ମହାକାଶରେ କିଭଳି ସଫା ହୁଏ ଆଷ୍ଟ୍ରୋନଟଙ୍କ ପୋଷାକ…
ନୂଆଦିଲ୍ଲୀ: ମହାକାଶରେ ଦୀର୍ଘ ମାସ ଧରି ଫସି ରହିଛନ୍ତି ଆଷ୍ଟ୍ରୋନଟ୍ ସୁନିତା ୱିଲିୟମ୍ସ ଓ ତାଙ୍କ ସାଥୀ। ଖାସକରି ମହାକାଶଚାରୀମାନେ ବର୍ତ୍ତମାନ ସମୟରେ ତିନିରୁ ଆଠ ମାସ ଧରି ମହାକାଶରେ ରହିବା ସହ ସେଠାରେ ଶୋଇବା, ଖାଇବା ଓ ବ୍ୟାୟାମ ମଧ୍ଯ କରୁଛନ୍ତି।
ଏହାରି ମଧ୍ୟରେ ମନରେ ପ୍ରଶ୍ନ ଆସେ…