ରେଳବାଇ ଓଡ଼ିଶାରେ ୨୦୨୪-୨୫ ବଜେଟ୍ ଆବଣ୍ଟନର ୮୧% ଖର୍ଚ୍ଚ ସହ ରେକର୍ଡ କରିଛି…
ଭୁବନେଶ୍ୱର: ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଓଡ଼ିଶାରେ ରେଳ ପ୍ରକଳ୍ପ ପାଇଁ ମୋଟ ବଜେଟ୍ ଆବଣ୍ଟନ ୧୦,୫୮୬ କୋଟି ଟଙ୍କା କରାଯାଇଥିବା ବେଳେ ଏପର୍ଯ୍ୟନ୍ତ ୮୧.୭୮% ଖର୍ଚ୍ଚ କରି ରେକର୍ଡ କରିଛି।
ଚଳିତ ୨୦୨୪-୨୫ ଆର୍ଥିକ ବର୍ଷର ଜାନୁଆରୀ ୨୦୨୫ ସୁଦ୍ଧା ୮୬୫୭.୨୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି।…