେ ଶ୍ରଦ୍ଧାଳୁ

ଭୁବନେଶ୍ବର: ସୋମନାଥ ସ୍ୱାଭିମାନ ଯାତ୍ରା-୨୦୨୬'ର ଶୁଭାରମ୍ଭ ହୋଇଛି । ଭୁବନେଶ୍ୱର ରେଳ ଷ୍ଟେସନରେ ପତାକା ଦେଖାଇ ସୋମନାଥ ସ୍ୱାଭିମାନ ଯାତ୍ରାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କାର୍ଯ୍ୟକ୍ରମରେ ଉପସ୍ଥିତି ରହି ଗସ୍ତରେ ଯାଉଥିବା…

ପୁଣି ଅଡୁଆରେ ଇ-କମର୍ସ କମ୍ପାନୀ: ‘ଆମାଜନ ଇଣ୍ଡିଆ’କୁ କାହିଁକି ପଠାଗଲା ଆଇନଗତ ନୋଟିସ

ନୂଆଦିଲ୍ଲୀ: ପୁଣି ବିବାଦରେ ଇ-କମର୍ସ କମ୍ପାନୀ ଆମାଜନ ଇଣ୍ଡିଆ। ପ୍ରାଚୀନ ଭାରତୀୟ ଗଣିତଜ୍ଞ ଏବଂ ଜ୍ୟୋତିର୍ବିଜ୍ଞାନୀ ଆର୍ଯ୍ୟଭଟ୍ଟଙ୍କ ଆପତ୍ତିଜନକ ଚିତ୍ରଣକୁ ନେଇ ଓକିଲ ଏବଂ ହିନ୍ଦୁ ଜନଜାଗୃତି ସମିତି କମ୍ପାନୀକୁ ଏକ ଆଇନଗତ ନୋଟିସ ପଠାଇଛନ୍ତି। ମୁମ୍ବାଇ ହାଇକୋର୍ଟର ତିନି ଜଣ ଓକିଲ ମୁମ୍ବାଇ…